Browsing Category

ରାଜନୀତି

ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ! ରାଜ୍ୟପାଳଙ୍କୁ ଜମି, ପୋଲିସ ଓ ଆଇନଶୃଂଖଳା…

କନକ ବ୍ୟୁରୋ : କନକ ବ୍ୟୁରୋ : ଦିଲ୍ଳୀର ମାଲିକ କିଏ? ଦିଲ୍ଳୀରେ ଚାଲିବ କାହାର ହୁକୁମ? ଦୀର୍ଘ ଦିନ ହେବ ଦିଲ୍ଲୀରେ ଏହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି…
Read More...

ପୁଡ଼ୁଚେରୀରେ ସରକାର-ଲେଫଟନାଂଟ ଗଭର୍ଣ୍ଣର ମୁହାଁମୁହିଁ : ରାଜଭବନ ଆଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଧାରଣା, ୩୯…

କନକ ବ୍ୟୁରୋ : ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଂଟ ଗଭର୍ଣ୍ଣର । ଲେଫଟନାଂଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଭି .ନାରାୟଣସାମୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ରାଜଭବନ ଆଗରେ ଧାରଣାରେ ବସିଛନ୍ତି । ଗତକାଲିଠାରୁ ଏହି…
Read More...

ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡିଶା ? ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଓଡିଶାରେ ଭାରତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ । ଆଜିଠାରୁ ୩ଦିନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଏହି ଟିମ୍ । ନିର୍ବାଚନ କମିଶନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ…
Read More...

ଚକ୍ରବ୍ୟୁହରେ ଫସିଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କୁ ରୋକିବା ପାଇଁ ଶରଦ ପାୱାରଙ୍କ ଘରେ ବିରୋଧୀଙ୍କ ମହାମେଳି

କନକ ବ୍ୟୁରୋ : ଆଗକୁ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ବିରୋଧୀ କରୁଛନ୍ତି ମହାମେଳି । ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ମିଳିତ ଭାବେ ଚକ୍ରବ୍ୟୁହ ରଚୁଛନ୍ତି ବରୋଧୀ । କିପରି ମୋଦିଙ୍କୁ ଗାଦିଚ୍ୟୁତ କରାଯିବ, ସେନେଇ ରୀତମମତ…
Read More...

ପୋଷ୍ଟର ପାଲଟିଛି ରାଜନୀତିର ଅସ୍ତ୍ର ! ନେତା ପାଲଟୁଛନ୍ତି ରାମ, ନେତ୍ରୀ ସାଜୁଛନ୍ତି ଦୁର୍ଗା । କିଏ ପାଲଟୁଛି ରାମ, କିଏ…

କନକ ବ୍ୟୁରୋ : ନିର୍ବାଚନୀ ତାତି ସହ ବଢ଼ୁଛି ପୋଷ୍ଟର ପଲିଟିକ୍ସ  । ପୋଷ୍ଟର ମାଧ୍ୟମରେ ଚାଲିଛି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ  । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଲାଗିଛି ବ୍ୟଙ୍ଗାତ୍ମକ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି, ଦିଦି  ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ…
Read More...

କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ…

କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ…
Read More...

ପାୱାର କରିଡରରେ ଆରମ୍ଭ ହେଲା ଟିକେଟ ଲବି ! ସମର୍ଥକଙ୍କ ସହିତ ସଚିବାଳୟରେ ବିଜେଡି ଟିକେଟ୍ ଆଶାୟୀ

କନକ ବ୍ୟୁରୋ : ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେମିତି ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁଣି ନେତାମାନେ ଟିକେଟ୍ ପାଇଁ ଆରମ୍ଭ କରି ଦେଇଛନ୍ତି ଲବି । ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ଶାସକ ବିଜେଡି ଦଳର ନେତାମାନେ ଦଳୀୟ ଟିକେଟ୍ ଖଣ୍ଡିଏ ପାଇଁ ପାୱାର…
Read More...

ସ୍କ୍ରିନିଂ କମିଟି ସାମ୍ନାରେ ସୁର କହିଲେ ମୁଁ ଡ୍ୟୁଟିରେ ଅଛି । ଏଥର ଜିତିବି, କାହା ସନ୍ଦେହ ନାହିଁ ।

କଂଗ୍ରେସରେ କିଏ ପାଇବେ ଟିକେଟ, ସେନେଇ କସରତ ଚାଲିବା ଭିତରେ ଆଜି ଭୁବନେଶ୍ୱର ଓ କଟକ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ଦାବି ଜାହିର କରିଛନ୍ତି କଂଗ୍ରେସ ନେତା । ୱାନ ଟୁ ୱାନ ସମସ୍ତଙ୍କ ସହ ଆଲୋଚନା କରୁଥିଲେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ।…
Read More...

ରାଜନୀତିରେ କୋଷ୍ଟାଲ ହାଇୱେ ! ବିଜେପିକୁ ଅଡୁଆ ସ୍ଥାନୀୟ ବିଧାୟକ ! ବିଜେଡି କହିଲା, ପ୍ରତାରଣା ଓ ଧୋକ୍କା ଦେଉଛି…

କନକ ବ୍ୟୁରୋ : କୋଷ୍ଟାଲ ହାଇୱେର ଡିପିଆରକୁ ନେଇ ବଢିଲା ଦ୍ୱନ୍ଦ । ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଜି ସଚିବାଳୟରେ ଆଲୋଚନା କରିଛନ୍ତି ସରକାର । ପୂର୍ବରୁ ହୋଇଥିବା ନିଷ୍ପତିରେ କିଛି ପରିବର୍ତ୍ତନ ହୋଇଥିବାରୁ ରାଜ୍ୟ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ଉପକୂଳ ରାଜପଥ…
Read More...

ଆଶାୟୀ କରିବେ କ’ଣ? ଅପେକ୍ଷା କରିବେ ନା ବିକଳ୍ପ ଚିନ୍ତା କରିବେ? ସରିଲା ସଂସଦର ଶେଷ କାର୍ଯ୍ୟଦିବସ, କୋଲ୍ଡ ଷ୍ଟୋରେଜରେ…

କନକ ବ୍ୟୁରୋ : ମଉଳିଲା ବିଧାନ ପରିଷଦ ସ୍ୱପ୍ନ । ସଂସଦର କାର୍ଯ୍ୟଦିବସ ସରିବା ସହ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ ହେବା ସ୍ୱପ୍ନରେ ରହିଯାଇଛି । କାରଣ ଏହା ମୋଦି ସରକାରଙ୍କ ଶେଷ ଅଧିବେଶନ । ଆଉ ଏହି ଅଧିବେଶନ ପରେ ପରେ ଦେଶରେ ହେବ ସାଧାରଣ ନିର୍ବାଚନ । ରାଜ୍ୟ ବିଧାନସଭାରେ ବିଧାନ ପରିଷଦ…
Read More...