Browsing Category

ନ୍ୟୁଜ୍

ଏବେ ବି ରହସ୍ୟଘେରରେ ରହିଛି ବୁଦ୍ଧିଆଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ : ଆଜି ପଚରାଉଚରା କରିବ ପୁଲିସ ଓ ସିଡବ୍ଲୁସି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଏବେ ବି ରହସ୍ୟଘେରରେ ରହିଛି ବୁଦ୍ଧିଆଙ୍କ ଅନ୍ତର୍ଦ୍ଧାନ ପ୍ରସଙ୍ଗ, ଦୀର୍ଘ ୧ ମାସ ପରେ ବୁଦ୍ଧିଆ ଫେରିଥିଲେ ମଧ୍ୟ ତାଙ୍କ ନିଖୋଜ ନେଇ ବହୁ ବାଦ ବିବାଦ ସୃଷ୍ଟିହୋଇଥିବାରୁ ଆଜି ପଚରା ଉଚରା କରିବ କମିଶନରେଟ ପୁଲିସ। ବିଶେଷ କରି ବୁଦ୍ଧିଆ କାହିଁକି ଓ କିପରି…
Read More...

ଜୀଅନ୍ତା ମଣିଷ ସରକାରୀ ରିପୋର୍ଟରେ ମୃତ : ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି ଆରଆଇ

ବରଗଡ : ଜୀଅନ୍ତା ମଣିଷ ସରକାରୀ ରିପୋର୍ଟରେ କିନ୍ତୁ ମୃତ । ଏଭଳି ରିପୋର୍ଟ ତହସିଲଦାରଙ୍କୁ ଦେଇଛନ୍ତି ରାଜସ୍ୱ ନିରୀକ୍ଷକ ଆରଆଇ । ଏହା ପଛରେ ରହିଛି ଜମି ହଡପ କରିବାର ଚକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ବରଗଡ ସୋହେଲା ତହସିଲ ଅନ୍ତର୍ଗତ ଗର୍ଭଣା ଗାଁରେ । ଗତ ଜୁନ ୨୦୧୫ରେ ଗର୍ଭଣା ଗାଁର…
Read More...

ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗରେ ଉତେଜନା : କଡା ସୁରକ୍ଷା ମଧ୍ୟରେ ଅଳିଆ ପକାଇଲା ବିଏମସି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଉପକଂଠ ଦାରୁଠେଙ୍ଗରେ ଉତେଜନା । ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ଗାଁ ଲୋକଙ୍କ ଅସନ୍ତୋଷ । ଅନେକ ଦିନ ହେଲା ଗାଁ ଲୋକଙ୍କ ପ୍ରତିବାଦ ଫଳରେ ଏଠାରେ ବିଏମସି ଡମ୍ପିଂ ବନ୍ଦ ରଖିଥିବା ବେଳେ ଆଜି କଡା ସୁରକ୍ଷା ମଧ୍ୟରେ ପୁଣି ଅଳିଆ ପକାଇବା…
Read More...

ନ୍ୟାୟ ମାଗୁଛନ୍ତି ପପୁ ପମ୍ ପମ୍ ! ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମେଡି କିଙ୍ଗ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ଗଲେ ପପୁ । ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ପପୁ ପମ୍ ପମ୍ । ତେଣୁ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ପପୁ । ପୂର୍ବରୁ ଗତ…
Read More...

ଆଉ ସ୍ପୋର୍ଟସ ହଷ୍ଟେଲ ଯିବନି : ମୁମ୍ବାଇରୁ ଫେରି ବୁଦ୍ଧିଆ ସିଂଙ୍କ ଚାଂଚଲ୍ୟକର ବୟାନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆ ଆଉ ସ୍ପୋର୍ଟ୍ସ ହଷ୍ଟେଲ ଫେରିବ ନାହିଁ । ଏଭଳି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ମାଆ । ପ୍ରାୟ ଏକ ମାସର ଚର୍ଚ୍ଚା ପରେ ମୁମ୍ବାଇରୁ ଫେରିଛନ୍ତି ବୁଦ୍ଧିଆ । ତେବେ ତାଙ୍କୁ ଅପହରଣ କରାଯାଇ ନ ଥିଲା । ବରଂ ମୁମ୍ବାଇ…
Read More...

ଜୀବନ ମାଗୁଛି କଲେଜ କୁଇନ୍ ! ସଙ୍ଗୀତାଙ୍କ ପାଇଁ ବଢିଲା ସହାନୁଭୂତିର ହାତ

ବାଲେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୀବନ ଖୋଜୁଛି କଲେଜ କୁଇନ୍ । ବାଲେଶ୍ୱରର ସୁଶ୍ରୀ ସଂଗୀତା ପଣ୍ଡାଙ୍କ କାହାଣୀ ଗତକାଲି କନକ ନ୍ୟୁଜରେ ପ୍ରସାରିତ ହେବା ପରେ ଆଜି ସାରା ସହରରେ ଉଦବେଗ ପ୍ରକାଶ ପାଇଛି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ସଂଗୀତାଙ୍କୁ ଅନେକ ସାମାଜିକ କର୍ମୀ ସାକ୍ଷାତ କରିବା…
Read More...

ଦକ୍ଷତା ବଢିଲେ ଦରମା ବଢିବ : ଠକ କର୍ମଚାରୀଙ୍କୁ ସାବାଡ କରିବାକୁ କେନ୍ଦ୍ରର ନୂଆ ଫର୍ମୁଲା

କନକ ବ୍ୟୁରୋ : କାମ ନାହିଁ ତ ଇନକ୍ରିମେଂଟ୍ ନାହିଁ । ନିର୍ଦ୍ଧିଷ୍ଟ ସମୟରେ ଆପେ ଆପେ ପଦୋନ୍ନତି ମିଳିବ ନାହିଁ। କିମ୍ବା ଉପର ପଦର ଦରମା ମିଳିବ ନାହିଁ । ଏଣିକି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି ଏଭଳି ନୂଆ ନିୟମ । ଏଣିିକି କାର୍ଯ୍ୟକ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ…
Read More...

ସାମ୍ବାଦିକଙ୍କୁ ବିରୋଧ କରି ସେବାୟତଙ୍କ ଶୋଭାଯାତ୍ରା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଫଟୋ ଉଠାଇବା ଦୋଷ ହେଲା । ଗଣମାଧ୍ୟମଙ୍କୁ ବିରୋଧ କରି ସେବାୟତଙ୍କ ରାଲି । ୧୧ ଦଫା ଦାବି ନେଇ ଏହି ରାଲିରେ ସିଂହଦ୍ୱାରଠୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ସେବାୟତ । ରଥଯାତ୍ରା ବେଳେ ଅରୁଣ ସ୍ତମ୍ଭରୁ ସିଂହଦ୍ୱାର ମଧ୍ୟରେ…
Read More...

ବଡ ଦେଉଳରେ ବଡ ବିଭ୍ରାଟ ସୂଚନା : ଅପରାହ୍ନରେ ଲାଗିଲା ସଂଧ୍ୟାଧୂପ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବଡ ଦେଉଳରେ ବଡ ବିଭ୍ରାଟ । ପୁରୀ ଶ୍ରୀମନ୍ଦିରରେ ଆଜି ପୁଣି ଏକ ବିଭ୍ରାଟ ଘଟିଛି । ଅପରାହ୍ନରୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହୋଇଛି ସଂଧ୍ୟା ଧୂପ । ଆଜି ଅପରାହ୍ନ ୪ଟା ୩୦ରୁ ଆରମ୍ଭ ହେଲା ସଂଧ୍ୟା ଧୂପ । ସାଧାରଣତଃ ରାତି ପ୍ରାୟ ୯ ବେଳେ ସଂଧ୍ୟା ଧୂପ ସରୁଥିବା…
Read More...

କାଷ୍ଟିଂ କାଉଚ୍ ବ୍ଳାକ୍ ମେଲିଂ ପ୍ରସଙ୍ଗରେ ନୂଆ ମୋଡ : ରାଜେଶ ପତିଙ୍କ ନାଁରେ ପାଲଟା ଅଭିଯୋଗ କଲେ ଅଭିନେତ୍ରୀ ଉପାସନା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାଷ୍ଟିଂ କାଉଚ ବ୍ଲାକମେଲିଂ ପ୍ରସଙ୍ଗରେ ନୂଆମୋଡ । ଅଭିନେତ୍ରୀ ଉପାସନା ମହାନ୍ତି ପ୍ରଯୋଜକ ରାଜେଶ ପତିଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ପ୍ରଯୋଜକଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ସେ ମାମଲା ରୁଜୁ କରିଛନ୍ତି । ରାଜେଶ ପତି ତାଙ୍କୁ ମିଥ୍ୟା…
Read More...