Browsing Category

ନ୍ୟୁଜ୍

ମହାନଦୀ ମୁଣ୍ଡଳୀ ବ୍ରିଜରେ ପୁଣି ଅଘଟଣ : ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ

କନକ ବ୍ୟୁରୋ : ପୁଣି ମହାନଦୀ ମୁଣ୍ଡଳୀ ବ୍ରିଜରେ ଅଘଟଣ । ବ୍ରିଜ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି । ଚପଲରୁ କେହି ଯୁବକ ପାଣିକୁ ଡେଇଁଥିବା ସନ୍ଦେହ କରାଯାଉଛି । ଘଟଣା ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ ।…
Read More...

ଲିଙ୍ଗାୟତ ସାଧୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା । ୨ ନାବାଳିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ।

କନକ ବ୍ୟୁରୋ: କର୍ଣ୍ଣାଟକରେ ଜଣେ ପ୍ରମୁଖ ଲିଙ୍ଗାୟତ ମଠର ସାଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଏକ ପ୍ରମୁଖ ମୁରୁଘ ମଠର ସାଧୁ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ମଠ ଦ୍ବାରା ପରିଚାଳିତ ଏକ…
Read More...

ରାତି ପାହିଲେ ଗଣେଶ ପୂଜା : ମୂର୍ତ୍ତି ନିର୍ମାଣ ବିବାଦ ପରେ ଏବେ ଉଚ୍ଚତାକୁ ନେଇ କଟକଣା; ନିୟମ ଉଲ୍ଲଂଘନ କଲେ ଜରିମାନା

କନକ ବ୍ୟୁରୋ : ରାତି ପାହିଲେ ଗଣେଶ ପୂଜା । ମୂର୍ତ୍ତି ନିର୍ମାଣରେ ବିବାଦ ପରେ ଏବେ ମୂର୍ତ୍ତି ଉଚ୍ଚତାକୁ ନେଇ କଟକଣା । ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୨୦ ଫୁଟ ରହିବ । ମେଢ ସହ ମୂର୍ତ୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ । ପୂଜା ମଣ୍ଡପ ଗୁଡିକ ଯେତେଦୂର ସମ୍ଭବ…
Read More...

ପୁଣି ରେକର୍ଡ କଲେ ଗୌତମ ଆଦାନୀ । ହେଲେ ବିଶ୍ୱର ତୃତୀୟ ଧନୀ । ଜାଣନ୍ତୁ ୨୪ ଘଣ୍ଟାରେ ବଢିଲା କେତେ ସମ୍ପତ୍ତି

କନକ ବ୍ୟୁରୋ: ଆଦାନୀ ଗ୍ରୁପ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ପାଇଁ ୨୦୨୨ ଯେପରି ଭାଗ୍ୟ ନେଇ ଆସିଛି । ପୁଣି ଥରେ ତାଙ୍କ ନାଁରେ ସ୍ଥାପିତ ହୋଇଛି ରେକର୍ଡ । କାରଣ ବିଶ୍ୱର ତୃତୀୟ ଧନୀ ଭାବରେ ସ୍ଥାନ ପାଇଛନ୍ତି ଗୌତମ ଆଦାନୀ । ଫ୍ରାନ୍ସର ବନାଡ୍‌ ଆଲନ୍‌ଙ୍କୁ ଅତିକ୍ରମ କରି…
Read More...

ସମାଧାନ ହୋଇପାରୁନି ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା : ଦାରୁଠେଙ୍ଗରେ ପୁଣି ବସିଲା ଗ୍ରାମସଭା, ପୂର୍ବ ଜିଦରେ ଅଟଳ…

କନକ ବ୍ୟୁରୋ : ସମାଧାନ ହୋଇପାରୁନି ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟା । ପୁଣି ଦାରୁଠେଙ୍ଗରେ ବସିଲା ଗ୍ରାମସଭା । ପୂର୍ବ ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ । ଆବର୍ଜନା ଗଦା ନକରିବା ପାଇଁ ଗ୍ରାମବାସୀ ଖୋଲାଖୋଲି ଶୁଣାଇ ଦେଇଛନ୍ତି । ଗ୍ରାମସଭାରେ ହୋଇଥିବା ଆଲୋଚନାର ନିଷ୍କର୍ସକୁ ଆଧାର କରି ଆଜି…
Read More...

‘ମୁଁ ଯେମିତି ମରୁଛି, ତାକୁ ବି ସେପରି ମୃତ୍ୟୁ ଦିଆଯାଉ’: ଜୀବନ ଯିବା ପୂର୍ବରୁ ଅଙ୍କିତାଙ୍କ ଯନ୍ତ୍ରଣାସିକ୍ତ ବୟାନ୍

କନକ ବ୍ୟୁରୋ: ଝାଡଖଣ୍ଡ ସମେତ ପୁରା ଦେଶରେ ଦୁମକା ପୀଡିତାଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ନ୍ୟାୟ ପାଇଁ ପ୍ରଦର୍ଶନ ହୋଇଛି । ସମସ୍ତଙ୍କର ଗୋଟିଏ ଦାବି ଅପରାଧୀକୁ ଫାଶୀ ଦିଆଯାଉ । ଏହା ମଧ୍ୟରେ ସାମ୍ନାକୁ ଆସିଛି ମୃତ୍ୟୁ ପୂର୍ବରୁ ପୀଡିତା ଅଙ୍କିତାଙ୍କ ଯନ୍ତ୍ରଣାଭରା ବୟାନ୍ ।…
Read More...

କ୍ରୀଡ଼ା ଦିବସରେ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ : ମୁଖ୍ୟମନ୍ତ୍ରୀ କହିଲେ, ଆଗାମୀ ଦିନରେ ଖେଳର ଡେଷ୍ଟିନେସନ ହେବାକୁ…

କନକ ବ୍ୟୁରୋ : ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ,  ଓଡ଼ିଶା ଦେଶର ଉଦୀୟମାନ କ୍ରୀଡ଼ା କେନ୍ଦ୍ରର ମାନ୍ୟତା ଲାଭ କରିସାରିଛି। ଆଗାମୀ କିଛି ବର୍ଷ ଭିତରେ ଓଡ଼ିଶାକୁ ଏକ ପ୍ରମୁଖ କ୍ରୀଡ଼ା ଶକ୍ତି ଭାବେ…
Read More...

ସିଆ ଧର୍ମଗୁରୁଙ୍କ ରାଜନୀତିରୁ ସନ୍ନ୍ୟାସ ଘୋଷଣାକୁ ନେଇ ଉତ୍ତେଜନା : ଘଟଣାରେ ୧୫ ମୃତ, ଏକାଧିକ ଆହତ; କର୍ଫ୍ୟୁ ଜାରି

କନକ ବ୍ୟୁରୋ : ଇରାକରେ ଅରାଜକତା ସ୍ଥିତି ଦେଖା ଦେଇଛି । ଇରାକର ପ୍ରଭାବଶାଳୀ ଶିୟା ଧର୍ମଗୁରୁ ମୁକ୍ତଦା-ଅଲ୍-ସଦର ସୋମବାର ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଯାହା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଅଲ୍-ସଦରର ସମର୍ଥକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୀବ୍ର…
Read More...

ବିଧାନସଭା ପରିସରରେ ସାରା ରାତି ଆପ୍-ବିଜେପିର ଧାରଣା

କନକ ବ୍ୟୁରୋ : ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବିଧାନସଭା ପରିସରରେ ଆମ ଆଦମୀ ପାର୍ଟି ବା ଆପ୍ ଓ ବିଜେପି ପକ୍ଷରୁ ସାରାରାତି ଧାରଣା ଦିଆଯାଇଛି । ଗୋଟିଏ ପଟେ ଆପର ବିଧାୟକମାନେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋନ ଆଣି ସାରାରାତି ଧାରଣାରେ…
Read More...

ଏନସିଆରବି ରିପୋର୍ଟ : ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ଆତ୍ମହତ୍ୟା

କନକ ବ୍ୟୁରୋ : ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ଲୋକେ ଆତ୍ମହତ୍ୟା କରୁଥିବା ଏନସିଆରବିର ରିପୋର୍ଟରେ ଜଣାପଡ଼ିଛି । ଗତବର୍ଷ ରାଜ୍ୟରେ ୫ହଜାର ୬୫୧ ଜଣ ଆତ୍ମହତ୍ୟା କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଆତ୍ମହତ୍ୟାରେ ପୁରୁଷଙ୍କ ସଂଖ୍ୟା…
Read More...