Browsing Category

ନ୍ୟୁଜ୍

ଶଶିକଳାଙ୍କୁ ବଡ ଝଟକା : ତାମିଲନାଡୁ ରାଜ୍ୟପାଳ ଗୃହମନ୍ତ୍ରାଳୟକୁ ଦେଲେ ରିପୋର୍ଟ

କନକ ବ୍ୟୁରୋ : ତାମିଲନାଡୁରେ ସରକାର ଗଠନ ପାଇଁ ଏଆଇଏଡିଏମକେର ଚାଲିଥିବା ଲଢେଇ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ପନିରସେଲଭମ ଓ ଶଶିକଳା ନଟରାଜନଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ରାଜ୍ୟପାଳଙ୍କ ନିଷ୍ପତି ଉପରେ ନିର୍ଭର କରୁଛି । ରାଜ୍ୟପାଳ ଏ ନେଇ କେନ୍ଦ୍ରକୁ ରିପୋର୍ଟ ମଧ୍ୟ…
Read More...

ଉତ୍ତର ପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ : ୭୩ ଆସନ ପାଇଁ ଭୋଟ ଗ୍ରହଣ

କନକ ବ୍ୟୁରୋ : ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ହେବ । ପ୍ରଥମ ପର୍ଯ୍ୟାୟରେ ୭୩ଟି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମୈଦାନରେ ଅଛନ୍ତି ୮୩୯ ଜଣ ପ୍ରାର୍ଥୀ । ଏଠାରେ ସପା-କଂଗ୍ରେସ, ବିଜେପି ଓ ବିଏସପି ମଧ୍ୟରେ ତ୍ରିକୋଣୟୀ ମୁକାବିଲା ହେଉଛି । ମୋଟ ୨କୋଟି ୬୦ ଲକ୍ଷ ଭୋଟର…
Read More...

ମହାକାଳପଡାରେ ନିର୍ବାଚନୀ ହିଂସା : ପୋଷ୍ଟର ଚିରାକୁ ନେଇ ବିଜେଡି-ବିଜେପି କର୍ମୀଙ୍କ ସଂଘର୍ଷ

କନକ ବ୍ୟୁରୋ : କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ଗୟାସପୁର ଗାଁରେ ନିର୍ବାଚନୀ ହିଂସା । ବିଜେଡି ଓ ବିଜେପି କର୍ମୀ ମଧ୍ୟରେ ପୋଷ୍ଟର ଚିରାକୁ ନେଇ ଘଟିଛି ସଂଘର୍ଷ । ବିଜେପି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣରେ ବିଜେଡି ସମର୍ଥକ ଗୋଟିଏ ପରିବାରର ୫ ଜଣ ଆହତ…
Read More...

ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ : ନିଜ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁରୁ ଆରମ୍ଭ କରିବେ ପ୍ରଚାର

କନକ ବ୍ୟୁରୋ : ଆଜି ଠାରୁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳି ହିଂଜିଳିକାଟୁରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଆଜି ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ହିଂଜିଳାକୁଟ ଯିବେ । ପରେ ସେଠାରୁ ରୋଡ ସୋରେ…
Read More...

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର : ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ହେବ ଜୋରଦାର ଉଦ୍ୟମ

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବାକୁ ପ୍ରସ୍ତୁତି କରିଛନ୍ତି । ଆଜି ବିଜେପି ତରଫରୁ ଛତିଶଗଡ…
Read More...

ବେଳାଭୂମୀରେ ବାଲିର ଦୁର୍ଗ ! ଗିନିଜ ବୁକରେ ସାମିଲ ହେଲା ଝୁରାବାଲିର ସୈାଦାଗର ସୁଦର୍ଶନଙ୍କ ବାଲୁକା କଳା

କନକ ବ୍ୟୁରୋ : ବାଲି ଦୁର୍ଗରେ ଝଲସିଲା ବେଳାଭୂମୀ । ଝୁରାବାଲିର ସୈାଦାଗର ଦେଖାଇଲେ ହାତର ଯାଦୁ । ଗିନିଜ ବୁକରେ ସାମିଲ ହେଲା ୪୮ ଫୁଟର ଦୁର୍ଗ । ଆନ୍ତର୍ଜାତିକ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ କରିଛନ୍ତି ବିଶାଳ ଦୁର୍ଗ । ଲଗାତର ୫ ଦିନ ଧରି ପରିଶ୍ରମ ପରେ ତିଆରି ହୋଇଛି…
Read More...

କାଠଗଡାରେ ଓକିଲ ! ହାଇକୋର୍ଟ ଲିଫ୍ଟରେ ମହିଳା ପୁଲିସ ଅଫିସରଙ୍କୁ ଅସଦାଚରଣ ଅଭିଯୋଗ

କନକ ବ୍ୟୁରୋ : ବଢ଼ିଲା ସରକାରୀ ଓଳିଲଙ୍କ ଅଡୁଆ । ହାଇକୋର୍ଟ କ୍ୟାମ୍ପସ ପରିସରରେ ମହିଳା ଇନ୍ସପେକ୍ଟରଙ୍କୁ ଅସଦାଚରଣ ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ କଲା ପୁଲିସ । ଦୁଇ ଜଣ ସରକାରୀ ଓକିିଲଙ୍କୁ ଚିହ୍ନଟ କରିଛି ଲାଲବାଗ୍ ଥାନା ପୁଲିସ । ତେବେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…
Read More...

ଭଂଜନଗରରେ ଭୟଙ୍କର ନିଆଁ ! ପାଉଁଶ ପାଲଟିଗଲା ଶହେରୁ ଅଧିକ ଘର

କନକ ବ୍ୟୁରୋ : ଭଂଜନଗରରେ ଭୟଙ୍କର ନିଆଁ । ଜଳି ପୋଡି ଛାରଖାର ହୋଇଯାଇଛି ଗାଁ । ପାଉଁଶ ପାଲଟିଗଲା ଶହେରୁ ଅଧିକ ଘର । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ୍ ଖମାରେଡ୍ଡୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦମକଳ ଗାଡି ନିଆଁକୁ ଆୟତ…
Read More...

ବିଜେଡି – ବିଜେପି ଖଣ୍ଡଯୁଦ୍ଧ ! ନବରଙ୍ଗପୁରରେ ରାଜନୀତିର ମହାଭାରତ

କନକ ବ୍ୟୁରୋ : ଭୋଟ୍ ପୂର୍ବରୁ ଭୟଙ୍କର ଚିତ୍ର । ପଂଚାୟତ ଦଖଲ ପାଇଁ ପାୱାର ସୋ । ପ୍ରଚାର ମୈଦାନରେ ବଳ କଷାକଷି । ସାପ୍ତାହିକ ହାଟ ପାଲଟିଲା ରଣକ୍ଷେତ୍ର । ନିର୍ବାଚନର ଦୁଇ ଦିନ ପୂର୍ବରୁ ଅଶାନ୍ତ ହୋଇଉଠିଛି ନବରଙ୍ଗପୁର । ଜିଲ୍ଲାରେ ଦେଖାଦେଇଛି ନିର୍ବାଚନୀ ହିଂସା ଓ ରକ୍ତାକ୍ତ ସଂଘର୍ଷ ।…
Read More...

ବଲାଙ୍ଗିରରେ ପ୍ରଶ୍ନ ଗଞ୍ଜାମରେ ଉତ୍ତର ! ମହାନଦୀ ପ୍ରସଙ୍ଗରେ ରମଣଙ୍କୁ କାଉଂଟର କରିବେ ନବୀନ

କନକ ବ୍ୟୁରୋ : ବିଜେପିର ଷ୍ଟାର ପ୍ରଚାରକ ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ କାଉଂଟର କରିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀକୁ ନେଇ ବଲାଙ୍ଗିରରେ ନବୀନଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ ରମଣ ସିଂହ । କହିଥିଲେ ବିପଦର ସମାଧାନ…
Read More...