Browsing Category

ରାଜନୀତି

ବଦଳୁଛି ରାଜନୈତିକ ସ୍ଥିତି: ବିଜେପି ସାଥ ଦେଲେ ପୁରୀରୁ ପ୍ରାର୍ଥୀ ହେବେ ବ୍ରଜ, ଶିଷ୍ୟକୁ ମାତ୍ ଦେବାକୁ ଓହ୍ଲାଇବେ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପରେ ପୁରୀର ରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ପୁରୀକୁ ଦୀର୍ଘ ୩୦ବର୍ଷ ଧରି ଅକ୍ତିଆରରେ ରଖିଥିବା ମହେଶ୍ବର ମହାନ୍ତିଙ୍କୁ ମାତ୍‌ ଦେବାକୁ ଏକଜୁଟ୍‌ ହେଉଛନ୍ତି ବିରୋଧୀ। ଏପରିକି ମହେଶ୍ବରଙ୍କ ରାଜନୈତିକ ଗୁରୁଭାବେ ଜଣାଶୁଣା ପୂର୍ବତନ…
Read More...

ନିର୍ବାଚନ ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି: ଭୁବନେଶ୍ବର ୧୮୧ଟି ବୁଥ ଅତିସମ୍ବେଦନଶୀଳ, ନିର୍ବାଚନବେଳେ ସହରରେ…

କନକ ବ୍ୟୁରୋ: ନିର୍ବାଚନ କମିସନଙ୍କ ପକ୍ଷରୁ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଏ ନେଇ କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ବୈଠକରେ ଦୁଇ ସହରରେ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା ହୋଇଥିଲା।…
Read More...

୨୦୧୯ ସାଧାରଣ ନିର୍ବାଚନ : ସର୍ବାଧିକ ଭୋଟର୍ ଓ ବୁଥ୍ ଗଞ୍ଜାମ ଜିଲ୍ଲାରେ, ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨ ହଜାର ୯୩୨

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଜୋର ଧରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପାଖାପାଖି ୯୮ ପ୍ରତିଶତ ପ୍ରସ୍ତୁତି ସରିଛି। ଭୋଟର ତାଲିକା ସଂଶୋଧନ ଓ ଇଲେକ୍ଟୋରାଲ ରୋଲ ତଥ୍ୟ ଦେଖିଲେ ଜଣାପଡୁଛି, ଗଞ୍ଜାମ…
Read More...

ମତଦାନ ପାଇଁ ସଚେତନତା : ଦୂତୀ ଚାନ୍ଦଙ୍କ ସମେତ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଆଇକନ୍’ ଭାବେ ମନୋନୀତ

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ସଚେତନତା ଓ ନୂଆ ଭୋଟରଙ୍କୁ ମତଦାନ ପ୍ରତି ଆକୃଷ୍ଟ କରାଇବା ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସମେତ ୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ‘ଆଇକନ୍’ ଭାବେ ମନୋନୀତ କରିଛନ୍ତି।…
Read More...

ଜନତାଙ୍କୁ ନବୀନ ପଚାରିଥିବା ପ୍ରଶ୍ନର ଉତ୍ତର ମିଳିବ ମେ’ ୨୩ରେ । ଓଡିଶାବାସୀ କହିବେ ସେମାନେ ନବୀନଙ୍କ ଉପରେ କେତେ…

କନକ ବ୍ୟୁରୋ : ଆପଣ ମାନେ ଖୁସି ତ  । ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ନାରା ରାଜ୍ୟବାସୀଙ୍କ ନିକଟରେ ବେଶ ପପୁଲାର ହୋଇଥିଲା । ରାଜ୍ୟର ସବୁ ବର୍ଗର ବ୍ୟକ୍ତିଙ୍କ ମୁହଁରେ ନବୀନଙ୍କ ଏହି ନୂଆ ଡାଇଲଗ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଆରମ୍ଭ କରିଥିବା ଏହି ଡାଇଲଗ ଏତେ ଲୋକପ୍ରିୟ…
Read More...

ନବୀନଙ୍କ ଚମ୍ପୁଆ ଚାଲ! ନବୀନ ନିବାସରେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ, ୧୯ ସମୀକରଣର ସମ୍ଭାବନା କଣ?

କନକ ବ୍ୟୁରୋ : ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବା ସହ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ରାଜନୈତିକ ଗତିବିଧି ଉପରେ ରାଜ୍ୟବାସୀଙ୍କର ରହିଛି ନଜର । ଏସବୁ ଭିତରେ କେଉଁଝର ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ…
Read More...

ଓଡ଼ିଶା ନିର୍ବାଚନର ଦକ୍ଷିଣ ମୋଡ଼, ନବୀନ ନିବାସରେ ନେତାଙ୍କ ଭିଡ଼ । କାହାକୁ ମିଳିବ ଟିକେଟ୍ ଛାତି ଧଡ଼ପଡ଼ ।

କନକ ବ୍ୟୁରୋ: ନବୀନ ନିବାସରେ ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ମେଳି । ଦକ୍ଷିଣ ଓଡ଼ିଶାର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା, କୋରାପୁଟ ସାଂସଦ ଝିନ୍ନ ହିକକ୍କା, ବିଧାୟକ…
Read More...

ବଲାଙ୍ଗୀରରେ ବାପ-ପୁଅ ପଲିଟିକ୍ସ! ୨୦୧୯ରେ ଅବସର ନେବେ ସିନିୟର, ଏଣ୍ଟ୍ରି କରିବେ ଜୁନିୟର?

କନକ ବ୍ୟୁରୋ : ବାଜିରେ ଲାଗିଛି ବଲାଙ୍ଗୀର । ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ଆସନ ମଧ୍ୟରେ ବଲାଙ୍ଗୀର ବିଧାନସଭା ଆସନ ରହିଛି । ଏହି ଆସନରୁ ବିଧାୟକ ହୋଇଥିବା ନେତା କେତେବେଳେ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ତ ପୁଣି କେତେବେଳେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି । ଏକ ସମ୍ମାନଜନକ ଆସନ…
Read More...

ସହଜ ହେବନି ବୀରମହାରାଜପୁର ବିଜୟ । ତିନି ଦଳକୁ ଅଡୁଆ ଅଧ ଡ଼ଜନ ଆଶାୟୀ ।

କନକ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ ଆଉ ଆରମ୍ଭ ହୋଇଛି କାଉଣ୍ଟଡ଼ାଉନ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଆଗାମୀ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ପାରଦ । ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଯାଉଥିବା…
Read More...

ନବୀନଙ୍କ ମାଷ୍ଟରଷ୍ଟ୍ରୋକରେ ବିରୋଧୀ ବୋଲ୍ଡ ! ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ଘୋଷଣା ପରେ ଚାପରେ କଂଗ୍ରେସ…

ଭୁବନେଶ୍ୱର(ସୁବ୍ରତ ଦାସ) : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ପକ୍ଷରୁ ଶତକଡା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଗତକାଲି ଘୋଷଣା କରି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ତାଙ୍କର ଏହି ଘୋଷଣା ଅନ୍ୟ ଦଳଗୁଡ଼ିକୁ…
Read More...