Browsing Category

ନ୍ୟୁଜ୍

ବିଚାରପତିଙ୍କ ଆଗରେ ହାଜର ହେଲେ ଆଇପିଏସ୍ ଜୟଦୀପ ନାୟକ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ନୀତି ଅଭିଯୋଗରେ ବନ୍ଧା ହୋଇଥିବା ଆଇପିଏସ୍ ଅଫିସର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣାଯାଇଛି ।…
Read More...

ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ଆଇପିଏସ୍ ଜୟଦୀପ ନାୟକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗିରଫ ପରେ ଭୁବନେଶ୍ୱରରେ ପହଂଚିଲେ ମହାଦୁର୍ନୀତିର ମହାନାୟକ । ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟଦୀପ ନାୟକଙ୍କୁ ଗାଜିଆବାଦରୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ୮୮ ଲକ୍ଷ ଟଙ୍କାର କମ୍ପ୍ୟୁଟର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି ଜୟଦୀପ । ୪ ଦିନ ରିମାଣ୍ଡରେ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ ସହ ଟମୋଟୋ ମାଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ଘର ଆଗରେ ଛାତ୍ର କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛନ୍ତି ଉତ୍ୟକ୍ତ ଛାତ୍ର । ଏହା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଟମୋଟୋ ମାଡ କରିବା ସହ…
Read More...

ପୁଲିସ୍ ଜାଣିଶୁଣି ଗୁମୁଡୁମାହା ହତ୍ୟାକାଣ୍ଡ ଭିଆଇଛି : କଂଗ୍ରେସ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର ବ୍ୟୁରୋ : ଗୁମୁଡୁମାହାରେ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତଦନ୍ତ ସାରି ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପୁଲିସ୍ ଜାଣୁଶୁଣି ଏହି ହତ୍ୟାକାଣ୍ଡ ଭିଆଇଥିବା କଂଗ୍ରେସର କେନ୍ଦ୍ରୀୟ ଟିମ୍ ଅଭିଯୋଗ କରିଛି । ଘଟଣାଦିନ ଏକପାଖିଆ ଗୁଳି ଚାଳନା କରାଯାଇଥିଲା ।…
Read More...

ଗୁମୁଡୁମାହା ତଦନ୍ତ ସାରି ଫେରିଲା ଏସଆଇଟି : ଗୁଳିକାଣ୍ଡରେ ଜବତ ସାମଗ୍ରୀ ଫରେନସିକ୍ ଲାବକୁ ପଠାଗଲା

କନ୍ଧମାଳ : କନ୍ଧମାଳ ବାଲିଗୁଡା ଗୁମୁଡୁମାହା ଗସ୍ତ ସାରି ଫେରିଲା ଏସଆଇଟି । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରାଥମିକ ଅନୁସନ୍ଧାନ ସାରି ଫେରିଛି । ଏଟି ଟିମ୍ ଘଟଣା ବାବଦରେ ୨୫ ଜଣଙ୍କ ବୟାନ ରେକର୍ଡ କରିଛି। ଏହାସହ ଗୁଳିକାଣ୍ଡ ଘଟଣାରେ ଜବତ ସାମଗ୍ରୀକୁ ଫରେନସିକ୍ ଲାବକୁ ପଠା ଯାଇଥିବା ନେଇ…
Read More...

ବଲାଙ୍ଗିର : ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ

ବଲାଙ୍ଗିର : ବଲାଙ୍ଗିରରେ ଡବଲ ମର୍ଡର । ଘରୋଇ କଳହକୁ କେନ୍ଦ୍ର କରି ବାପା ଓ ବଡ ଭାଇଙ୍କୁ ହତ୍ୟା କଲା ସାନ ଭାଇ। ବଲାଙ୍ଗିର ଢୁଲୁସର ଗାଁରେ ଏହି ଅଘଟଣ ଘଟିଛି । ବାପ ସାମନ୍ତ ଦଳେଇ ଓ ବଡଭାଇ ଗୋପି ଦଳେଇଙ୍କ ମୃତ୍ୟୁ ହୋଇଛି । ଏନେଇ ସଦର ଥାନାରେ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତ ସନ୍ତୋଷ…
Read More...

କାଷ୍ଟିଂ କାଉଚରେ ଲିପ୍ତ ବ୍ୟକ୍ତି ସୁଧୁରି ଯିବା ଉଚିତ : ଦୈତାରୀ ପଣ୍ଡା

କନକ ବ୍ୟୁରୋ : ଯଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଅଭିନେତା ଦୈତାରୀ ପଣ୍ଡା । କହିଛନ୍ତି ଅଭିଯୋଗର ବିଦ୍ଧିବଧ ତଦନ୍ତ ହେବା ଜରୁରୀ । ତେବେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ସୁଧୁରି ଯିବା ଉଚିତ ବୋଲି କହିଛନ୍ତି ଏହି ଅଭିନେତା ।
Read More...

ଦାମୋଦର ମହାସୁଆରଙ୍କୁ ଖୋଜିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସର ଚଢାଉ

କନକ ବ୍ୟୁରୋ : ନିଳାଦ୍ରୀବିଜେ ବିଭ୍ରାଟ ଘଟଣାର ଖଳନାୟକଙ୍କୁ ଖୋଜୁଛି ପୁରୀ ପୁଲିସ । ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣା ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଖଳନାୟକ ଦାମୋଦର ମହାସୁଆରଙ୍କୁ ଖୋଜା ଚାଲିଛି । ଦାମୋଦରଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଛାପା ମାରିଥିବା ସୂଚନା…
Read More...

କାଷ୍ଟିଂ କାଉଚ୍ ଅଭିଯୋଗ ପରେ ଇନ୍ଦ୍ରଭୂବନ ଯାତ୍ରା ପାର୍ଟି ମ୍ୟାନେଜର ମନୋଜ ନାୟକ ଅଟକ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଯାତ୍ରା ପାର୍ଟି ଇନ୍ଦ୍ରଭୂବନ ବିରୋଧରେ ଅଭିଯୋଗ ଆସିବା ପରେ ମ୍ୟାନେଜରଙ୍କୁ ଅଟକ ରଖିଛି କଟକ ବାଲିକୁଦା ସଦର ଥାନା ପୁଲିସ । ମ୍ୟାନେଜର ମନୋଜ ନାୟକଙ୍କୁ ଅଟକ ରଖି ଏ ପ୍ରସଙ୍ଗରେ ପଚରା ଉଚରା କରୁଛି ପୁଲିସ । ସେପଟେ ମ୍ୟାନେଜରଙ୍କୁ ଅଟକ ପ୍ରତିବାଦରେ ବାଲିକୁଦା…
Read More...

ଚୌଦ୍ୱାର : ରକ୍ତ ଦାନ ପାଇଁ ମନା କରିବାରୁ ଛାତ୍ରଙ୍କୁ ଅଣଛାତ୍ରଙ୍କ ମାଡ ଅଭିଯୋଗ

କଟକ : ରକ୍ତ ନଦେବାରୁ ଛାତ୍ରଙ୍କୁ ମାଡ ଅଭିଯୋଗ । ବିଜେଡି ପକ୍ଷରୁ ଚାଲିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ ନେହାବରୁ ଚୌଦ୍ୱାର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅଣଛାତ୍ର ପିଟିଥିବା ଅଭିଯୋଗ ଆସିଛି । ଚୌଦ୍ୱାର ଥାନା ଗାନ୍ଧି ଛକ ଟାଉନ ହଲରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ…
Read More...