Browsing Category

ନ୍ୟୁଜ୍

ସରକାରଙ୍କୁ ସଦବୁଦ୍ଧି ଦିଅ : ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ ପରେ ନବୀନ ସରକାରଙ୍କୁ ଟାର୍ଗେଟ କଲେ…

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବରଗଡ ଘଟଣାକୁ ନେଇ ରାଜନୀତି ସରଗରମ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ ପାଇଁ ନବୀନଙ୍କୁ କାଠଗଡାକୁ ଟାଣିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗୋଡ ତଳୁ ମାଟି ଖସିଯାଉଛି , ଆଉ ଭୟରେ ଏଭଳି…
Read More...

ଟେଣ୍ଡର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଣ୍ଡର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ ବିଭାଗରେ ବରିଷ୍ଠ ଅଧିକାରୀମାନେ ଏକ ପ୍ରକାର ଟେଣ୍ଡର ଫିକ୍ସିଂରେ ଲିପ୍ତ…
Read More...

ରାଜ୍ୟ ସରକାରଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଖୋଲା ଚ୍ୟାଲେଂଜ : ‘ଦମ୍ ଅଛି ମୋତେ ସାମ୍ନା କର’

କନକ ବ୍ୟୁରୋ : ଦମ୍ ଅଛି ମୋତେ ସାମ୍ନା କର । ବରଗଡରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ଘଟଣା ପାଇଁ ସିଧାସଳଖ ନବୀନଙ୍କୁ ଦାୟୀ କରିଛନ୍ତି ପାରିକର । କହିଛନ୍ତି, ବରଗଡ ଘଟଣା ରାଜନୈତିକ…
Read More...

ଆଠଗଡ ମେଘା ଗାଁରେ ବଜ୍ରାଘାତରେ ୩ ମୃତ

ଆଠଗଡ : ଅକାଳରେ ଚାଲିଗଲା ତିନି ତିନିଟି ଜୀବନ । ଆମ୍ବଗଛ ମୂଳେ ବସିଥିବାବେଳେ ବଜ୍ରାଘାତରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ଆଠଗଡ ମେଘା ଗାଁରେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ତିନି ନାବାଳକମାନେ ଆମ୍ବ ଗଛ ମୂଳେ ଆଶ୍ରୟ ନେଇଥିଲେ । ତେବେ ଅଚାନକ ଏମାନଂକ ଉପରେ ବଜ୍ରପାତ ହେବାରୁ…
Read More...

ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ : କଟକରେ ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ ମନୋହର ପାରିକର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗ ପହଂଚିଛନ୍ତି ମନ୍ତ୍ରୀ । ଏନେଇ ଏୟାର ପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି  । କଟକରେ ଥିବା ବିଜେପିର ବିକାଶ ଉତ୍ସବରେ ଯୋଗ ଦେବେ ମନ୍ତ୍ରୀ…
Read More...

ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ବିରୋଧରେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି । ଏନେଇ ଆଜି ସମିତି ପକ୍ଷରୁ ପୁରୀ ଟାଉନ ଥାନା ସମ୍ମୁଖରେ…
Read More...

୨୯ ତାରିଖରେ ପ୍ରତି ବ୍ଲକ୍ ଆଗରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେପି ପାର୍ଟି ଅଫିସରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାକୁ ନେଇ ବିଜେପି କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଗାମୀ ରଣନୀତି ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଂଟ । ଜୁନ ୨୯ ତାରିଖ ବିଜେପି…
Read More...

ହତ୍ୟା ଧମକ ମିଳୁଥିବା ନେଇ ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଡଗଡ ଥାନାରେ ପୁଣି ଏତଲା ଦେଲେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ବୋହୂ ଲୋପାମୁଦ୍ରା । ଫେସବୁକ୍ ଓ ହ୍ୱାଟ୍ସଅପରେ ତାଂକୁ ହତ୍ୟା ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେ ତ୍ରୈଲୋକ୍ୟ ମିଶ୍ରଙ୍କ ପତ୍ନୀ ଓ ତାଙ୍କ ପୁଅ ସବ୍ୟସାଚୀଙ୍କ ନାଁରେ ସେ…
Read More...

ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ : ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଶ୍ରାବଣୀ ନନ୍ଦ

କନକ ବ୍ୟୁରୋ : ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ । ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି ଶ୍ରାବଣୀ ନନ୍ଦ । କାଜକାସ୍ତାନ ପ୍ରତିଯୋଗୀତାରେ ଶ୍ରାବଣୀ ନନ୍ଦଙ୍କୁ ସଫଳତା ମିଳିଛି । ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡି କ୍ୱାଲି ଫାଏ ହୋଇଛନ୍ତି ଶ୍ରାବଣୀ । କାଜାକସ୍ତାନ…
Read More...

ଭଦ୍ରକରେ ମହିଳାଙ୍କ ମଦ ବିରୋଧୀ ଅଭିଯାନ : ବିଦେଶୀ ମଦ ଦୋକନାରେ ଭଙ୍ଗାରୁଜା ସହ ପୋଡାଜଳା କଲେ ଉତ୍ୟକ୍ତ ମହିଳା

ଭଦ୍ରକ : ମଦ ବିରୋଧରେ ତାତିଲେ ମହିଳା । ଭଦ୍ରକ ଧାମରା ଦୋସିଙ୍ଗାରେ ଥିବା ବିଦେଶୀ ମଦ ଦୋକନରେ ଉତ୍ୟକ୍ତ ମହିଳା ମାନେ ଭଙ୍ଗାରୁଜା କରିବା ସହ ପୋଡାଜଳା କରିଛନ୍ତି । ଧାମରା ଦାସିଙ୍ଗାରେ ଥିବା ମଦ ଦୋକାନକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ମହିଳା ସଂଘ ବାରମ୍ବାର ଦାବି କରୁଥିଲେ । ଏହି ମଦ ଦୋକନ…
Read More...