Browsing Category

ସ୍ପେଶାଲ୍ ରିପୋର୍ଟ

ଆପଣ ଜେଲ୍ ଯିବାକୁ ଚାହୁଁଛନ୍ତି କି ? ସ୍ୱେଶାଲ୍ ଅଫର୍ ଚାଲିଛି, ଦେଖନ୍ତୁ ଏହି ରିପୋର୍ଟ

ଜେଲରେ ରହିଲେ କେମିତି ଲାଗେ ଜାଣିବାକୁ ଚାହୁଁଛନ୍ତି । ତେବେ ୫୦୦ ଟଙ୍କା ଦିଅନ୍ତୁ ଜେଲ୍ ଯାଆନ୍ତୁ । ଅର୍ଥାତ୍ ଜେଲର ପାଣି ପବନ କେମିତି ଅନୁଭବ କରିବାକୁ ହେଲେ ଗୋଟିଏ ଦିନ ପାଇଁ ଆପଣଙ୍କୁ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏମିତି ଏକ ଜେଲ୍ ଅଛି…
Read More...

ଫୁଟବଲର ଯାଦୁଗର : ଶରୀରରେ ଲାଗିଛି ଆତ୍ମବିଶ୍ୱାସର ଗୋଡ

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ପଙ୍ଗୁ ବି ଗିରି ଲଂଘି ପାରେ । ଏହାର ଉଦାହରଣ ହେଉଛନ୍ତି ବାଙ୍ଗଲାଦେଶର ୨୨ ବର୍ଷୀୟ ମହମ୍ମଦ ଅବଦୁଲ୍ଲା । ଗୋଡ଼ ନାହିଁ ହେଲେ ଫୁଟବଲ ପଡ଼ିଆରେ ବେଶ ଚମତ୍କାର ଖେଳ ଖେଳୁଛନ୍ତି ଅବଦୁଲ୍ଲା । ଅନେକ ପେଶାଦାର ଫୁଟବଲ ଖେଳାଳୀ ହେବାକୁ ସ୍ୱପ୍ନ…
Read More...

ଭାଇରାଲ ହେଉଛି ଗଣେଶ ଅବତାର : ଚର୍ଚ୍ଚା ଜନ୍ମ ନେଇଛନ୍ତି ଗଜାନନ

ଅନେକ ସମୟରେ ଏ ଯୁଗରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ସବୁ ଘଟିଚାଲିଛି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ଏବେ ଏମିତି ଏକ ଘଟଣା ଘଟିଛି। ଜନ୍ମ ନେଇଛନ୍ତି ଭଗବାନ ଗଣେଶ। ସୋସିଆଲରେ ଭାଇରାଲ ସାଜିଛି ଏ ଖବର। କର୍ଣ୍ଣାଟକର ତେରଦାର ନାମକ ଗାଁରେ ଜଣେ ପିଲା ଅବିକଳ ଭଗବାନ ଗଣେଶଙ୍କ ରୂପ ନେଇ…
Read More...

ସ୍ପେନର ଟମାଟୋ ପର୍ବ : ବିଶ୍ୱର ସର୍ବବୃହତ ଖାଦ୍ୟ ଯୁଦ୍ଧ

ସ୍ପେନରେ ପାଳିତ ହେଉଛି ବିଶ୍ୱର ସର୍ବବୃହତ ଖାଦ୍ୟ ଯୁଦ୍ଧ ‘ଲା ଟମାଟିନା’। ସ୍ଥାନୀୟ ଗ୍ରାମାଚଂଳରେ ପାଳିତ ଏହି ପାରମ୍ପରିକ ପର୍ବ ଏବେ ବିଶ୍ୱସ୍ତରୀୟ ଉତ୍ସବର ରୂପ ନେଇଛି । ଅଗଷ୍ଟ ଶେଷ ବୁଧବାର ସମଗ୍ର ବିଶ୍ୱର ଭ୍ରମଣକାରୀ ସ୍ପେନର ଛୋଟିଆ ନଗରୀ ବୁନୋଲରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକାଠି…
Read More...

ମଦର ଟେରେସାଙ୍କୁ ଓଡ଼ିଶା ସରକାରଙ୍କ ଶ୍ରଦ୍ଧାଂଜଳି : ନାଁରେ ନାମିତ ହେବ ରାଜଧାନୀ ରାଜପଥ

ମାନବ ସମାଜର କଲ୍ୟାଣ ପାଇଁ ନିଜ ଜୀବନକୁ ଉର୍ସଗୀକୃତ କରିଥିଲେ ମଦର ଟେରେସା। ନିଜର ନିଃସ୍ୱାର୍ଥପର ସେବା ଓ ଭଲପାଇବା ପାଇଁ ସାରା ବିଶ୍ୱରେ ପରିଚିତ। ସେପ୍ଟେମ୍ବର ୪ରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନସିସ୍। ଏହି ମହିୟସୀ ମହିଳାଙ୍କୁ ଶ୍ରଦ୍ଧାଂଜଳି…
Read More...

ରୋମାଂଟିକ୍ ମୁଡରେ ଶକ୍ତି କପୁର : ସୁଟିଂ ଚାଲିଛି ଓଡିଆ ଫିଲ୍ମ ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’

ଯଲିଉଡ ପରେ ଓଲିଉଡ । ରୋମାଂଟିକ ମୁଡରେ ବଲିଉଡର ବ୍ୟାଡବୟ । ଅନ୍ଦାଜ ପୂରା ବିନ୍ଦାସ। ସୁଟିଂ ପାଇଁ ପୁରା ତୟାର ଶକ୍ତି କପୁର । ସିକ୍ୱେନସ ବୁଝାଉଛନ୍ତି ନିର୍ଦେଶକ। ଆଉ ଏହା ପରେ ପୁଲକୁ ଏଂଟ୍ରୀ ମାରୁଛନ୍ତି ବଲିଉଡ ଷ୍ଟାର ଶକ୍ତି କପୁର। ଏ ହେଉଛି ସୁଟିଂ ଚାଲିଥିବା ଫିଲ୍ମ ଛାତି ତଳେ ଡିଙ୍ଗ୍…
Read More...

ଅନଲାଇନ୍ ଲୁଟ୍ : ଦେଖୁ ଦେଖୁ ଆପଣଙ୍କ ଗାଡି ହୋଇଯିବ ଛୁ

କନକ ବ୍ୟୁରୋ : ଆପଣ ଗାଡି ବିକିବାକୁ ଦେଇଥିବା ଅନଲାଇନ ବିଜ୍ଞାପନରୁ ଆପଣଙ୍କ ନମ୍ବର ପାଇବା ପରେ ଫୋନ୍ ଆସିବ। ଆଉ ଦେଖା କରିବା ପରେ କହିବେ ଆମେ ଟେଷ୍ଟ ଡ୍ରାଇଭ କରିବୁ ଓ ତା ପରେ କିଣିବୁ। ଆଉ ଥରେ ଏମାନଙ୍କୁ ବିଶ୍ୱାସ କରି ଗାଡି ଚାବି ଦେବା ପରେ ଏମାନେ ହୋଇଯିବେ ଛୁ। ଏହିଭଳି ଦୁଇ ଅନଲାଇନରେ…
Read More...

ଦେଶୀଡଙ୍ଗାରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି : ମାଓ ଇଲାକାରେ ପଚାରି ବୁଝିଲେ ଲୋକଙ୍କ ଦୁଃଖ

ମାଲକାନଗିରି : ଦେଶୀ ଡଙ୍ଗାରେ ଡିଆଇଜି। ଏକ ଦେଶୀ ଡଙ୍ଗାରେ ପାରି ହୋଇ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳ ବୁଲି ଦେଖିଛନ୍ତି ଦକ୍ଷିଣା ପଶ୍ଚିମାଂଚଳ ଡିଆଇଜି ଏସ୍ ସାଇନି। ବୁଡି ଅଂଚଳରେ ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି ପୁଲିସ ଅଧିକାରୀ। ଡିଆଇଜି ସାଇନିଙ୍କ ସହ ମାଲକାନଗିରି ଏସପି…
Read More...

ରାସନ କାର୍ଡ ମାୟାରେ ଷ୍ଟାର ଅଭିନେତ୍ରୀ

ବି-ଟାଉନର ଚାରିଜଣ ଅଭିନେତ୍ରୀଙ୍କୁ ନେ ଏବେ ଜୋର ଧରିଛି ଚର୍ଚ୍ଚା । ଫୁଡ ଏବଂ ସିଭିଲ ସପ୍ଲାଇ ଡିପାର୍ଟମେଂଟର ଏକ ଅନ ଲାଇନ ୱେବ ସାଇଟର ଏହି ଖବରକୁ ନେ ଏବେ ଚର୍ଚ୍ଚା । ଦୀପିକା ପାଦୁକୋନ, ରାଣୀ ମୁଖାର୍ଜୀ, ଜ୍ୟାକଲିନ ଫର୍ଣ୍ଣାଡିସ୍ , ଏବଂ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଜାରି ହୋଛି ରାସନ…
Read More...

ବିଶ୍ୱାସର ବଜାର : ବିନା ଦୋକାନୀରେ ଚାଲିଛି ଦୋକାନ

ବିଶ୍ୱାସ ହିଁ ଭଗବାନ। ମାତ୍ର ଆଜିର ଅବିଶ୍ୱାସୀ ଯୁଗରେ କୌଣସି ଅଚିହ୍ନା ଲୋକ ଉପରେ ବିଶ୍ୱାସ କରିବା ବୋକାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କିିନ୍ତୁ ଏହି କଥାକୁ ଭୁଲ୍ ପ୍ରମାଣିତ କରିଛନ୍ତି ମିଜୋରାମବାସୀ । ରାଜଧାନୀ ଏଜବଲରୁ ୬୫ କିଲୋମିଟର ଦୂର ହାଇୱେରେ କିଛି ଦୋକାନରେ ଦେଖିବାକୁ ମିଳିଛି…
Read More...