Browsing Category

ନ୍ୟୁଜ୍

୨୭୫ ନୁହେଁ, ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮ । ଏବେସୁଦ୍ଧା ୨୦୫ ଜଣଙ୍କ ମୃତକଙ୍କୁ କରାଯାଇଛି ଚିହ୍ନଟ…

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ନୁହେଁ ବରଂ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ଚୂଡାନ୍ତ ରିପୋର୍ଟ ଆଧାରରେ ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ମିଳିଛି ।…
Read More...

ବରୋୱେଲ ଗାତକୁ ଖୋଲା ଛାଡିବା ପଡିଲା ମହଙ୍ଗା । ଗାତ ଭିତରକୁ ଖସିପଡିଲା କୁନିଝିଅ, ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ : ଗଭୀର ବରୋୱେଲ ଖୋଳି ଗାତକୁ ଖୁଲାରେ ଛାଡିବା ଏବେ ମହଙ୍ଗା ପଡିଛି । ଏହି ବରୋୱେଲ ଗାତରେ ପଡି ଏବେ ଏକ କୁନିଝିଅ ଜୀବନ ସହ ସଂଘର୍ଷ କରୁଛି । ମଧ୍ୟପ୍ରଦେଶ ସେହୋର ଜିଲ୍ଲାରୁ ଆସିଛି ଏଭଳି ଘଟଣାର ସୂଚନା । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ଗୃହ ଜିଲ୍ଲା ସେହୋରର ମୁଙ୍ଗାବାଲୀ…
Read More...

ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ: ମାମଲା ରୁଜୁ କଲା ସିବିଆଇ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗ । ମାମଲା ରୁଜୁ କଲା ସିବିଆଇ । ଆଜି ସିବିଆଇ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାସ୍ଥଳର ବାହାନଗାକୁ ଯାଇଥିଲା ସିବିଆଇ ଟିମ । ଟିମରେ ୧୦ରୁ ୧୨ଜଣ ସିବିଆଇ ଅଫିସର ସାମିଲ ଥିଲେ । ତେବେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ହେଲା…
Read More...

ପ୍ରଥମଥର ପାଇଁ ଟ୍ରେନରେ ବସିଥିଲା, କିନ୍ତୁ ହୋଇଗଲା ଶେଷଯାତ୍ରା: ହାତର କଡା ଦେଖି ପୁଅକୁ ଚିହ୍ନିଲେ ବାପା

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା ଯେ କେତେ ଲୋକଙ୍କ ଆଖିରେ ଲୁହ ଆଣିଛି ତାହାର ସୀମା ନାହିଁ । ହସ୍ପିଟାଲ ବାହାରେ ଏବେ ଶୁଭୁଛି ନିଜ ପୁଅ, ଝିଅଙ୍କୁ ହରାଇଥିବା ବାପା ମା’ଙ୍କ କାନ୍ଦ । କେମିତି ଧୈର୍ଯ୍ୟ ଧରିବେ ସେ ବାପା ମା ଯେତେବେଳେ ସେମାନେ ନିଜ ପୁଅର ମୁଣ୍ଡ ଆଉ ହାତ ନଥିବା ମୃତ ଶରୀର…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାର ୩୯ ଯାତ୍ରୀଙ୍କ ମୃତ୍ୟୁ । ୧.୯୫ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ମଞ୍ଜୁର…

କନକ ବ୍ୟୁରୋ : ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏସବୁ ଭିତରେ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫…
Read More...

ଏତେ ଜଣଙ୍କର ମୃତ୍ୟୁ ହୋଇଛି, ବାସ୍ ସତ ସାମ୍ନାକୁ ଆସୁ ଏହା ଆମେ ଚାହୁଁଛୁ : ମମତା ବାନାର୍ଜୀ

କନକ ବ୍ୟୁରୋ : କଟକ ଏସସିବି ମେଡିକାଲରେ ଟ୍ରେନ୍ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଛି, ତେଣୁ ସତ ସାମ୍ନାକୁ ଆସିବା ନିହାତି ଦରକାର । ଏବେ ଯୁକ୍ତି କରିବାର ସମୟ…
Read More...

ଅଟୋ ଚାଳକଙ୍କ ପୁଅ କଲେଜ ଟପ୍ପର: ଗୌରବ ଆଣିଲେ ଯାଁଆଳା ଭାଇ

କନକ ବ୍ୟୁରୋ: ଅଭାବ ଭିତରେ ସେମାନେ ଦେଖିଥିଲେ ଅସରନ୍ତି ସ୍ୱପ୍ନ । ବାପା, ମା’ଙ୍କ ପରିଶ୍ରମକୁ ସାର୍ଥକ କରିବାକୁ ଯାଇ ମନ ଲଗାଇ ପାଠପଢିଥିଲେ । ବାପା ମା ବି ତାଙ୍କ ପାଠ ପଢାରେ କେବେ ହେଳା କରିନଥିଲେ, କି ଅଭାବ ରଖିନଥିଲେ । ଆଉ ଏବେ ଗରିବ ପରିବାରରେ ବଢି ଗୌରବ ଆଣିଛନ୍ତି ଏହି ଦୁଇ ଯାଁଳା…
Read More...

ବାହାନଗା ଟ୍ରେନ୍ ଦୁର୍ଘଟଣା : ବିଦ୍ୟୁତ ସଂସ୍ପର୍ଶରେ ଆସି ୪୦ ଯାତ୍ରୀଙ୍କର ହୋଇଥିଲା ମୃତ୍ୟୁ ।

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରୁ ୪୦ ଜଣ ଯାତ୍ରୀଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ଜାଣିବାକୁ ମିଳିଛି । ବିଦ୍ୟୁତ…
Read More...

ସିବିଆଇ ଖୋଲିଦେବ ଷଡ଼ଯନ୍ତ୍ର ଗୁମର! ରହିଛି ତିନୋଟି ପ୍ରମୁଖ ଥିଓରୀ

କନକ ବ୍ୟୁରୋ : ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ । ଦୁର୍ଘଟଣାସ୍ଥଳରେ ପହଁଚି ସିବିଆଇର ଟିମ୍ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ଏହାରି ଭିତରେ ତିନୋଟି ପ୍ରମୁଖ ଥିଓରୀ ରହିଛି ଯାହା ଉପରେ ଗୁରୁତ୍ୱ ଦେବା ଜରୁରୀ । ଇଲେକ୍ଟ୍ରୋନିକ୍ ଇଂଟରଲକିଂ, ଜାଣିଶୁଣି ସିଷ୍ଟମ୍ ସହ…
Read More...

କଟକରେ ମମତା ବାନାର୍ଜୀ । ଏସସିବି ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ

କନକ ବ୍ୟୁରୋ : କଟକ ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସସିବି ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ । ତେବେ ଏସସିବିରେ ଚିକିତ୍ସିତ ହେଉଛନ୍ତି ୫୮ ଆହତ ଯାତ୍ରୀ । ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ…
Read More...