Browsing Category

ରାଜନୀତି

ପାଇକଗଡର ପଲିଟିକ୍ସ । କିଏ ଆଗରେ,କିଏ ପଛରେ?

କନକ ବ୍ୟୁରୋ : ବଦଳିଲା ଖୋର୍ଦ୍ଧା ରାଜନୀତି ସମୀକରଣ । ବିଜେପିକୁ ବାଏ ବାଏ କରି ପୁରୁଣାଘରକୁ ଫେରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋର୍ତିନ୍ଦ୍ର ନାଥ ମିତ୍ର । ଆଉ ଜ୍ୟୋତି ମିତ୍ର ଘରବାହୁଡା ପରେ ଖୋର୍ଦ୍ଧାରେ ବିଜେଡିରୁ କିଏ ବିଧାୟକ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ…
Read More...

କିଏ ହେବ କାମାକ୍ଷାନଗର କିଙ୍ଗ୍ ? ବିଜେଡି ଦୁର୍ଗ ବଞ୍ଚାଇବାକୁ ପ୍ରଫୁଲ୍ଲଙ୍କୁ ପୁଣି ଦାୟିତ୍ୱ ଦେବେ କି ସୁପ୍ରିମୋ ?…

କନକ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍ ୨୩ରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ସେଥିରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ତେବେ ଉକ୍ତ ଦିନରେ ଢେଙ୍କାନାଳ ଜିଲ୍ଲାର…
Read More...

ସବୁ କଳ୍ପନାଜଳ୍ପନାର ଅନ୍ତ ! ଲୋକସଭା ନିର୍ବାଚନ ଲଢ଼ିବେନି ଏନସିପି ସୁପ୍ରିମୋ ଶରଦ ପାୱାର

କନକ ବ୍ୟୁରୋ : ଆଗମୀ ନିର୍ବାଚନ ଲଢ଼ିବା ସମ୍ଭାବନାକୁ ବିରାମ ଦେଇଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେନି ଶରଦ ପାୱାର । ଏକଥା ସ୍ପଷ୍ଟ କରିଛନ୍ତି ନିଜେ ଶରଦ ପାୱାର । ଏଥର ମଧ୍ୟ ଶରଦ ପାୱାର ମାଢ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ…
Read More...

ନିର୍ବାଚନ ପୂର୍ବରୁ ହିସାବ କିତାବ । ବିଜେପିର ଜବାବ ମାଗୁଛି ଓଡିଶା ବନାମ ବିଜେଡିର ହକ୍ ମାଗୁଛି ଓଡିଶା, କିଏ କହୁଛି ସତ…

କନକ ବ୍ୟୁରୋ : ୫ ବର୍ଷର ସରକାର ବନାମ ୧୯ ବର୍ଷର ସରକାର । ଲୋକଙ୍କୁ ଦେଇଥିବା ପ୍ରତିଶୃତି କିଏ ପାଳନ କରିଛି ଏବଂ ଲୋକଙ୍କୁ କିଏ ଭୁଆଁ ବୁଲାଇ ଆସିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଏହା ଏବେ ନିର୍ବାଚନ ମୁଦ୍ଦା ପାଲଟିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଏହାର ହିସାବ କିତାବ ଜନତା…
Read More...

ଯାଜପୁର ରାଜନୀତି ଜୋରଦାର । ଦ୍ୱନ୍ଦରେ ବିଜେପି-କଂଗ୍ରେସ, ବବିଙ୍କୁ ଟକ୍କର ଦେବ କିଏ ?

କନକ ବ୍ୟୁରୋ: ଓଡ଼ିଶାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ବଳ କଷାକଷି । କିଏ ପାଇବ ଟିକେଟ୍ ଆଉ କାହାକୁ ଶିରିପା ପିନ୍ଧାଇବା ପାଇଁ ବାଛିବେ ଦଳୀୟ ସୁପ୍ରିମୋ ସେନେଇ ଚାଲିଛି ଗୁପ୍ତ ମନ୍ତ୍ରଣା । ସେହିଭଳି ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନର ଶେଷ ପର୍ଯ୍ୟାୟ…
Read More...

ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନକୁ ବିଜେଡ଼ିର ବିରୋଧ ! ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ…

କନକ ବ୍ୟୁରୋ : ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି । ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ…
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆ ରାଜନୈତିକ ସଚିବ ନିଯୁକ୍ତ !

କନକ ବ୍ୟୁରୋ : ନିର୍ବାଚନୀ ଯୁଦ୍ଧ ଭିତରେ ବିଜେଡ଼ି ସୁପ୍ରିମୋଙ୍କ ନିର୍ବାଚନୀ ସଚିବ ନିଯୁକ୍ତ ହୋଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସଙ୍କୁ ନବୀନ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ଡକ୍ଟର ଗୋପବନ୍ଧୁ ଦାସ ଜଣେ ଅବସରପ୍ରାପ୍ତ ପ୍ରଶାସକ । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ…
Read More...

ମାଲକାନଗିରିର ମାଓପ୍ରବଣ ଅଂଳଚରେ ନିର୍ବାଚନ ପାଇଁ ପ୍ରସ୍ତୁତି: ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ ପହଁଞ୍ଚିବେ ପୋଲିଂ…

କନକ ବ୍ୟୁରୋ: ମାଲକାନଗିରିର ମାଓପ୍ରବଣ ଅଂଳଚରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଅତିସମ୍ବେଦନଶୀଳ ଏବଂ ଅପହଂଚ ବୁଥ ଗୁଡିକରେ ହେଲିକପ୍ଟରରେ…
Read More...

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ! ରାଜ୍ୟ ସରକାର ଏଲଇଡ଼ି ବଲବ ଓ ଆଇନ ପୁସ୍ତିକା ବ୍ରିକି କରୁଥିବା ନେଇ ନିର୍ବାଚନ…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ହେବାପରେ ଗତକାଲି ଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ । ଶାସକ ଦଳ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।…
Read More...

ବିଜେପି ପାଇଁ ଅନୁକୂଳ ହେବ କି ନିର୍ବାଚନ ତାରିଖ ? ୭ ଟି ପର୍ଯ୍ୟାୟ ଘୋଷଣା ପରେ ପ୍ରଶ୍ନ ଉଠାଇଲେ ବିରୋଧୀ . .

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏବେ ଚାଲିବ ରାଜନୈତିକ ଯୁଦ୍ଧ । ରାଜନୀତି ମଇଦାନରେ ହେବ ଘମାଘୋଟ ଲଢ଼େଇ । ସତ୍ତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ । ଖାଲି ମଇଦାନକୁ ଓଲହାଇବାକୁ ବାକି । ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି…
Read More...