Browsing Category

ନ୍ୟୁଜ୍

ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ : ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ

ଝାରସୁଗୁଡା : ମା’ ଓ ଛୁଆକୁ ଦଳିଦେଲା ଦନ୍ତାହାତୀ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ଜିଲ୍ଲା କିରିମିଲା ବ୍ଲକର କାଦୋବାହଲ ଗାଁରେ । ବାରମ୍ବାର ଜନବସତି ଆଡକୁ…
Read More...

ମହାନଦୀରେ ଛତିିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ : ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ ଡାକରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ ଡାକରା । ୨୫ ରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ମନ୍ତ୍ରୀ ସଂଜୟ ଦାସ ବର୍ମା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

କୁଆଡେ ଗଲେ ଶିଳ୍ପପତି : ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : କୁଆଡେ ଗଲେ ଶିଳ୍ପପତି । ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କୁ ଅପହରଣକୁ ୨୪ ଘଂଟା ବିତିବାକୁ ଯାଉଛି, କିନ୍ତୁ ଏଯାଏ ପ୍ରତୀକଙ୍କ କିଛି ଟେର ପାଇନି ପୁଲିସ । ପ୍ରତୀକ କୋଲକାତାରୁ ଟ୍ରେନ ଯୋଗେ ଝାରସୁଗୁଡା ଆସି ସେଠାରୁ ନିଜ ନିଜ ସଫାରି ଗାଡିରେ ଫେରୁଥିବା ବେଳେ…
Read More...

ବାୟୁସେନା ବିମାନ ଏଏନ -୩୨ର ମିଳୁନି ପତ୍ତା : ନିଖୋଜଙ୍କ ମଧ୍ୟରେ ୨ ଓଡିଆ

ଗଂଜାମ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତ୍ତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜମାନଙ୍କ ଭିତରେ ୨ ଜଣ ଓଡିଆ ଯୁବକ ଅଛନ୍ତି । ଜଣେ ଯାଜପୁରର…
Read More...

ନିଖୋଜ ବାୟୁସେନା ବିମାନରେ ଆଉ ଜଣେ ଓଡିଆ ଥିବା ସୂଚନା

କନକ ବ୍ୟୁରୋ : ନିଖୋଜ ବାୟୁସେନା ବିମାନରେ ଆଉ ଜଣେ ଓଡିଆ ଥିବା ସୂଚନା । ଯାଜପୁର ପାଣିକୋଇଲି ରଙ୍ଗରଙ୍ଗାରର ପୂର୍ଣ୍ଣଚନ୍ଦ୍ର ସେନାପତି । ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ପକ୍ଷରୁ ଦିଆଯାଇଛି ସୂଚନା।
Read More...

କଂଗ୍ରେସର ପଲିଟିକାଲ ପିଚ୍ କନ୍ଧମାଳ : ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟଙ୍କ ଗୁମୁଡୁମାହା ଗସ୍ତ

କନ୍ଧମାଳ : କନ୍ଧମାଳ ଗୁଳିକାଣ୍ଡ ନେଇ ଜୋର ଧରିଛି ରାଜନୀତି । ଗ୍ରାଉଣ୍ଡଜିରୋରେ ସ୍ଥିତି ଅନୁଧ୍ୟାନ ପାଇଁ ୫ କେନ୍ଦ୍ରୀୟ ସଦସ୍ୟ ଗୁମୁଡୁମାହା ଗସ୍ତ କରିଛନ୍ତି । ଏହି ଟିମରେ ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଓ କିଶୋର ଚନ୍ଦ୍ର ଦେବ ଅଛନ୍ତି । ଏହାସହ କଂଗ୍ରେସର ଏହି ଟିମରେ…
Read More...

ନୀଳାଦ୍ରି ବିଜେ ବିଶୃଙ୍ଖଳାକାରୀଙ୍କ ସରିଲା ଡେଡଲାଇନ : ୱାରେଂଟ ଓ ସଂପତି ବାଜ୍ୟାପ୍ତି ପାଇଁ କୋର୍ଟରେ ଆବେଦନ କରିବ…

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତଙ୍କ ପାଇଁ ମାଡିଆସୁଛି ସଂକଟ । ଆତ୍ମସମର୍ପଣ ପାଇଁ ପୋଲିସ ଦେଇଥିବା ଦୁଇ ଦିନିଆ ମହଲତ ଶେଷ ହୋଇଛି । ତେଣୁ ଆଗାମୀ ପଦକ୍ଷେପ ନେବ ପୁରୀ ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ୱାରେଂଟ ଜାରି କରିବାକୁ ଆଜି…
Read More...

ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦ : ବିଜେଡି ପକ୍ଷରୁ ଆଜି ୧୨ ଘଂଟିଆ…

ତାଳଚେର : ଆଜି ୧୨ ଘଂଟିଆ ତାଳଚେର ବନ୍ଦ । ବିଜେଡି ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ବିଧାୟକ ବ୍ରଜ ପ୍ରଧାନଙ୍କ ବିରୋଧରେ ଆସିଥିବା କାଷ୍ଟିଂ କାଉଚ ଅଭିଯୋଗ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଗତାକାଲି ବ୍ରଜ ପ୍ରଧାନଙ୍କ ନାଁରେ…
Read More...

ରେଭେନ୍ସାରେ ଆନ୍ଦୋଳନକାରୀ-ପୁଲିସ ଧସ୍ତାଧସ୍ତି ଘଟଣା : ତଦନ୍ତ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତୃପକ୍ଷ

କଟକ ବ୍ୟୁରୋ , କନକ ନ୍ୟୁଜ୍ :  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ପୁଲିସ ଦୁର୍ବ୍ୟବହାର କରିବା ଘଟଣାକୁ ଦେଇ କଟକ ଡିସିପିଙ୍କୁ ରେଭେନ୍ସା କତୃପକ୍ଷଙ୍କ ପତ୍ର ଲେଖିଛନ୍ତି । ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଛି । ଗତକାଲି ବିଳମ୍ବିତ…
Read More...

ବାୟୁସେନା ବିମାନ ଏଏନ-୩୨ର ଏଯାଏଁ ମିଳୁନି ପତ୍ତା : ନିଖୋଜ ୨୯ ଜଣ ଯାତ୍ରୀଙ୍କ ଭିତରେ ଓଡିଆ ଯୁବକ ଚରଣ ମହାରଣା

କନକ ବ୍ୟୁରୋ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜ ମାନଙ୍କ ଭିତରେ ଜଣେ ଓଡିଆ ଯୁବକ ଅଛନ୍ତି । ତାଙ୍କ ନାଁ…
Read More...