ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସେଲଫିକୁ ନେଇ ଚର୍ଚ୍ଚା

108

ଫ୍ୟାନ ସଚିନଙ୍କ ସେଲଫି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି କାହାର ଫ୍ୟାନ ହୋଇପାରନ୍ତି । ଅଲିମ୍ପିଆନ ପି. ବି. ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କ ଫ୍ୟାନ ପାଲଟିଛନ୍ତି ସଚିନ । ସଚିନଙ୍କ ସହ ଗୋଟିଏ ସେଲଫି ନେବା ପାଇଁ ଧାଡି ଲଗାଇଥାନ୍ତି ତାଙ୍କର କୋଟି କୋଟି ଫ୍ୟାନ୍ । କିନ୍ତୁ ,ସଚିନ ନିଜେ ଏବେ ଅଲିମ୍ପିଆନମାନଙ୍କ ସହ ଉଠାଇଛନ୍ତି ସେଲଫି । ଯାହାକୁ ନେଇ ଦେଶ ସାରା ଚର୍ଚ୍ଚା, ଅଲିମ୍ପିଆନ ମାନଙ୍କ ସହ ସେଲଫି ନେଇ ସଚିନ ଏବେ ଚର୍ଚ୍ଚାରେ । ଏବଂ  ଖେଳ ଓ ଖେଳାଳିଙ୍କୁ କେତେ ଭଲ ପାଆନ୍ତି ମାଷ୍ଟର ବ୍ଲାଷ୍ଟର ଏଥିରୁ ସ୍ପଷ୍ଟ ହୋଇଛି ।