ନିର୍ଦେଶକ ତାପସ ସରଘରିଆଙ୍କ ସହ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଚାଟର କାହାଣୀ ଦେଖନ୍ତୁ ଏହି ଭିଡିଓରେ

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୬ ଜଣ ନିର୍ଦେଶକ ଓ ପ୍ରଯୋଜକଙ୍କ ବିରୋଧରେ କାଷ୍ଟିଂ କାଉଚ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା । ଏଥି ପାଇଁ ସେ ତାଙ୍କ ମୋବାଇଲରେ ଥିବା ହ୍ୱାଟସଅପ୍ ଓ ଫେସବୁକ୍ ମେସେଜ ମଧ୍ୟ ଦେଖାଇଛନ୍ତି । ସେଥି ମଧ୍ୟରୁ ଆମେ ଆପଣଙ୍କୁ ଦେଖାଉଛୁ ନିର୍ଦେଶକ ତାପସ ସରଘରିଆଙ୍କ ସହ ଶର୍ମିଷ୍ଠାଙ୍କ ଚାଟର କାହାଣୀ । କେମିତି ତାପସ ତାଙ୍କ ସହ ଏକାନ୍ତରେ ସମୟ କଟାଇବା ପାଇଁ ଶର୍ମିଷ୍ଠାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ଦେଖନ୍ତୁ ଏହି ଭିଡିଓ ।