ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି । ମରୁଡି ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅହେତୁକ ବିଳମ୍ବ କରିଥିବା ଅଭିଯୋଗ କରି ରାଜଭବନ ନିକଟ ସ୍ପେଶାଲ ସର୍କିଟ ହାଉସ୍ ସାମ୍ନାରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି । ବିଭିନ୍ନ ବିଭାଗକୁ କେନ୍ଦ୍ରୀୟ ଅନୁଦାନ କାଟ୍ ପ୍ରସଙ୍ଗରେ ମଧ୍ୟ ମୋଦି ସରକାରଙ୍କୁ ଦଳ ସମାଲୋଚନା କରିଛି ।
ବିଜେଡି ଟାର୍ଗେଟରେ ମୋଦି ସରକାର : ଚାଉଳ ପରେ ମରୁଡି ସହାୟତାକୁ ନେଇ ଆନ୍ଦୋଳନ
/kanak/media/post_attachments/wp-content/uploads/2016/05/vlcsnap-2016-05-16-11h17m54s028.png)