Browsing Category

ନ୍ୟୁଜ୍

ମୁକ୍ତ ହେବେ ଆଜୀବନ ସଜ୍ଜା କାଟୁଥିବା କଏଦୀ

କନକ ବ୍ୟୁରୋ : ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କୁ ମୁକ୍ତ କରାଯିବ । ଏହି ବର୍ଗରେ ଅଛନ୍ତି ୧୪ ବର୍ଷ, ୨୦ ବର୍ଷ ଓ ୨୫ ବର୍ଷ ସଜା କାଟୁଥିବା କଏଦୀ । ସେମାନଙ୍କ ଖଲାସ ପାଇଁ ଆଜି ଷ୍ଟେଟ ସେଂଟେନ୍ସ ରିଭ୍ୟୁ ବୋର୍ଡ଼ର ବୈଠକ ହୋଇଛି । ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି…
Read More...

ବାହାଘରେ ଖୁଚୁରା ଚିନ୍ତା ! କାଳ ହୋଇଛି କଳାଧନ ପାଇଁ ନୂଆ ନିୟମ

କନକ ବ୍ୟୁରୋ : କଳାଧନକୁ ପଦାକୁ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ଏ ପଦକ୍ଷେପକୁ ସାରା ଦେଶରେ ପ୍ରଶଂସା ମିଳିଛି । ତେବେ ରାତି ଅଧିଆ ନୋଟ୍ ଅଚଳ ହୋଇଯିବା ପରେ ସାଧାରଣ ଲୋକେ ହନ୍ତସନ୍ତ ହୋଇଛନ୍ତି । ତେବେ ବିବାହ ସିଜିନରେ ଘରେ ଉତ୍ସବ ଅପେକ୍ଷା ଥିବା ଲୋକଙ୍କ ଟେନସନ୍ ଅଧିକ । କାରଣ ବ୍ୟାଙ୍କକୁ…
Read More...

ଟଙ୍କା ପାଇଁ ଟେନସନର ଲମ୍ବା ଲାଇନ୍ ! ଡିପୋଜିଟ୍ ଓ ବଦଳ ପାଇଁ ବ୍ୟାଙ୍କରେ ଭିଡ

କନକ ବ୍ୟୁରୋ : ଟଙ୍କା ପାଇଁ ଟେନସନ୍ । ନୀତି ନିୟମର ଲମ୍ବା ଲାଇନ୍ । ସମୟ ପୂର୍ବରୁ ପରିଚୟ ପତ୍ର ଧରି ବ୍ୟାଙ୍କ୍ ଆଗରେ ଭିଡ । ଆଉ କର୍ମଚାରୀଙ୍କ ଠାରୁ ଫର୍ମ ନେଇ ଘଂଟା ଘଂଟାର ଅପେକ୍ଷା । କିଏ ଘରେ ସଂଚିଥିବା ଟଙ୍କା ଡିପୋଜିଟ୍ କରୁଚି ତ କିଏ ପୁଣି ପୁରୁଣା ନୋଟକୁ ବଦଳାଇ ନୂଆ ନୋଟ୍ ନେଉଛି ।…
Read More...

କଳାଟଙ୍କାରେ ସୁନାକିଣା ! ଅନ୍ଧାର ରାତିରେ ପୁଲିସ୍ ଓ ମିଡିଆକୁ ଆଡେଇ ଅନ୍ତର୍ଦ୍ଧାନ ହୋଇଗଲେ ମହିଳା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଜାରରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କା ନୋଟ୍ ପ୍ରତ୍ୟାହାର ହେବା ପରେ ଗତକାଲି ରାଜଧାନୀର ବାଣୀବିହାର ଛକ ସ୍ଥିତ ଏକ ପ୍ରତିଷ୍ଠିତ ଗହଣା ଦୋକାନ ଆଗରେ ଏକ ରହସ୍ୟମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ଆସିଥିଲା , କଳାଟଙ୍କାକୁ ଧଳା କରିବା ପାଇଁ କିଛି…
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋଇସିଂହା ଗସ୍ତଙ୍କୁ ବିରୋଧ : ନବୀନଙ୍କ ସଭାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ

ବଲାଙ୍ଗିର : ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ । ଲୋଇସିଂହାରେ ନବୀନଙ୍କ ସଭାରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ବଲାଙ୍ଗିର ପୁଲିସ ୪ ବିଜେପି କର୍ମୀଙ୍କୁ ଅଟକ ରଖିଛି । ଲୋଇସିଂହାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ବେଳେ ତାଙ୍କୁ…
Read More...

ଅନୀଲ ବୋକିଲଙ୍କୁ ନେଇ ଚର୍ଚ୍ଚା ! ଅନୀଲଙ୍କ ପ୍ରସ୍ତାବ ଯୋଗୁଁ ମୋଦିଙ୍କ ଚିନ୍ତାଧାରାରେ ପରିବର୍ତନ

କନକ ବ୍ୟୁରୋ : ମଙ୍ଗଳବାର ମଧ୍ୟରାତ୍ରିରୁ ଅଚଳ ହେଲା ୫ଶହ ଓ ୧ହଜାର ନୋଟ୍ । ଏହି ନୋଟ୍ ଅଚଳ କରିବା ନିଷ୍ପତି ପଛରେ କିଏ ରହିଛି । ତାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଅର୍ଥକ୍ରାନ୍ତି ସଂସ୍ଥା ସଦସ୍ୟ ଅନିଲ ବୋକିଲ ଏହି ପ୍ରସ୍ତାବ…
Read More...

ମାଲକାନଗିରି ସୀମାରେ ମାଓବାଦୀଙ୍କ ମହାମେଳି : ଟାର୍ଗେଟରେ ବିଜେପି ଓ ଟିଡିପି ନେତା

ମାଲକାନଗିରି : ମାଲକାନଗିରି ସୀମାରେ ମାଓବାଦୀଙ୍କ ମହାମେଳି । ଅକ୍ଟୋବର ୨୪ ପଣସପୁଟ ଏନକାଉଂଟରକୁ ବିରୋଧ କରି ବିଶାଖାପାଟଣା ଜିଲ୍ଲାର କୋଇରୁମଣ୍ଡଳ ଜଙ୍ଗଲରେ ଏକାଠି ହୋଇଛନ୍ତି ମାଓବାଦୀ ଓ ମାଓ ସମର୍ଥକ । ଓଡିଶା ଓ ଆନ୍ଧ୍ରର ମିଳିତ ଅପରେସନରେ ୩୦ ମାଓବାଦୀଙ୍କ ମୃତ୍ୟୁର ବଦଲା ନେବା ପାଇଁ ମାଓ…
Read More...

୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ କିଭଳି ! ଦେଖନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : ବଜାରକୁ ଆସିଛି ନୂଆ ୫୦୦ ଟଙ୍କିଆ ଏବଂ ୨୦୦୦ ଟଙ୍କିଆ ନୋଟ୍ । ଏହି ନୋଟ୍ ଦେଖିବାକୁ କେମିତି ରହିଛି ତା’ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ଗୋଲାପି । ନୋଟ୍ ଦେଖିବା ଯଦି, ୪୫ ଡିଗ୍ରୀ ବଙ୍କେଇ ଦେଖିଲେ ଟଙ୍କା ପରିମାଣର ଛାୟା ଦୃଷ୍ଟିକୁ ଆସିବ ।…
Read More...

ଘୋଷଣାର ଦିନକ ପରେ ଖୋଲିଲା ବ୍ୟାଙ୍କ : ବଜାରକୁ ଆସିଲା ନୂଆ ନୋଟ୍

କନକ ବ୍ୟୁରୋ : କେନ୍ଦ୍ର ସରକାର ୫ ଶହ ଟଙ୍କିଆ ଓ ଏକ ହଜାର ଟଙ୍କାକୁ ଅଚଳ ଘୋଷଣା କରିବା ପରେ ବଜାର ମଧ୍ୟ ଅଚଳ ହୋଇପଡିଛି । ଖୁଚୁରା ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତେବେ ଆଜି ସକାଳ ୮ଟାରୁ ବ୍ୟାଙ୍କ ଖୋଲିଛି । ଲୋକେ ନିଜ ପରିଚୟ ପତ୍ର ସଙ୍ଗରେ ନେଇ ନିଜ ଆକାଉଂଟରେ ପୁରୁଣା ନୋଟ…
Read More...

ଆର୍‌ବିଆଇରେ ଖୋଲିଲା ସ୍ୱତନ୍ତ୍ର ହେଲ୍‌ପ ଡେସ୍କ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ହୋଇ ଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଆସନ୍ତାକାଲି ଠାରୁ ବ୍ୟାଙ୍କରେ ବଦଳାଇ ହେବ । ଏ ସଂକ୍ରାନ୍ତରେ ଲୋକମାନେ ଯଦି କୌଣସି ପ୍ରକାର ସମସ୍ୟା ବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ ଭାରତୀୟ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…
Read More...