Browsing Category

ନ୍ୟୁଜ୍

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ବାବୁ

ସମ୍ବଲପୁର ବ୍ୟୁରୋ,କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ ସମ୍ବଲପୁର ରେଢାଖୋଲର ସହକାରୀ ଯନ୍ତ୍ରୀ । ଶ୍ୟାମସୁନ୍ଦରଙ୍କ ପୈତୃକ ବାସଭବନ ସମେତ ୫ଟି ଯାଗାରେ ଭିଜିଲାନ୍ସ ଚଢାଉ କରିଛି । ଝାରସୁଗୁଡା କୁମାରବନ୍ଧ ଘର, ସୁନ୍ଦରଗଡରେ ଥିବା ଶଶ୍ୱରୁ ଘର, ସମ୍ବଲପୁର ବାସଭବନ, ପୈତୃକ ବାସଭବନ ଓ ରେଢାଖାଲ…
Read More...

ମରୁଡି ସହାୟତା ଦାବିରେ ଭାରତୀୟ କିଷାନ ସଂଘର୧୨ ଘଂଟିିଆ ବୌଦ୍ଧ ବନ୍ଦ

ବୌଦ୍ଧ: ମରୁଡି ସହାୟତା ଦାବିରେ ଭାରତୀୟ କିଷାନ ସଂଘର ବୈାଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆଜି ୧୨ ଘଂଟିିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି । ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ଯାଏଁ ସରକାରଙ୍କ ପକ୍ଷରୁ କୈାଣସି ସହାୟତା ପ୍ରଦାନ କରାଯାଇ…
Read More...

ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ:ବିରୋଧୀଙ୍କ ନମ୍ବର ୧ ହେବା ପାଇଁ ବିଜେପି ଓ କଂଗ୍ରେସର ଦଉଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ୪ଟି କାର୍ଯ୍ୟଦିବସ ପୂର୍ବରୁ ମୁଲତବୀ ହେଲା ବିଧାନସଭାର ବଜେଟ୍ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ବଜେଟ୍ ଅଧିବେଶନର ୨ଟି ପର୍ଯ୍ୟାୟରେ ମୋଟ୍ ୨୭ଟି କାର୍ଯ୍ୟଦିବସ ଥିଲା । ମାର୍ଚ୍ଚ୧୫ ତାରିଖରୁ ଆରମ୍ଭ…
Read More...

ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ : କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟ ପ୍ରଶାସନିକ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ । ଦୁଇ ବରିଷ୍ଠ ଆଇଏଏସଙ୍କ ବିଭାଗ ବଦଳିଥିବା ବେଳେ ଜିଲ୍ଲାପାଳଙ୍କ ସ୍ତରରେ ବି ହୋଇଛି ବ୍ୟାପକ ଅଦଳବଦଳ । ୧୯୮୮ ବ୍ୟାଚର ପ୍ରଦୀପ୍ତ ମହାପାତ୍ର ଖାଦ୍ୟ ଓ ଯୋଗଣ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।…
Read More...

ଆଗେ ଅଭିନେତା ପଛରେ ନେତା!

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ ପ୍ରଥମେ ନେତା ନା ଅଭିନେତା । ଲୋକପ୍ରତିନିଧିଙ୍କ ପ୍ରଥମ କାମ କଣ । ସାଧାରଣ ଲୋକଙ୍କ ସମସ୍ୟା ନା ମନୋରଂଜନ । ଏ ପ୍ରଶ୍ନ ଅଭିନେତାରୁ ନେତା ପାଲଟିଥିବା ଅକାଶ ଦାସନାୟକଙ୍କ ପାଇଁ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କ…
Read More...

ଜମି ବିକ ଟଙ୍କା ଫେରାଅ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସାଇ ପ୍ରଗତି ଚିଟଫଣ୍ଡ ଠକେଇ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ । ସଂସ୍ଥାର ସଂପତି ନିଲାମ ମାଧ୍ୟମରେ ବିକ୍ରି କରି ଜମାକାରୀଙ୍କୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଲେ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ । ଏନେଇ କମ୍ପାନୀର ଅଥରୋଟି ପଦକ୍ଷେପ ନେବାକୁ…
Read More...

ଭୋଟ୍ ଫର ମାରିକ୍

ଝାଡଖଣ୍ଡ : ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକଙ୍କ ଆଜି ରାଜନୈତିକ ଭାଗ୍ୟ ପରୀକ୍ଷା । ପ୍ରଶାସନିକ ସେବାରୁ ଅବ୍ୟାହତି ନେବା ପରେ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ସଂଜୀବ ମାରିକ । ଝାଡଖଣ୍ଡ ଗୋଡା ଆସନରୁ ଉପନିର୍ବାଚନ ଲଢୁଛନ୍ତି ମାରିକ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା- ଜେଏମଏମ…
Read More...

ଜଗମୋହନର ସ୍ଥିତି କୁ ନେଇ ଗଜପତିଙ୍କ ଅଭିମାନ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ । କହିଲେ ମରାମତି କାମ ଖୁବଶୀଘ୍ର ତ୍ୱରାନିତ କରାଯାଉ । ଏହି କାମ ତରବରିଆ ଭାବେ ନକରି ଭଲଭାବରେ ଓ ବୈଜ୍ଞାନିକଙ୍କ ମତ ନେଇ ଦୀର୍ଘସ୍ଥାୟୀ କାମ କରାଯାଉ । ଦିଲ୍ଲୀରେ ରହି…
Read More...

ବିଜେଡି ଟାର୍ଗେଟରେ ମୋଦି ସରକାର : ଚାଉଳ ପରେ ମରୁଡି ସହାୟତାକୁ ନେଇ ଆନ୍ଦୋଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ମରୁଡି ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଥିବା ଅଭିଯୋଗ କରି ରାଜଭବନ ନିକଟ ସ୍ପେଶାଲ ସର୍କିଟ ହାଉସ୍ ସାମ୍ନାରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ବିଭିନ୍ନ…
Read More...

ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ : ଯୋଡିହେଲା ଅଭିଯୋଗର ନୂଆ ଫର୍ଦ୍ଦ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବଢିଲା ହାଇଟେକ୍ ସିଏମଡି ତିରୁପତୀ ପାଣିଗ୍ରାହୀଙ୍କ ଅଡୁଆ । ସୁପ୍ରିମକୋର୍ଟଙ୍କ ସର୍ତ ମୁତାବକ ସମସ୍ତ ଟଙ୍କା ପଇଠ କରି ଜାମିନ ବଳବତର ରଖିଥିବା ତିରୁପତି ପାଣିଗ୍ରାହୀଙ୍କ ନାଁରେ ଯୋଡି ହୋଇଛି ଅଭିଯୋଗର ନୂଆ ଫର୍ଦ୍ଦ । ଲୋକଙ୍କ ଠାରୁ ଟଙ୍କା ନେଇ ଜମି ଓ ଘର…
Read More...