Browsing Category

ନ୍ୟୁଜ୍

ତେଜିଲା କୋରାପୁଟ କଂଗ୍ରେସ କନ୍ଦଳ: ଦିଲ୍ଲୀ ଗଲେ ତାରା ଓ ମିନାକ୍ଷୀଙ୍କ ସମର୍ଥକ

କନକ ବ୍ୟୁରୋ: ତେଜିଲା କୋରାପୁଟ କଂଗ୍ରେସ କନ୍ଦଳ । ଜିଲ୍ଲା ସଭାପତି ନିଯୁକ୍ତିକୁ ନେଇ ବିଧାୟକ ତାରା ବାହିନୀ ପତି ଓ କୋରାପୁଟ ସାଂସଦ ମୁହାଁମୁହିଁ ହୋଇଛନ୍ତି । ପୂର୍ବତନ ଜିଳ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ପଦରୁ ହଟାଯିବା ନେଇ ଦିଲ୍ଲୀ ଗଲେ ତାରା ଓ ମିନାକ୍ଷୀଙ୍କ ସମର୍ଥକ ।…
Read More...

ଆମେରିକାରେ ଟ୍ରକ ଡ୍ରାଇଭରଙ୍କୁ ରାହୁଲଙ୍କ ପ୍ରଶ୍ନ । ପଚାରିଲେ ତୁମର ରୋଜଗାର କେତେ, ଉତ୍ତର ଶୁଣିଲେ ହୋଇଯିବେ ଚକିତ

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ ଏକ ଟ୍ରକରେ ବସି ୱାସିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଥିଲେ । ଏହି ଯାତ୍ରା ବେଳେ ସେ ଟ୍ରକ ଡ୍ରାଇଭର ତେଜିନ୍ଦର ଗିଲଙ୍କ ସହ କଥା ହୋଇଥିଲେ । ଏହି କଥାବାର୍ତ୍ତାର…
Read More...

ଟେଷ୍ଟ ଦଳରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ ଦିନେଶ କାର୍ତ୍ତିକ । ଦେଖନ୍ତୁ, କେଉଁ କେଉଁ ଖେଳାଳିଙ୍କୁ ସାମିଲ…

କନକ ବ୍ୟୁରୋ: ଅଷ୍ଟ୍ରେଲିଆଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ ଲଗାତାର ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିୟନ୍ ହେବାରୁ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ବଡ ବ୍ୟବଧାନରେ ପରାଜିତ ହୋଇଛି । ତେବେ କଙ୍ଗାରୁ ଟିମଠାରୁ ଏତେ ବଡ…
Read More...

ବିରୋଧୀଙ୍କ ବୈଠକରେ ଯୋଗଦେବାକୁ ସହମତି ପ୍ରକାଶ କଲେ ଉମର ଅବ୍ଦୁଲା , ବିରୋଧୀଙ୍କୁ ଦେଲେ ଗମ୍ଭୀର ପରାମର୍ଶ

କନକ ବ୍ୟୁରୋ : ବିହାରର ପାଟନା ଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃ୍ତ୍ୱରେ ବିରୋଧୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲା ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ସେ କେବଳ ସହମତି ପ୍ରକାଶ…
Read More...

ଢେଙ୍କାନାଳ କଣ୍ଟାବଣିଆସ୍ଥିତ ଟାଟା ଷ୍ଟିଲରେ ଅଘଟଣ: ଷ୍ଟିମ୍ ପାଇପ ଫାଟି ୧୯ ଗୁରୁତର, ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଢେଙ୍କାନାଳ କଂଟାବଣିଆରେ ଥିବା ଟାଟାଷ୍ଟିଲରେ ଅଘଟଣ । ଷ୍ଟିମ୍ ପାଇପ ଫାଟି ୧୯ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଷ୍ଟିମ ପାଇପ ଫାଟି ଏଥିରୁ ବାହାରୁଥିବା ଗରମ ପାଣିରେ ପୋଡି ହୋଇ ଶ୍ରମିକ ମାନେ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ କଟକରେ ଥିବା ଏକ ଘରୋଇ ହସପିଟାଲରେ…
Read More...

କୁପୱାଡାରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ, ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ    । ଏଥିରେ ଯବାନଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ଜଣ ଆତଙ୍କବାଦୀଙ୍କ…
Read More...

ଢେଙ୍କାନାଳ କଣ୍ଟାବଣିଆ ଟାଟା ଷ୍ଟିଲରେ ଅଘଟଣ: ୧୭ ଶ୍ରମିକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କନକ ବ୍ୟୁରୋ: ଢେଙ୍କାନାଳ କଣ୍ଟାବଣିଆ ଟାଟା ଷ୍ଟିଲରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣେସରୁ ହେଲା ଗ୍ୟାସ ଲିକ । ୧୭ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ କୁହାଯାଉଛି । କିଛି ଗୁରୁତରଙ୍କୁ କଟକ ଏକ ଘରୋଇ…
Read More...

ସମୁଦ୍ର ଭିତରେ ୧୦୦ଦିନ । ବିଶ୍ୱ ରେକର୍ଡ କଲେ ଜଣେ ବ୍ୟକ୍ତି

କନକ ବ୍ୟୁରୋ : ବିଶ୍ୱ ରେକର୍ଡ କରିବାର ନିଶା । ସମୁଦ୍ର ଭିତରେ ଲଗାତାର ୧୦୦ ଦିନ ରହି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି ଆମେରିକା ଫ୍ଲୋରିଡାର ଜଣେ ବ୍ୟକ୍ତି । ଯେଉଁଠି ମଣିଷ ପାଣିରେ ୫ରୁ ୧୦ ମିନିଟ୍ ପହଁରି ଥକିଯାଇଥାଏ । ସେଠାରେ ଜଣେ ବ୍ୟକ୍ତି ୧୦୦ଦିନ ସମୁଦ୍ର ଭିତରେ ସମୟ ବିତାଇଛନ୍ତି ।…
Read More...

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ : ଗିରଫ ହେଲେ କୋଟିପତି ଇଞ୍ଜିନିୟର ବିକାଶ ଭୂୟାଁ; ସଉକ ପାଇଁ ବାବୁ କିଣୁଥିଲେ ହୀରା…

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ । କଟକ ସଦର ବ୍ଲକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୁୟାଁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କଟକ ଅଫିସ ଓ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ବାବୁଙ୍କର…
Read More...

ଓଲିଉଡରେ କାଷ୍ଟିଂ କାଉଚ୍ : ରୂପଶ୍ରୀ ପଣ୍ଡା ଆଣିଲେ ସାଂଘାତିକ ଅଭିଯୋଗ

କନକ ବ୍ୟୁରୋ : ପୁଣି ଓଲିଉଡରେ କାଷ୍ଟିଂ କାଉଚ୍ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିନେତ୍ରୀ । ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସିରିଏଲରେ କାମ ଦେବାକୁ କମ୍ପ୍ରୋମାଇଜ ସର୍ତ୍ତ ରଖାଯାଇଥିଲା । ମୋତେ କମ୍ପ୍ରୋମାଇଜ କରିବାକୁ…
Read More...