Browsing Category

ନ୍ୟୁଜ୍

ଉପାସନା ମହାନ୍ତିଙ୍କ ବୟାନ ରେକର୍ଡ କଲା ଲକ୍ଷ୍ମୀସାଗର ପୁଲିସ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉପାସନାଙ୍କ ୧୬୧ ବୟାନ ରେକର୍ଡ କରାଯାଇଛି । ଲଷ୍ମୀସାଗର ଥାନାରେ ଉପାସନାଙ୍କ ୧୬୧ ବୟାନ ରେକର୍ଡ କରିଛି ପୁଲିସ୍ । ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ଉପାସନା । ଏନେଇ ସେ ଗତକାଲି ରାଜେଶଙ୍କ ବିରୋଧରେ ଏଫଆଇଆର୍…
Read More...

କେମିତି ହୋଇଥିଲା ଅପହରଣ ? ପର୍ଦ୍ଦାଫାସ୍ ହେଲା ପ୍ରତୀକ ପଟୋଡିଆଙ୍କ କିଡନାପ୍ କାହାଣୀ

କନକ ବ୍ୟୁରୋ : କଲିକତାର ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଅପହରଣ ଘଟଣାର ପର୍ଦ୍ଦାଫାସ୍ ହୋଇଛି । ବକେୟା ଅର୍ଥ ଅସୁଲ ଉଦେଶ୍ୟରେ ହିଁ ଅପହରଣ କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ନିଖିଲ କାନୋଡ଼ିଆ । ଏହି ଅପହରଣ ଘଟଣାରେ ଦୁଇ ଅପହୃତ ବ୍ୟବସାୟୀ ପ୍ରତୀକ ପଟୋଡ଼ିଆ ଓ ତାଙ୍କ ଡ୍ରାଇଭର ରୋହିତ…
Read More...

କେ.ଭି ସିଂହଦେଓ ହେଲେ ବିଜେପି ବିଧାୟକ ଦଳ ନେତା

କନକ ବ୍ୟୁରୋ : ପୂର୍ବତନ ରାଜ୍ୟ ସଭାପତି କେଭି. ସିଂଦେଓଙ୍କୁ ନୂଆ ଦାୟିତ୍ୱ । ବିଜେପି ବିଧାୟକ ଦଳ ନେତା ହେଲେ କନକ ବର୍ଦ୍ଧନ ସିଂହଦେଓ । ବସନ୍ତ ପଣ୍ଡାଙ୍କ ସ୍ଥାନ ନେଇଛନ୍ତି କେଭି । ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ପଦ ଖାଲି ପଡିଥିଲା । ଏହାପରେ କେଭିଙ୍କୁ ଆଜି ବିଜେପି ବିଧାୟକ ଦଳ…
Read More...

ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁକୁ ଗିରଫ କଲା ଏସ୍.ଟି.ଏଫ୍

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ସେଖ୍ ଅଜୁ ଓରଫ ଆଜାଉଦ୍ଦିନକୁ ଏସ୍.ଟି.ଏଫ୍ ଦ୍ୱାରା ଗିରଫ କରାଯାଇଛି । ୨୦୧୨ ମସିହାରେ କଟକ କିଶନ ନଗର ଥାନା ଅଧିନରେ ସଲମା ଖାତୁନ୍ ଓ ତାଙ୍କ ପରିବାର ଉପରକୁ ଗୁଳିମାଡ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଆଜାଉଦ୍ଦିନ୍ । ଦାଦାବଟି ଆଦାୟକୁ ନେଇ…
Read More...

ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି ଡେଙ୍ଗୁ : ବଡ଼ବିଲ, କଟକ ପରେ ଅନୁଗୁଳରେ ଡ଼େଙ୍ଗୁ ରୋଗୀ ଚିହ୍ନଟ

ଅନୁଗୁଳ : ବଡ଼ବିଲ, କଟକ ପରେ ଏବେ ଅନୁଗୁଳରେ ପ୍ରଥମ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ୫୨ଟି ରକ୍ତ ନମୂନାର ଡ଼େଙ୍ଗୁ ପରୀକ୍ଷା କରାଯାଇଥିଲା । ସେଥିରୁ ଦୁଇଟିରେ ଡ଼େଙ୍ଗୁ ପଜିଟିଭ ଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି । ରନ୍ତଲେଇ ଗାଁର ଉପମା ସିଂଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…
Read More...

ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣା : ନିରପେକ୍ଷ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣା । ନିରପେକ୍ଷ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ । ପୁରୀ ଏସପି ଖାମଖିଆଲି ବିବୃତି ଦେଇଛନ୍ତି । ପୁରୀ ଏସପିଙ୍କ ଖାମଖିଆଲି ବିବୃତି ଯୋଗୁଁ ଏଭଳି ଘଟଣା ଘଟିଛି । ଏସପିଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ।
Read More...

ଡାକ୍ତର ମୋତିଲାଲ ଗୌଡଙ୍କ ଶ୍ୱଶୁର ଘରେ ଭିଜିଲାନ୍ସ ରେଡ୍

କନକ ବ୍ୟୁରୋ : ଡାକ୍ତର ମୋତିଲାଲ ଗୌଡଙ୍କ ଶ୍ୱଶୁର କିଶୋର ଗୌଡଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କିଶୋରଙ୍କ କୋରାପୁଟସ୍ଥିତ ବାସଭବନରେ ଚଢାଉ କରିବା ସହ ଦୀର୍ଘ ୩ ଘଂଟା ଧରି ପଚରା ଉଚରା କରିଥିବା ନେଇ ସୂଚନା ମିଳିଛି ।
Read More...

ବୟାନ ରେକର୍ଡ ପାଇଁ ବୁଦ୍ଧିଆ ସିଂଙ୍କ ଘରେ ପହଂଚିଲା ସିଡବ୍ଲୁସି ଟିମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆଙ୍କ ସାଲିଆ ସାହି ଘରେ ବୟାନ ରେକର୍ଡ କରିଛି ସିଡବ୍ଲୁସି । ବୁଦ୍ଧିଆଙ୍କ ଦୁଇ ଭଉଣୀ, ମାଆ ଓ ବୁଦ୍ଧିଆଙ୍କ ସହ ଆଲୋଚନା କରିଛନ୍ତି ସିଡବ୍ଲୁସି ଟିମ୍ । ସ୍ପୋର୍ଟସ ହଷ୍ଟେଲରେ ରହିବାକୁ ନେଇ ବୁଦ୍ଧିଆର ବୟାନ ଉପରେ ମଧ୍ୟ ଆଲୋଚନା ହୋଇଛି। ସେପଟେ…
Read More...

ବୁଦ୍ଧିଆ ଫେରିବାପରେ ଜୋରଧରିଲା ବିବାଦ : ସ୍ପୋର୍ଟସ ହଷ୍ଟେଲକୁ ଜେଲ କହିଲା ବିସ୍ମୟ ବାଳକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜ୍ ଷ୍ଟୁଡିଓରେ ବୁଦ୍ଧିଆ ସିଂ ରଖିଛନ୍ତି ତାଙ୍କ ପ୍ରତିକ୍ରିୟା । ସ୍ପୋର୍ଟସ ହଷ୍ଟେଲ ଫେରିବେ ନାହିଁ ବୁଦ୍ଧିଆ,ଏଭଳି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ବିସ୍ମୟ ବାଳକ ବୁଦ୍ଧିଆ ସିଂ । ପ୍ରାୟ ଏକ ମାସର ଚର୍ଚ୍ଚା ପରେ ମୁମ୍ବାଇରୁ ଫେରି ଆସିିଛନ୍ତି…
Read More...

ରାସନକାର୍ଡରେ ଅନିୟମିତତା ନେଇ ଗଜପତିରେ ବଢିଲା ଅସନ୍ତୋଷ : କଂଗ୍ରେସ କର୍ମୀ ଓ ରାସନକାର୍ଡ ହିତାଧିକାରୀଙ୍କ ଗୁମା ବ୍ଲକ…

ଗଜପତି : ରାସନକାର୍ଡରେ ଅନିୟମିତତା ନେଇ ଗଜପତିରେ ବଢିଲା ଅସନ୍ତୋଷ । ଏନେଇ କଂଗ୍ରେସ କର୍ମୀ ଓ ରାସନକାର୍ଡ ହିତାଧିକାରୀ ଗୁମା ବ୍ଲକ ଅଫିସ ଘେରାଉ କରିଛନ୍ତି । ଏହି ସମୟରେ ପରିସ୍ଥିତିକୁ ଆୟତ କରିବାକୁ ପହଂଚିଥିବା ପୁଲିସ ସହ ମଧ୍ୟ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ୟକ୍ତ ଲୋକେ…
Read More...