Browsing Category

ସ୍ପେଶାଲ୍ ରିପୋର୍ଟ

ସିନ୍ଧୁଙ୍କୁ ସଜେଇବେ ପ୍ରିୟ ସାଥି ଶ୍ରାଭ୍ୟା

ରିଓ ଖେଳାଳୀ ସିନ୍ଧୁ ସାଜିବେ ଆକର୍ଷଣୀୟ। ରିଓ ଅଲିମ୍ପିକ୍ସରୁ ଫେରିବା ପରେ ରୈାପ୍ୟ ବିଜେତା ପି.ଭି ସିନ୍ଧୁ ଏବେ ଦେଶର ସୁନା ଝିଅ। ଘରେ ଘରେ ପରିଚିତା। ରିଓରେ ରୈାପ୍ୟ ପଦକ ହାସଲ କରି ଭାରତକୁ କରିଛନ୍ତି ଗର୍ବିତ ଏବଂ ନିଜେ ପାଲଟିଯାଇଛନ୍ତି ଜଣେ ବଡ ସେଲିବ୍ରେଟି। ସାଧାରଣ ଲୋକଙ୍କଠୁ ମିଡିଆ…
Read More...

ଟଙ୍କାର ପେଣ୍ଡାଲରେ ସଂକଟ ମୋଚକ : ଗୁଜୁରାଟ ଭଦୋଦରାରେ ହନୁମାନଙ୍କୁ ହୋଇଛି ନୋଟ ଲାଗି

ଟଙ୍କାର ପେଣ୍ଡାଲରେ ବସିଛନ୍ତି ସଂକଟମୋଚକ । ହନୁମାନଙ୍କୁ ହୋଇଛି ନୋଟ ଲାଗି ନୋଟରେ ବି ତିଆରି ହୋଇଛି ତୋରଣ । ଗୁଜରାଟ ଭଦୋଦରାର ଏହି ହନୁମାନ ମନ୍ଦିରକୁ ସଜା ଯାଇଛି ୧୧ ଲକ୍ଷ ଟଙ୍କାର ନୋଟରେ । ଏଭଳି ସାଜସଜ୍ଜା ଦେଖିବାକୁ ପ୍ରତିଦିନ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଛି । ଆହୁରି ଆଶ୍ଚର୍ଯ୍ୟ…
Read More...

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସେଲଫିକୁ ନେଇ ଚର୍ଚ୍ଚା

ଫ୍ୟାନ ସଚିନଙ୍କ ସେଲଫି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି କାହାର ଫ୍ୟାନ ହୋଇପାରନ୍ତି । ଅଲିମ୍ପିଆନ ପି. ବି. ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କ ଫ୍ୟାନ ପାଲଟିଛନ୍ତି ସଚିନ । ସଚିନଙ୍କ ସହ ଗୋଟିଏ ସେଲଫି ନେବା ପାଇଁ ଧାଡି ଲଗାଇଥାନ୍ତି ତାଙ୍କର କୋଟି କୋଟି ଫ୍ୟାନ୍ ।…
Read More...

ଘର ବାହାରେ ଖନ୍ଦାଶାଳ : ମହିଳାଙ୍କ ଫୁଡ ଟ୍ରକ୍ ଫଣ୍ଡା

ଆଜିର ଦୁନିଆଁ ଆଉ ପୁରୁଷ ପ୍ରଧାନ ଦୁନିଆଁ ହୋଇ ରହିନାହିଁ। ସବୁ କ୍ଷେତ୍ରରେ ଆଜି ନାରୀ ମାନଙ୍କର ସଫଳତାର ସ୍ପର୍ଶ ଦେଖିବାକୁ ମିଳୁଛି। ନାରୀମାନେ କିଛି କମ୍ ନୁହଁନ୍ତି ଏହି ନାରାରେ ଆଜି ନାରୀ ଖୁବ୍ ସଫଳ ଓ ସକ୍ଷମ। ଏହିଭଳି ଜଣେ ମହିଳା ଅର୍ଚ୍ଚନା ସିଂହ। କରିଛନ୍ତି ଏକ ତାରିଫ ଯୋଗ୍ୟ କାମ।…
Read More...

ଆକ୍ରମଣକୁ ମାତ୍ ଦେଲା ଅନବରତ ଚେଷ୍ଟା : ମାଇସା ହେଲା ମା

ଅଶାନ୍ତ ସିରିଆ। ସବୁବେଳେ ଏଠି ହୁଏ ବୋମାବର୍ଷଣ। କେତେବେଳେ କାହାର ଜୀବନ ଯିବ ସେକଥା କହିବ ମୁସ୍କିଲ୍। ଯୁଦ୍ଧ ବିଭୀଷିକାରେ ଏବେ ସାମନାକୁ ଆସିଛି ଏଭଳି ଏକ ଚିତ୍ର ଯାହା ବିଶ୍ୱ ସମୁଦାୟକୁ ଚହଲେଇଦେଇଛି। କିନ୍ତୁ ଡାକ୍ତରମାନଙ୍କ ଅବିରତ ଚେଷ୍ଟା ଫଳରେ ମା ଓ ନବଜାତକଟିର ଜୀବନ ବଂଚିଯାଇଛି ।…
Read More...

ବାପା ହେବତ ଏମିତି : ଝିଅ ସ୍ୱପ୍ନ ଆଗ, ବିବାହ ପଛ

ବିବାହ ଟଙ୍କାରେ କିଣାହେଲା ବନ୍ଧୁକ । ରିଓ ଅଲିମ୍ପିକ୍ସରେ ଦୁଇ ଝିଅଙ୍କ ସଫଳତା ପରେ ଏବେ ଖେଳ ପ୍ରତି ସମସ୍ତଙ୍କ ଉତ୍ସାହ ବଢୁଛି । ଖେଳ ପାଇଁ କିଏ କଣ ତ୍ୟାଗ କରିପାରେ ତାର ଏକ ଉଦାହରଣ ଦେଖିବାକୁ ମିିଳିଛି । ଝିଅ ପାଇଁ ୫ଲକ୍ଷ ଟଙ୍କାର ରାଇଫଲ କିଣିଦେଲେ ଅଟୋ ରିକ୍ସା ଚାଳକ ବାପା ।…
Read More...

ଦିଲ୍ ନାହିଁ ଦିଲ୍ଲୀର : ୭ଦିନ ପରେ ବନ୍ଦ ଘରୁ ଉଦ୍ଧାର ହେଲେ ଦୁଇ ଭଉଣୀ

ଆମେ ଏହାକୁ ବିଶ୍ୱାସ କରିନପାରିଲେ ବି ଏହା ସତ । ୭ ଦିନ ଧରି ଘର ବନ୍ଦ । ବନ୍ଧ ଘର ଭିତରେ ଦୁଇଟି ଶିଶୁ। ନା ଅଛି ପାଣି, ନା ଅଛି ଖାଦ୍ୟ । ଦୁଇ କୁନି ଝିଅ ଅନ୍ଧାରୀ କୋଠରୀରେ ୭ ଦିନ କାଟିବା ପରେ ଉଦ୍ଧାର କରିଛି ପୁଲିସ ।ଏହି ସମ୍ବେଦନଶୀଳ ଘଟଣା ଘଟିଛି ନୂଆଦିଲ୍ଲୀ ସମୟପୁର ବାଦଳି ଅଂଚଳରେ…
Read More...

ସ୍ମୃତି ଏବେ ରିଓ : ହେଲେ ଚର୍ଚ୍ଚାରେ ରିଓ ରୋମାନ୍ସ

ହାରଜିତ୍ । ଜିତହାର୍ । ସରି ଯାଇଛି ରିଓ ଅଲିମ୍ପିକ୍ସ । କାହା ପାଇଁ ଅଭୂଲା ହୋଇଛି ତ ପୁଣି କାହାକୁ ଦେଇଛି ଅନୁଭୂତି। ଖେଳାଳି ଫେରି ଯାଇଛନ୍ତି ନିଜ ନିଜ ଦେଶକୁ। ପଦକ ପାଇଥିବା ଖେଳାଳିଙ୍କୁ ନେଇ ଦେଶରେ ଖୁବ ଚର୍ଚ୍ଚା ଚାଲିଛି। ହେଲେ ଅଲିମ୍ପିକ୍ସ ନଖେଳି ବି ଦୁଇଜଣ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି…
Read More...

ସଟଲ ଷ୍ଟାର ପି. ଭି. ସିନ୍ଧୁଙ୍କ ନୂଆ ଅବତାର

ସଟଲ ଷ୍ଟାରଙ୍କ ନୂଆ ଅବତାର । ଖାସକରି ରିଓ ଅଲିମ୍ପିକ୍ସରେ ବ୍ୟାଡମିଂଟନରେ ରୌପ୍ୟ ପଦକ ଜିତିବା ପରେ ସାରା ଦେଶରେ ଏବେ ସିନ୍ଧୁଙ୍କ କ୍ରେଜ । ସଟଲ ଷ୍ଟାର ପି. ଭି. ସିନ୍ଧୁଙ୍କୁ ଦେଖିବାକୁ ମିଳିଛି ଏକ ନୂଆ ଅବତାରରେ । ପାରମ୍ପରିକ ଶାଢୀରେ ସିନ୍ଧୁ ପହଂଚିଛନ୍ତି ହାଇଦ୍ରାବାଦସ୍ଥିତ ଲାଲଦୱାର୍ଜା…
Read More...

ବିଶ୍ୱସ୍ତ ପାଇଁ ଜୀବନର ବାଜି : କୁକୁରକୁ ବଂଚାଇବାକୁ ନଦୀରେ ଡେଇଁଲେ ମହିଳା

କାନସାସ୍ ସହରର ବ୍ଲୁ ନଦୀରେ ଘଟିଥିବା ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ବ୍ଲୁ ନଦୀରେ ବୁଡିଯାଉଥିବା ନିଜ କୁକୁରକୁ ବଂଚାଇବାକୁ ଯାଇ ଜଣେ ମହିଳା ନଈକୁ ଡେଇଁ ପଡିଥିଲେ । ନଦୀର ସ୍ରୋତ ପ୍ରଖର ଥିବାରୁ ମହିଳା ଜଣକ ବିକଳ ହୋଇ ଚିକାôର କରିବା ଆରମ୍ଭ କରିଥିଲେ । କୂଳରେ ଥିବା ଲୋକମାନେ…
Read More...