Browsing Category

ନ୍ୟୁଜ୍

ଅପପୁଷ୍ଟି କବଳରେ ନଗଡା : ସ୍ୱୀକାର କଲେ ସରକାର

ଯାଜପୁର : ଶେଷରେ ସରକାର ନଗଡ଼ା ଭଳି ଅପହଂଚ ଇଲାକାର କରୁଣ ସ୍ଥିତି ସଂପର୍କରେ ସ୍ୱୀକାର କରିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ସେଠାରେ ଗୋଟିଏ ଗୋଟିଏ ପରିବାରରେ ୮/୯ ଛୁଆ ଅଛନ୍ତି । ବର୍ଷେ ନପୂରୁଣୁ ପୁଣି ମା’ କୋଳକୁ ଆସିଯାଉଛି ଛୁଆ। ପରିବାର କଲ୍ୟାଣ ଯୋଜନା ବୋଲି…
Read More...

ଥାନା ଭିତରେ ଗୋଟିଏ ରାତି ! କନ୍ଧମାଳକୁ ପଲିଟିକାଲ୍ ପିଚ୍ କଲା କଂଗ୍ରେସ୍

କନ୍ଧମାଳ : ଥାନା ଭିତରେ ଗୋଟିଏ ରାତି । ସନ୍ଧ୍ୟା ସାଢ଼େ ୬ରୁ ରାତି ସାଢ଼େ ୩ଟା ଯାଏଁ ବାଲିଗୁଡ଼ା ଥାନାକୁ ଘେରିଲା କଂଗ୍ରେସ । ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ରାତିସାରା ଯୁକ୍ତି ତର୍କ ଚାଲିଲା । ପ୍ରଥମେ ଆଇଆଇସି, ପରେ ଏସଡିପିଓ ଏବଂ ଶେଷରେ ପହଂଚଥିଲେ ଏସପି । ହେଲେ ସମାଧାନର ବାଟ…
Read More...

ବେପରୁଆ ଡ୍ରାଇଭରଙ୍କ ଉପରେ ଅଙ୍କୁଶ : ୪ ହଜାର ଲୋକଙ୍କ ଠାରୁ ଡିଏଲ୍ ଛଡାଇ ନେଲା ପରିବହନ ବିଭାଗ

କନକ ବ୍ୟୁରୋ : ମଦ୍ୟପାନ ସହ ଗାଡ଼ି ଚଳାଇବା ଚଳିବ ନାହିଁ । କାରଣ ମଦ୍ୟପଙ୍କ ଯୋଗୁଁ ଗାଡ଼ି ଦୁର୍ଘଟଣା ବଢ଼ୁଛି । ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ପ୍ରାୟ ୪ ହଜାର ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ…
Read More...

୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ : କୃଷି ସଚିବ

ବଜାରରେ ଆଳୁ ଦର ଦିନକୁ ଦିନ ବଢି ଚାଲିଛି । ତେଣୁ ଆଳୁ ମିଶନ ନେଇ କୃଷି ବିଭାଗର ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ୨୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ଲକ୍ଷ ଥିବା ନେଇ ସୂଚନା ଦେଇଛନ୍ତି କୃଷି ସଚିବ । ଏହା ସହ କହିଛନ୍ତି ଏହି ଚାଷ ପାଇଁ ୧ ହଜାର ମେଟ୍ରିକ୍ ଟନ୍ ଆଳୁ ବିହନ ବଂଟାଯିବ ।
Read More...

ଯାଜପୁର ନଗଡା ଶିଶୁ ମୃତ୍ୟୁ ମାମଲା : ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯାଜପୁର ନଗଡା ଶିଶୁ ମୃତ୍ୟୁ ମାମଲାରେ ସରକାରଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ୍ । ୩ ସପ୍ତାହ ମଧ୍ୟରେ ଜବାବ୍ ଦେବାକୁ ନିର୍ଦେଶ ।
Read More...

ବର୍ଷାସୋନୀ– ରାଜଶ୍ରୀଙ୍କ ଯୌତୁକ ନିର୍ଯାତନା ମାମଲାକୁ ଖାରଜ କଲେ ହାଇକୋର୍ଟ

କନକ ବ୍ୟୁରୋ : ରଦ୍ଦ ହେଲା ବର୍ଷାସୋନିଙ୍କ ଯୌତୁକ ନିର୍ଯାତନା ମାମଲା । ବୁଝାମଣା ଭିତିରେ ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ବର୍ଷା-ରାଜାଶ୍ରୀଙ୍କ ପୁନର୍ମିଳନ ପରେ ମାମଲା ରଦ୍ଦ କରିବାକୁ ସତ୍ୟପାଠ ଦାଖଲ ହୋଇଥିଲା । ଆଜି ହାଇକୋର୍ଟ ମାମଲାକୁ ରଦ୍ଦ କରିଦେଇଛନ୍ତି । ଗତ ଜୁନ ମାସରେ…
Read More...

ନୟାଗଡରେ ପଂଚାୟତିରାଜ ଓ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ

ନୟାଗଡ : ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ । ନୟାଗଡରେ ପଂଚାୟତିରାଜ ଓ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ ଉଦ୍ୟମ କରିବା ବେଳେ ୬ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ । ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରେ ବିଜେଡି…
Read More...

ଭିଜିଲାନ୍ସ ଜାଲରେ ବିଏମସି ଜମାଦାର : ତିନିଟି ସ୍ଥାନରେ ଏକକାଳୀନ ରେଡ୍

ବ୍ରହ୍ମପୁର : ଭିିଜିଲାନ୍ସ ଜାଲରେ ବିଏମସି ଜମାଦାର । ବ୍ରହ୍ମପୁର ମହାନଗର ନିଗମର ଜମାଦାର ଲକ୍ଷ୍ମଣ ଚର୍ଚ୍ଚିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଲକ୍ଷ୍ମଣଙ୍କ ବ୍ରହ୍ମପୁର ଲକ୍ଷ୍ମୀସାଗରରେ ଥିବା ଘର ସମେତ ୩ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଚଢାଉ ବେଳେ ଡକ୍ୟୁମେଂଟ, ବିଭିନ୍ନ…
Read More...

ରାଉରକେଲା ଷ୍ଟିଲ ପ୍ଲାଂଟରେ ସିବିଆଇ ରେଡ୍

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ରାଉରକେଲା ଷ୍ଟିଲ ପ୍ଲାଂଟରେ ସିବିଆଇ ରେଡ୍ । ଡିଜିଏମ ହରେକୃଷ୍ଣ ବେହେରାଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଘରେ ସିବିଆଇ ରେଡ ହୋଇଥିବା ଜଣାପଡିଛି । ଆୟବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ସିବିଆଇର ୬ଟି ଟିମ୍ ଏହି ଚଢାଉ କରୁଛି । ହରେକୃଷ୍ଣଙ୍କ ଅଫିସ ଓ…
Read More...

ଅଣାୟତ ହେଉଛି ଡେଙ୍ଗୁ : ବଡବିଲରେ ସ୍ଥିତି ଅନୁଧ୍ୟାନ ପାଇଁ ପହଂଚିଲା କଂଗ୍ରେସର ୪ ଜଣିଆ ପ୍ରତିନିଧି ଦଳ

ବଡବିଲ : ବ୍ୟାପୁଛି ଡେଙ୍ଗୁ ରୋଗ । ୫ରେ ପହଂଚିଛି ରାଜ୍ୟରେ ଡେଙ୍ଗୁ ମୃତ୍ୟୁଙ୍କ ସଂଖ୍ୟା । ଗତକାଲି ଏସସିବି ବଡ ଡାକ୍ତରଖାନାରେ ଜଗତସିଂହପୁରର ଚତୁର୍ଭୁଜ ପରିଡାଙ୍କ ମୃତ୍ୟୁ ହୋଇଥିଲା । ବର୍ତମାନ ସୁଦ୍ଧା କଟକ ବଡ ମେଡିକାଲରେ ୩ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ବେଳେ ବଡବିଲ ଗୋଷ୍ଠୀ…
Read More...