କୁକୁର କାମୁଡିବା ଦ୍ୱାରା ତୁରନ୍ତ କରନ୍ତୁ ଏହି ଗୋଟିଏ ଉପଚାର ! ଶରୀର ସାରା ବ୍ୟାପି ପାରିବନି ଟିକିଏ ବି ଜହର

98

ସାଧାରଣତଃ ବୁଲା କୁକୁରଙ୍କ ମଧ୍ୟରେ ଅନେକ ପ୍ରକାରର ରୋଗଜୀବାଣୁମାନ ଭରି ରହିଥାନ୍ତି । ଅନେକ ସମୟରେ ଆମେ ବାହାରେ ବୁଲୁଥିବା ବେଳେ ହଠାତ୍ କୁକୁର କାମୁଡି ଦେଇଥାଏ । ଯାହାଦ୍ୱାରା ବହୁତ ଯନ୍ତ୍ରଣା ହୋଇଥାଏ । ବୁଲା କୁକୁର କାମୁଡିବା ଦ୍ୱାରା Rabies insect ଶରୀର ମଧ୍ୟକୁ ଚାଲି ଆସିଥାଏ । ଯାହାଦ୍ୱାରା ବ୍ୟକ୍ତିଙ୍କଠାରେ ଜଳାତଙ୍କ ବା ପାଗଳାମି ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଏପିରସ୍ଥଳେ କୁକୁର କାମୁଡା ଦ୍ୱାରା ଘା’କୁ ପାଣିରେ ଭଲ ଭାବରେ ସଫା କରିଦେବା ଉଚିତ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଙ୍କ ନିକଟକୁ ନେଇଯିବା ଉଚିତ । ହେଲେ ଅଧିକାଂଶ ସମୟରେ ମେଡିକାଲ ନିକଟରେ ନଥିବା କାରଣରୁ ଏଭଳି ପରିସ୍ଥିତିରେ ଇନଫେକ୍ସନରୁ ବଂଚିବା ପାଇଁ ତୁରନ୍ତ ଘରୋଇ ଉପଚାର ମଧ୍ୟ କରିପାରିବେ । ତେବେ ଆସନ୍ତୁ ଜାଣିବା କିଛି ଏଭଳି ହିଁ ଘରୋଇ ଉପଚାର ସଂପର୍କରେ…

ଲାଲ ଲଙ୍କା

କୁକୁର କାମୁଡିବା ଦ୍ୱାରା ଘା’କୁ ତୁରନ୍ତ ପାଣିରେ ଧୋଇଦିଅନ୍ତୁ । ଏବଂ ଜହର ଯେପରି ଶରୀର ସାରା ନ ବ୍ୟାପି ପାରିବ ସେଥିପାଇଁ ଖଣ୍ଡିଆ ହୋଇଥିବା ସ୍ଥାନରେ ଲଙ୍କା ଗୁଣ୍ଡ ବ୍ୟବହାର କରନ୍ତୁ । ଲଙ୍କା ଗୁଣ୍ଡକୁ ସୋରିଷ ତେଲରେ ମିଶାଇ ଘା’ରେ ଲଗାଇ ଦିଅନ୍ତୁ । ଯାହାଦ୍ୱାରା ଇନଫେକ୍ସନ ହେବ ନାହିଁ ।

ପିଆଜ

ପିଆଜ ରସ, ବାଦାମ ଗୁଣ୍ଡ, ଲୁଣ ଏବଂ ମହୁକୁ ସମାନ ମାତ୍ରାରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ କୁକୁର କାମୁଡିଥିବା ସ୍ଥାନରେ ଭଲଭାବରେ ଲଗାଇଦିଅନ୍ତୁ ଏବଂ ଏହାକୁ ଲଗାଇସାରିବା ପରେ ଏକ ସଫା କପଡାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଏଭଳି କରିବା ଦ୍ୱାରା କୁକୁରର ବିଷ ଶରୀର ସାରା ବ୍ୟାପି ପାରି ନଥାଏ ।

କଳା ମରିଚ

କଳା ମରିଚ ବ୍ୟବହାର କରି ମଧ୍ୟ କୁକୁରର ବିଷକୁ ରୋକା ଯାଇପାରିବ । ଏଥିପାଇଁ ୧୦ରୁ ୧୫ଟି କଳା ମରିଚ ଏବଂ ୨ ଚାମଚ ଜିରାକୁ ପେସି ଦିଅନ୍ତୁ ଏବଂ ଏହାକୁ ପାଣିରେ ମିଶାଇ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ଘା’ରେ ଲଗାଇ ଦିଅନ୍ତୁ । ଆରାମ ମିଳିବ ।

ହେଙ୍ଗୁ

ଯଦି କୌଣସି ବ୍ୟକ୍ତିଙ୍କୁ କୌଣସି ପାଗଳ କୁକୁର କାମୁଡି ଦେଇଥାଏ ତେବେ ଏଥିପାଇଁ ହେଙ୍ଗୁ ବ୍ୟବହାର କରିପାରିବେ । ପାଗଳ କୁକୁର କାମୁଡିବା ଦ୍ୱାରା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପାଗଣାମି ସମସ୍ୟା ହୋଇପାରେ । ଏଥିପାଇଁ ହେଙ୍ଗୁରେ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଘା’ରେ ଲଗାଇଦିଅନ୍ତୁ । ଏହାଦ୍ୱାରା ସଂପୂର୍ଣ୍ଣ ଜହର ନଷ୍ଟ ହୋଇଯାଇଥାଏ ।