Browsing Category

ନ୍ୟୁଜ୍

ହିଟ ଆଣ୍ଡ ରନ୍ ମାମଲା, ତେଜିଲା ରାଜନୀତି : ଅଭିଯୁକ୍ତଙ୍କ ଭିତରେ ଜଣେ ବିଜେପି ସଦସ୍ୟ; ଦିଲ୍ଲୀ ପୋଲିସ ସୁରକ୍ଷା…

କନକ ବ୍ୟୁରୋ : ଦିଲ୍ଲୀ ହିଟ ଆଣ୍ଡ ରନ୍ ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ଅପରାଧୀଙ୍କ ନାଁ ଜାରି କରିଛି । ଏମାନଙ୍କ ନାଁ ହେଉଛି ମନୋଜ ମିତଲ, ଯିଏକି ଜଣେ ବିଜେପି ସଦସ୍ୟ ବୋଲି ଜଣାପଡିଛି । ସେହିପରି ଦୀପକ ଖନ୍ନା ହେଉଛି ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ,…
Read More...

‘ଭାରତ ପେ’ର ସିଇଓ ପଦରୁ ଇସ୍ତଫା ଦେଲେ ସୁହେଲ ସମୀର, ଜାଣନ୍ତୁ କାହାକୁ ମିଳିଲା ଏହି ପଦ ?

କନକ ବ୍ୟୁରୋ : ‘ଭାରତ ପେ’ର ସିଇଓ ସୁହେଲ ସମୀର ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । କମ୍ପାନୀ ତରଫରୁ କୁହାଯାଇଛି କି, ଗତବର୍ଷ କମ୍ପାନୀର ସହ ସଂସ୍ଥାପକ ଅଶନୀର ଗ୍ରୋବରଙ୍କୁ ବାହାର କରାଯିବା ପରେ ଏହି ପଦରେ ସୁହେଲ ସମୀରଙ୍କୁ ନିଯୁକ୍ତି…
Read More...

ସ୍ୱାଭାବିକ ହେଲା କୋର୍ଟ କାମ : ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଲେ ସମ୍ବଲପୁରର ଓକିଲ ସଂଘ

କନକ ବ୍ୟୁରୋ : ପ୍ରାୟ ମାସେ ଧରି ଜାରି ରହିଥିବା ଅଚଳାବସ୍ଥା ଦୂର ହୋଇଛି । ଆଜି ଠାରୁ ସମ୍ବଲପୁରରେ ସମସ୍ତ କୋର୍ଟ କାମ ସ୍ୱାଭାବିକ ହୋଇଛି । ସମ୍ବଲପୁରର ଓକିଲ ସଂଘ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଆନୁଷ୍ଠାନିକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଗତ ଡିସେମ୍ବର ୭…
Read More...

ଖାଲି ହେଉଛି ଶ୍ରୀମନ୍ଦିର ରାଜକୋଷ : ଜ୍ୟୋତିର୍ବିଦ୍ କହିଲେ, ମନ୍ଦିର ବାହାରେ ନିର୍ମାଣର ବାସ୍ତୁ ଠିକ୍ ନଥିବାରୁ…

କନକ ବ୍ୟୁରୋ : କୋଟି କୋଟି ଓଡିଆ ଓ ବିଶ୍ୱବ୍ୟାପୀ ଅଗଣିତ ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜକୋଷ ଖାଲି ହେଉଛି । ଅର୍ଥାତ୍ ଆୟ ଯେତିକି ହେଉଛି ତାର ଢେରଗୁଣା ବ୍ୟୟ ହେଉଛି । ବିଭିନ୍ନ ଯାତ୍ରାକୁ ନେଇ ଯେଉଁ ବ୍ୟୟ ଅଟକଳ କରାଯାଉଛି, ତାଠୁ ଅଧିକ ଖର୍ଚ୍ଚ କରାଯାଉଛି । ବ୍ୟୟ…
Read More...

ରିଜର୍ଭ ବ୍ୟାଙ୍କ ଜାରି କଲା ଦେଶର ସବୁଠୁ ବିଶ୍ୱସ୍ତ ବ୍ୟାଙ୍କର ନାଁ । ଯେଉଁଠି ବୁଡିବନି ଗ୍ରାହକଙ୍କ ଟଙ୍କା

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଜାରି କରିଛି ଦେଶର ସବୁଠୁ ବିଶ୍ୱସ୍ତ ତଥା ସୁରକ୍ଷିତ ବ୍ୟାଙ୍କର ନାଁ ଘୋଷଣା କରିଛି । ପ୍ରତିବର୍ଷ ଭଳି ୨୦୨୨ ରିପୋର୍ଟ ଆଧାରରେ ରିଜର୍ଭ ବ୍ୟାଙ୍କ ଏହି ବ୍ୟାଙ୍କର ତାଲିକା ପ୍ରକାଶ କରିଛି । ଏହି ବ୍ୟାଙ୍କ ଉଭୟ ଗ୍ରାହକ ଓ ଅର୍ଥବ୍ୟବସ୍ଥା ପାଇଁ ଅତ୍ୟନ୍ତ…
Read More...

ସାମ୍ନାକୁ ଆସିଲା ଡାକ୍ତର ଶୁଭଶ୍ରୀ କରଙ୍କ ପୁରୁଷ ବନ୍ଧୁଙ୍କ ଫଟୋ : ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟା ଜନିତ କାରଣରୁ…

କନକ ବ୍ୟୁରୋ : ଯୋଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶୁଭ୍ରଶ୍ରୀ କରଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ସାମ୍ନାକୁ ଆସିଛି । ଶୁଭଶ୍ରୀଙ୍କ ମୃତ୍ୟ ପରେ ଏବେ ତାଙ୍କର ବୟଫ୍ରେଣ୍ଡ ଦିବ୍ୟରଞ୍ଜନ ମାଝି ସନ୍ଦେହ ଘେରକୁ ଆସି ଯାଇଛନ୍ତି । ଦିବ୍ୟରଞ୍ଜନ ମଧ୍ୟ ଯୋଡା ଅଞ୍ଚଳରେ ଡାକ୍ତର ଥିଲେ । ଚିହ୍ନା ଜଣାରୁ…
Read More...

୪୫ ପୁରୁଷଙ୍କ ମଧ୍ୟରେ ଏକା ମହିଳା କୁଲି ନଂ-୩୬ । କହିଲେ, ସମ୍ମାନର ସହ ବଞ୍ଚିଛି, ଇଜ୍ଜତ ସହକାରେ ରୋଜଗାର କରୁଛି

କନକ ବ୍ୟୁରୋ : କିଏ କହେ ମୁଁ ପରିସ୍ଥିିତିରେ ପଡି ଚୋରି କରୁଛି ତ କିଏ କହେ ମୁଁ ପରିସ୍ଥିତିକୁ ସମ୍ଭାଳିନେବାକୁ ଏହି ଖରାପ ବୃତ୍ତିକୁ ଆପଣାଇ ନେଇଛି । କେହି କେହି ତ ପରିସ୍ଥିତିର ଦ୍ୱାହୀ ଦେଇ ହତ୍ୟା ଭଳି ସଂଗୀନ ଅପରାଧ କରିବାକୁ ପଛାଇ ନଥାନ୍ତି । ହେଲେ ପରିସ୍ଥିତି ଭଳି ଏକ ଶବ୍ଦ ଯେ କୁଲି…
Read More...

୯ ଦିନ ପରେ ପୁଣି ଆରମ୍ଭ ହେଲା ଭାରତ ଯୋଡ ଯାତ୍ରା, ଯୋଗୀଙ୍କ ଗଡରେ ପ୍ରବେଶ କଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଦୀର୍ଘ ୯ ଦିନର ବରତି ପରେ ଆଜି ପୁଣି ଆରମ୍ଭ ହୋଇଛି ଭାରତ ଯୋଡ ଯାତ୍ରା । ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଥିବା ହନୁମାନ ମନ୍ଦିରରେ ଦର୍ଶନ ପରେ ରାହୁଲ ଗାନ୍ଧାୀ ଓ ପ୍ରିୟଙ୍କା ଗାନ୍ଧୀ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀ ଦଙ୍ଗାରେ ପ୍ରଭାବିତ ମୌଜପୁର, ଜାଫରାବାଦ,…
Read More...

ଆଉ ଉପାସ ରହିବେନି ପ୍ରଭୁ ଲିଙ୍ଗରାଜ । ସ୍ୱାଭାବିକ ହେଲା ନୀତିକାନ୍ତି, ତୁଟିଲା ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା ।…

କନକ ବ୍ୟୁରୋ : ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି । ତୁଟିଲା ୩ ଦିନ ଧରି ଚାଲିଥିବା ଅଚଳାବସ୍ଥା । ସର୍କିଟ ହାଉସ ବୈଠକ ପରେ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି…
Read More...

ଅବକାରୀ ବିଭାଗର ବଡ଼ ଧରଣର ରେଡ୍ : ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି, ୩ଗିରଫ

କନକ ବ୍ୟୁରୋ : ଢେଙ୍କାନାଳ ଭୁବନରେ ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି । ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ । ୫୧ ଲିଟର ନକଲି ମଦ ସହ…
Read More...