Browsing Category

ରାଜନୀତି

ବିଜେପୁର ବାଜି ! ବିରୋଧୀଙ୍କ ପାଇଁ ଆହ୍ୱାନ, ବଜେଡି ପାଇଁ ସମ୍ମାନର ଲଢ଼େଇ, ତିନି ଦଳକୁ ଦରକାର ଯୋଗ୍ୟ ପ୍ରାର୍ଥୀ ।

କନକ ବ୍ୟୁରୋ: ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ନିର୍ବାଚନମଣ୍ଡଳୀ ଜାତୀୟ ରାଜନୀତିର ଚର୍ଚ୍ଚାକୁ ଆସିଥିଲା । ଗତବର୍ଷ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନର ସାମନା କରିଥିଲା । ଏହି ଉପନିର୍ବାଚନ ଜାତୀୟ ତଥା ରାଜ୍ୟର ସବୁ ନେତାଙ୍କୁ ଟାଣି ଆଣିଥିଲା ।…
Read More...

ବୟୋଜ୍ୟେଷ୍ଠ ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଇବନି ବିଜେପି : ଯେଉଁମାନେ ଜିତିପାରିବେ, ତାଙ୍କୁ ମିଳିବ…

ଲୋକସଭା ନିର୍ବାଚନର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଉଥିବା ବିଜେପି ୭୫ ବର୍ଷ ପୁରା କରିସାରିଥିବା ନେତାଙ୍କ ନିର୍ବାଚନ ଲଢ଼ିବା ଉପରେ ସଂପୂର୍ଣ୍ଣ ରୂପେ ରୋକ୍ ଲଗାଇବନି ଏବଂ ଯେଉଁମାନେ ନିର୍ବାଚନ ଜିତିପାରିବେ, ତାଙ୍କୁ ଟିକେଟ୍ ଦିଆଯାଇପାରିବ । ସୂତ୍ର ଅନୁସାରେ, ବିଜେପି ସଂସଦୀୟ ବୋର୍ଡର ବୈଠକରେ…
Read More...

ଦିଲ୍ଲୀରେ ବିଜେପିର ତୁଙ୍ଗ ନେତାଙ୍କୁ ଭେଟିବା ପରେ ବଦଳିଲା ଦାମଙ୍କ ସ୍ୱର: କହିଲେ, ଚାହିଁଲେ ପାରାଦୀପରେ ପଦ୍ମ ଫୁଟାଇ…

କନକ ବ୍ୟୁରୋ: ବିଜେପିରେ ସାମିଲ୍ ହେବେ କି ଦାମ ରାଉତ ?  ବିଜେପିରେ ମିଶିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କଥାକୁ ଶ୍ରୀ ରାଉତ ସ୍ବୀକାର କରିଥିଲେ ବି ତାହା ଚୂଡ଼ାନ୍ତ ହୋଇ ନାହିଁ ବୋଲି କହିଛନ୍ତି। ୩ ଦିନ ଭିତରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଦାମ କହିଛନ୍ତି । ଦାମ କହିଛନ୍ତି, ସେ…
Read More...

ନିର୍ବାଚନୀ ରଣନୀତି ! ୫ ଲକ୍ଷ ୪୫ ହଜାର ନୂଆ ଭୋଟରଙ୍କ ଉପରେ ସବୁ ଦଳର ଆଖି, ହେଲେ ନବୀନ ଆଗରେ ।

ଭୁବନେଶ୍ୱର (ସୁବ୍ରତ ଦାସ) : ରାଜ୍ୟର ଯୁବବର୍ଗ ଏବଂ ବିଶେଷତଃ ନୂତନ ଭାବେ ଭୋଟ ଅଧିକାର ପାଉଥିବା ଯୁବକଯୁବତୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ବିଜୁ ଯୁବ ବାହିନୀ ନାମରେ ସ୍ୱେଚ୍ଛାସେବୀ ସଂଗଠନ ଗଠନ…
Read More...

ଧର୍ମେନ୍ଦ୍ରଙ୍କୁ ଭେଟିଲେ ଦାମ: ବିଜେପିରେ ମିଶିବା ନେଇ ରଖିଲେ ସର୍ତ୍ତ, କହିଲେ, ଯିଏ ନବୀନଙ୍କୁ ହରାଇବା ପାଇଁ କାମ…

କନକ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଦାମୋଦର ରାଉତ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଗତକାଲି ଶ୍ରୀ ରାଉତ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛନ୍ତି। ବିଜେପିରେ…
Read More...

ଆସିକା ଲୋକସଭା ଆସନ ନେଇ ଛକାପଞ୍ଝା । ବିଜେପି-ବିଜେଡିକୁ ଟେନସନ୍ ମାଳମାଳ ଆଶାୟୀ, କ’ଣ କରିବ କଂଗ୍ରେସ? 

କନକ ବ୍ୟୁରୋ: ଏଥର କାହାର ହେବ ଆସିକା ଲୋକସଭା ଆସନ? ଏଭଳି କିଛି ପ୍ରଶ୍ନ ଏବେ ଆସିକା ସଂସଦୀୟ କ୍ଷେତ୍ରବାସୀଙ୍କ ମନକୁ ଉଙ୍କି ମାରୁଛି । ତେବେ ଗଞ୍ଜାମ ଜିଲ୍ଲାର ଆସିକା ସ˚ସଦୀୟ କ୍ଷେତ୍ରରୁ ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ…
Read More...

ରାଜନୀତି ଖଣ୍ଡାଧାରରେ ଖଲ୍ଲିକୋଟ । ‘ଶଙ୍ଖ’କୁ ସମସ୍ୟା ଗୋଷ୍ଠୀ କନ୍ଦଳ, ଫାଇଦା ନେବାକୁ ବିରୋଧୀ କଷୁଛନ୍ତି ବଳ ।

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ପୁରାତନ ତଥା ମର୍ଯ୍ୟାଦା ସମ୍ପନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଭାବେ ପରିଚିତ ଖଲ୍ଲିକୋଟ । ଏହି ନିର୍ବାଚନ ମଣ୍ଡଳୀ ଅଣ କଂଗ୍ରେସ ଦୁର୍ଗଭାବେ ରହି ଆସିଛି । ଆଉ ଏହାକୁ ନିଜ କବଳରେ ରଖିଛି ବିଜେଡି । କିନ୍ତୁ ଏହି ନିର୍ବାଚନମଣ୍ତଳୀରେ ବିଜେଡି ପାଇଁ…
Read More...

ବିଜୁ ପକ୍କା ଘର ବିବାଦ ! ବିଜେପି କହିଲା ମିଛ କହୁଛନ୍ତି ସରକାର । ବିଜେଡିର ପ୍ରଶ୍ନ, ହିସାବ ପାଇବା ପରେ ବି କାହିଁକି…

କନକ ବ୍ୟୁରୋ : ରାଜ୍ୟରେ ବିଜୁ ପକ୍କାଘର ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଓଡିଶାରେ ବର୍ତମାନ ସୁଦ୍ଧା ୨୦ ଲକ୍ଷ ବିଜୁ ପକ୍କା ଘର କରିଥିବା କହୁଥିବା ବେଳେ ଏହାକୁ କଡା ସମାଲୋଚନା କରିଛି ବିଜେପି । ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର, ବିଜେଡି ସରକାର…
Read More...

କାହାର ହେବ ଖୋର୍ଦ୍ଧା ଗଡ଼ । ବିଜେପି ପାଇଁ ନୋ କନଫ୍ୟୁଜନ୍, ‘ହାତ’କୁ ବଳ ଦେବାକୁ କାହାକୁ ବାଛିବ ଦଳ ? ପ୍ରାର୍ଥୀ…

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ କେବଳ ନିର୍ବାଚନୀ ହାୱା ହିଁ ବହୁଥିବା ଦେଖିବାକୁ ମିଳୁଛି । ତେବେ ରାଜଧାନୀ ନିକଟବର୍ତ୍ତୀ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ ଠାରୁ ୨୦୧୪ ମଧ୍ୟରେ ଗୋଟିଏ ଉପନିର୍ବାଚନ ସହ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏଥିରେ ୬ ଥର କଂଗ୍ରେସ ପ୍ରାର୍ଥୀ…
Read More...

ନିର୍ବାଚନ ଲଢ଼ିବେନି ଶ୍ରୀକାନ୍ତ ଜେନା । ନିଷ୍ପତି ପଛର କାରଣ କ’ଣ ? ଭୟ ନା ରାଜନୈତିକ ବାଧ୍ୟବାଧକତା ।

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା । କଂଗ୍ରେସରୁ ବହିଷ୍କୃତ ହେବା ପରେ ଶ୍ରାକାନ୍ତଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଥିଲା ଯେଉଁଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ଶ୍ରୀକାନ୍ତ । କେନ୍ଦ୍ରାପଡ଼ା ଗରାପୁର ଡାକ ବଙ୍ଗଳାଠାରେ ଏକ…
Read More...