Browsing Category

ସ୍ପେଶାଲ୍ ରିପୋର୍ଟ

ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ କୋହିଲି ନିଅନ୍ତି ୧୧.୪୫ କୋଟି ଟଙ୍କା ?

କିଛିଦିନ ପୂର୍ବେ ମିଡ଼ିଆରେ ଏହା ଖୁବ ଚର୍ଚ୍ଚା ହେଉଥିଲା ଯେ ଟିମଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହିଲି ଗୋଟେ ଇଂଷ୍ଟାଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ଅର୍ଥ ଦାବି କରନ୍ତି । ଏହାମଧ୍ୟ କୁହାଯାଉଥିଲା ଯେ କୋହିଲି ଗୋଟେ ପୋଷ୍ଟରୁ ୧୧.୪୫ କୋଟି ଟଙ୍କା ଆୟ କରନ୍ତି ।…
Read More...

ଟାଟା ନିଜର ପତ୍ନୀଙ୍କୁ ଦେଇଥିଲେ ‘କୋହିନୁର’ଠୁ ଦି ଗୁଣା ବଡ଼ ହୀରା ‘ଜୁବୁଲି’ ।

ଦୋରାବଜୀ ଟାଟା ଏକଲକ୍ଷ ପାଉଣ୍ଡ ଦେଇ କିଣିଥିଲେ ଏହି ହୀରା । ବୀମା ମଧ୍ୟ କରାଇଥିଲେ । ଦକ୍ଷିଣ ଆଫ୍ରିକାର ଜୈଗର୍ସଫ୍ରଣ୍ଟିନ ହୀରା ଖଣି ନିଜର ବହୁମୂଲ୍ୟ ହୀରା ପାଇଁ ସାରା ବିଶ୍ୱରେ ଖୁବ ପରିଚିତ । ଏହି ଖଣିରୁ ଆଜି ପର୍ଯ୍ୟନ୍ତ ୯୬ ଲକ୍ଷ କାରାଟ୍ ରୁ  ଉର୍ଦ୍ଧ…
Read More...

ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ…

କନକ ବ୍ୟୁରୋ : ଲୋକସଭାରେ ସଂସଦୀୟ ସ୍ଥାୟୀ କମିଟିକୁ ୩ଟି ବିଧେୟକ ପଠାଯାଇଛି । ଯାହାର ଉଦ୍ଦେଶ୍ୟ ରହିଛି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା । ଏହି ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଉପସ୍ଥାପନ କରିଥିଲେ । ଭାରତୀୟ…
Read More...

ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି। ପାକିସ୍ତାନର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଆଗାମୀ ୯୦ ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ବାଧ୍ୟ। ଶାହାବାଜ ସରକାରଙ୍କ ପତନ ପରେ ବର୍ତ୍ତମାନ କାର୍ଯ୍ୟନିର୍ବାହୀ…
Read More...

ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କଲା ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍, କିଛିକ୍ଷତି କରିପାରିବ ନାହିଁ ଏକଂ-୪୭ ଏବଂ…

କନକ ବ୍ୟୁରୋ: ଆଇଆଇଟି ଦିଲ୍ଲୀକୁ ମିଳିଛି ନୂଆ ସଫଳତା । ନୂତନ ଜ୍ଞାନକୌଶଳରେ ଯବାନଙ୍କ ପାଇଁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହି ଜ୍ୟାକେଟକୁ ଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସମ୍ବନ୍ଧରେ ଡିନ୍ ରିସର୍ଚ୍ଚ ନରେଶ ଭଟନାଗର…
Read More...

କୋଟିପତି ଜେଜେଙ୍କ ନାତିକୁ ବନବାସ: ପେଟ ପାଇଁ ମଜୁରୀ ଖଟିଲେ  ଅମେରିକା ଫେରନ୍ତା ନାତି 

କନକ ବ୍ୟୁରୋ: ଆମେ କହୁଛୁ ଦେଶର ଜଣେ ଖ୍ୟାତନାମା ବ୍ୟବସାୟୀଙ୍କ ନାତିଙ୍କ କଥା । ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ସତ  । ଆମେରିକାରୁ ଏମବିଏ ପଢି ଫେରିଥିବା ନାତିକୁ  ଘରୁ ବାହାର କରିଦେଲେ ଜେଜେବାପା  । ମାସକ ପାଇଁ ନିଜେ ରୋଜଗାର କରି ପେଟ ପୋଷିବାକୁ ନିର୍ଦ୍ଦେଶ ଦେଲେ । ଏହି…
Read More...

ଝିଅ ପାଇଁ ଭିକ ମାଗୁଛି ମା’ । ଝିଅର ହାର୍ଟ ଅପରେସନ୍ ପାଇଁ ବୁଲି ବୁଲି କରୁଛି ଗୁହାରୀ

କନକ ବ୍ୟୁରୋ: କୁନି ଝିଅର ଛାତିରେ ଦୁଇଟି କଣା । ନିଃଶ୍ୱାସ ନେବାକୁ କଷ୍ଟ ହେଉଛି, ଚାଲିବାକୁ ବି ବଳ ପାଉନି । ପଢିବାକୁ ଇଚ୍ଛା ଥିଲେ ବି ପଢିପାରୁନି । ଅନ୍ୟମାନଙ୍କୁ ଦେଖି କଷ୍ଟ ପାଉଛି । ଆଉ ତା କଷ୍ଟ ଦେଖି ବାପା, ମା’ ବି କଷ୍ଟ ପାଉଛନ୍ତି । ଝିଅକୁ ଚିକିତ୍ସା କରିବାକୁ ବି ପାଖରେ କାଣି…
Read More...

ଜେଲ ଭିତରେ ଅନ୍ତେବାସୀ ସୋ’ରୁମ୍ । ଅପରାଧ ହାତରୁ ଆକର୍ଷଣୀୟ ଜିନିଷ । 

କନକ ବ୍ୟୁରୋ: ଏହି ଅନ୍ତେବାସୀ ସୋ’ରୁମରୁ ଆପଣଙ୍କୁ ମିଳିବ ଭଳିକି ଭଳି ଘରକରଣା ଜିନିଷ । ସମ୍ପୂର୍ଣ୍ଣ ଦେଶୀ ସାମଗ୍ରୀରେ ତିଆରି ବେଡସିଟ୍, ପା’ପୋଛ, ଗାମୁଛା, ରୁମାଲ, ସୋଫାସେଟ୍ ଆଦି ସବୁିକିଛି ଜେଲ ଭିତରର ସୋ’ରୁମରୁ କିଣିପାରିବେ ଆପଣ । କାରଣ ଯେଉଁ ହାତରେ ପଡ଼ିଛି ହାତକଡ଼ି ସେ ହାତ ଆଜି…
Read More...

ପୁଅ ଝିଅ ଥାଇ କି ଲାଭ? ଦି ମୁଠା ଭାତ ପାଇଁ ତରସୁଛି ମା’ । ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ

କନକ ବ୍ୟୁରୋ: ଥର ଥର କଣ୍ଠରେ କହୁଥିବା ଏ ବୁଢି ମାଉସୀଙ୍କ କଥାକୁ ଯିଏ ଶୁଣିବ ଆଖି ଜକେଇ ଆସିବ । ୫ ପୁଅ ୪ ଝିଅ ଜନ୍ମ କରି ସେ ଯେମିତି ପାପ କରିଛନ୍ତି । ୯୨ ବର୍ଷ ବୟସରେ ମା’କୁ ଭାଗ ବାଣ୍ଟୁଛନ୍ତି ୫ ପୁଅ । ତାଙ୍କ ଅର୍ଜିତ ସବୁ କିଛି ସମ୍ପତ୍ତିକୁ ପୁଅମାନେ ଭୋଗ କରୁଛନ୍ତି ହେଲେ ମା’କୁ…
Read More...

ରାଜ୍ୟ ସରକାରଙ୍କ ଉପରେ ଶହୀଦଙ୍କ ପତ୍ନୀଙ୍କ ଅଭିମାନ… କହିଲେ ସହଯୋଗ ପାଇଁ ପ୍ରତିଶୁତି ଦେଇ ଭୁଲିଗଲେ ସରକାର

କନକ ବ୍ୟୁରୋ: ଦେଶ ପାଇଁ ଜୀବନ ଦେଇଥିବା ବୀର ଯବାନଙ୍କ ପତ୍ନୀଙ୍କର କ୍ଷୋଭ । ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଶହୀଦ ଯବାନଙ୍କ ପରିବାରକୁ ରାଜ୍ୟ ସରକାର ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଶହୀଦ ଯବାନଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ବ୍ଳକ କ୍ଷେତ୍ରପାଳ ଗାଁର ସୁନାପୁଅ ଶଶାଙ୍କ…
Read More...