Browsing Category

ନ୍ୟୁଜ୍

ଏବେ ପାଳି ପୁଲିସର : ଲୁଚକାଳି ଖେଳୁଥିବା ସେବାୟତଙ୍କୁ କରିବ ସାବାଡ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସରିଲା ଡେଡଲାଇନ୍ । ହେଲେ ଆତ୍ମସମର୍ପଣ କଲେନି ବିଶୃଙ୍ଖଳାକାରୀ ସେବାୟତ । ଏବେ ଯେକୌଣସି ସମୟରେ ହୋଇପାରେ ଗିରଫଦାରୀ । ଅଭିଯୁକ୍ତଙ୍କ ବିରୋଧରେ ସର୍ଚ୍ଚ ୱାରେଂଟ ଜାରି ପାଇଁ କୋର୍ଟ ଯାଇଛି ପୁଲିସ୍ । ଫେରାର ସେବାୟତଙ୍କୁ ପଳାତକ ଘୋଷଣା ସହ ସମ୍ପତି ବଜ୍ୟାପ୍ତି…
Read More...

ବଦନାମ୍ ହେଲି, ବନ୍ଦ କଲି ! ବ୍ରଜଙ୍କ ପାଇଁ ବାହାରିଲେ କର୍ମୀ, ତାଳଚେରକୁ କଲେ ଠପ୍

ତାଳଚେର : ନିଜ ସଫେଇରେ ବନ୍ଦ ପାଳନ । ତାଳଚେରରେ ବିଜେଡିର ପାୱାର ସୋ । ବିବାଦ ଘେରକୁ ବିଧାୟକ ଆସିବା ପରେ ସମର୍ଥନରେ ବାହାରିଲେ କର୍ମୀ । ୧୨ ଘଂଟା ପାଇଁ ଠପ୍ ହେଲା ତାଳଚେର । ଚାକିରି କରାଇଦେବାକୁ କହି କଲେଜ ପଢୁଆ ଝିଅ ସହ ରାତି ବିତାଇବାକୁ କୁଆଡେ ଅଫର ଦେଇଥିଲେ ତାଳଚେର ବିଜେଡି ବିଧାୟକ ।…
Read More...

ଦାମନଯୋଡି ଡିପିଏସର ୭ ଜଣ ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଜୟପୁର : ଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦାମନଯୋଡିର ଦିଲ୍ଲୀ ପବ୍ଲିକ ସ୍କୁଲର ଶିକ୍ଷକଙ୍କ ବିରୋଧରେ । ତେବେ ଜଣେ କି ଦୁଇ ଜଣ ନୁହେଁ ଏକକାଳୀନ ୭ଜଣ ଶିକ୍ଷକ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ୨୦ରୁ ଅଧିକ ଛାତ୍ରୀ । ଏନେଇ…
Read More...

ଅଭିଯୁକ୍ତ ୬ ସେବାୟତଙ୍କ ବିରୋଧରେ ସର୍ଚ୍ଚ ୱାରେଂଟ ଆବେଦନ କଲା ପୁରୀ ପୁଲିସ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ସୃଷ୍ଟିକାରୀ ସେବାୟତଙ୍କ ପାଇଁ ମାଡିଆସୁଛି ସଂକଟ। ୨ ଦିନର ଡେଡଲାଇନ୍ ଭିତରେ ଆତ୍ମସମର୍ପଣ ନକରିବାରୁ ଆଜି ସର୍ଚ୍ଚ ୱାରେଂଟ ପାଇଁ ଆବେଦନ କରିଛି ପୁରୀ ପୁଲିସ୍ । ବିଶୃଙ୍ଖଳା କରିଥିବା ସେବାୟତଙ୍କୁ ସିସିଟିଭି ଫୁଟେଜ ଆଧାରରେ…
Read More...

ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ୧୫ ଜିଲ୍ଲାପାଳଙ୍କ ଅଫିସ ଘେରିବ ଯୁବ ବିଜେଡି

କନକ ବ୍ୟୁରୋ :  ମହାନଦୀ  ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ନେଇ ଜୋରଧରିଛି ରାଜନୀତି ।  ମହାନଦୀରେ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଆନ୍ଦୋଳନ ଡାକରା ଦେଇଛି ଯୁବ ବିଜେଡି । ଆସନ୍ତା ୨୫ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ୧୫ ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିବାକୁ ଦଳ ଚେତାବନୀ…
Read More...

ଆଇପିଏସ ଅଫିସର ଜୟଦୀପ ନାୟକ ଗିରଫ

କନକ ବ୍ୟୁରୋ : ଆଇପିଏସ ଅଫିସର ଜୟଦୀପ ନାୟକଙ୍କୁ ଗାଜିଆବାଦରୁ ଗିରଫ କଲା ଭିଜିଲାନ୍ସ । ୮୮ ଲକ୍ଷ କମ୍ପ୍ୟୁଟର କିଣା ଦୁର୍ନୀତିରେ ସଂପୃକ୍ତ ଥିଲେ ଏହି ଆଇପିଏସ ଅଫିସର ।
Read More...

ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣ : ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ

ଝାରସୁଗୁଡା : ମା’ ଓ ଛୁଆକୁ ଦଳିଦେଲା ଦନ୍ତାହାତୀ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମା ଓ ୮ ଦିନର ଶିଶୁ । ଏଭଳି ଅଘଟଣ ଘଟିଛି ଝାରସୁଗୁଡା ଜିଲ୍ଲା କିରିମିଲା ବ୍ଲକର କାଦୋବାହଲ ଗାଁରେ । ବାରମ୍ବାର ଜନବସତି ଆଡକୁ…
Read More...

ମହାନଦୀରେ ଛତିିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ : ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ ଡାକରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିିଶଗଡର ବ୍ୟାରେଜ ନିର୍ମାଣକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ ଡାକରା । ୨୫ ରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ । ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ମନ୍ତ୍ରୀ ସଂଜୟ ଦାସ ବର୍ମା ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…
Read More...

କୁଆଡେ ଗଲେ ଶିଳ୍ପପତି : ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : କୁଆଡେ ଗଲେ ଶିଳ୍ପପତି । ଅଶୋକ ସୂତାକଳର ନିର୍ଦ୍ଦେଶକ ପ୍ରତୀକ ପଟୋଡିଆଙ୍କୁ ଅପହରଣକୁ ୨୪ ଘଂଟା ବିତିବାକୁ ଯାଉଛି, କିନ୍ତୁ ଏଯାଏ ପ୍ରତୀକଙ୍କ କିଛି ଟେର ପାଇନି ପୁଲିସ । ପ୍ରତୀକ କୋଲକାତାରୁ ଟ୍ରେନ ଯୋଗେ ଝାରସୁଗୁଡା ଆସି ସେଠାରୁ ନିଜ ନିଜ ସଫାରି ଗାଡିରେ ଫେରୁଥିବା ବେଳେ…
Read More...

ବାୟୁସେନା ବିମାନ ଏଏନ -୩୨ର ମିଳୁନି ପତ୍ତା : ନିଖୋଜଙ୍କ ମଧ୍ୟରେ ୨ ଓଡିଆ

ଗଂଜାମ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତ୍ତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜମାନଙ୍କ ଭିତରେ ୨ ଜଣ ଓଡିଆ ଯୁବକ ଅଛନ୍ତି । ଜଣେ ଯାଜପୁରର…
Read More...