Browsing Category

ମନୋରଞ୍ଜନ

‘ଡିୟର ଜିନ୍ଦେଗୀ’ରେ ନଜର ଆସିବେନି ତାହିର ରାଜ ଭସିନ

ଅଭିନେତା ତାହିର ରାଜ ଭସିନ ‘ଡିୟର ଜିନ୍ଦେଗୀ’ ସିନେମାରେ କାମ କରୁ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । ଉରି ଆକ୍ରମଣ ଘଟଣା ପରେ ପାକିସ୍ତାନୀ ଅଭିନେତାଙ୍କୁ ଭାରତୀୟ ସିନେମାରେ ଅଭିନୟ ବ୍ୟାନ କରିବା ଖବର ପରେ ଏ କଥାର ଚର୍ଚ୍ଚା ହୋଇଥିଲା । ମର୍ଦ୍ଦାନୀ ଅଭିନେତା ତାହିର ରାଜ ଭସିନ ଡିୟର…
Read More...

ଚିଙ୍କାରା କେସ ମାମଲା : ପୁଣି ମୁସ୍କିଲରେ ସଲମାନ

ଚିଙ୍କାରା ମାମଲାକୁ ନେଇ ବଲିଉଡ ଅଭିନେତା ସଲମାନ ଖାନ ପୁଣି ଥରେ ଅଡୁଆରେ ଫସିଛନ୍ତି । ଚିଙ୍କାରା ହରିଣ ଶୀକାର ମାମଲାରେ ଯୋଦ୍ଧପୁର ହାଇକୋର୍ଟରୁ ସଲମାନ ନିର୍ଦ୍ଦୋଷରେ ଖଲାସ ହୋଇ ଯାଇଥିଲେ । କିନ୍ତୁ ହାଇକୋର୍ଟର ଏଇ ରାୟ ବିରୋଧରେ ରାଜସ୍ଥାନ ସରକାର ସୁପ୍ରୀମକୋର୍ଟର ସହାୟତା ନେଇଛନ୍ତି ।…
Read More...

ରିଲିଜ୍ ହେଲା ବଲିଉଡ ସିନେମା ‘ଇସ୍କ ଜୁନୁନ୍’ ଓ ‘ରକ୍ ଅନ୍ ୨ ’

ଫ୍ରାଇଡେରେ ରିଲିଜ୍ ହୋଇଛି ସିନେମା ‘ଇସ୍କ ଜୁନୁନ୍’ ଓ ‘ରକ୍ ଅନ୍ ୨’ । ସଂଜୟ ଶର୍ମା ନିର୍ଦ୍ଦେଶିତ ଇସ୍କ ଜୁନୁନ୍ ସିନେମାରେ ଲିଡ୍ ରୋଲରେ ନଜର ଆସିଛନ୍ତି ରାଜବୀର ସିଂ, ଦିବ୍ୟା ସିଂ ଓ ଅକ୍ଷୟ ରଙ୍ଗସାହି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ସିନେମା । ମ୍ୟୁଜିକାଲ…
Read More...

ରିଲିଜ ହେଲା ଫିଲ୍ମ ‘ଡିୟର ଜିନ୍ଦେଙ୍ଗୀ’ର ଗୀତ ‘ଜଷ୍ଟ ଗୋ ଟୁ ହେଲ୍ ଦିଲ୍’

ଶାହାରୁଖ ଖାନ୍ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଡିୟର ଜିନ୍ଦେଙ୍ଗୀ ’ର ଗୀତ ‘ ଜଷ୍ଟ ଗୋ ଟୁ ହେଲ୍ ଦିଲ୍ ’ ରିଲିଜ ହୋଇଯାଇଛି । ଏହି ଗୀତକୁ ଗାଇଛନ୍ତି ସୁନିଧି ଚୈାହାନ । ଅମିତ ତ୍ରିବେଦୀ ଏହାକୁ ସଂଗୀତରେ ସଜାଇଥିବା ବେଳେ ଏହି ଲିରିକାଲ ଗୀତଟିକୁ ଲେଖିଛନ୍ତି କୈାସର ମୁନିର୍ । ଗୈାରୀ…
Read More...

ଫିଲ୍ମରେ ଏବେ ଦେଖିବାକୁ ମିଳିବ ବୋଲ୍ଡ ଓ ନ୍ୟୁଡ୍ ଦୃଶ୍ୟ : ଚାଲିବନି ସେନ୍ସରର କଇଁଚି

ଏବେ ସିନେମାରେ ରହିବ ବୋଲ୍ଡ, ଅନ୍ତରଙ୍ଗ ଓ ନ୍ୟୁଡ୍ ଦୃଶ୍ୟ । ଏଭଳି ଦୃଶ୍ୟ ଥିବା ସିନେମାରେ ଆଉ ଚାଲିବନି ସେନ୍ସରର କଇଁଚି । କିନ୍ତୁ ଏହି କଣ୍ଟେଟ୍ ଥିବା ସିନେମା ଗୁଡିକୁ ମିଳିବି ଏକ ସ୍ୱତନ୍ତ୍ର ବିଭାଗର ସାର୍ଟିଫିକେଟ୍ । ତେବେ ଖୁବ୍ ଶୀଘ୍ର ଏନେଇ ଗାଇଡଲାଇନ୍ ପ୍ରସ୍ତୁତ କରି ପ୍ରସାରଣ…
Read More...

କାଇରୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ପ୍ରଦର୍ଶିତ ହେବ ୩ ଭାରତୀୟ ଫିଲ୍ମ

ଇଜିପ୍ଟରେ ୧୫ରୁ ୨୪ ନଭେମ୍ବର ଯାଏ ଅନୁଷ୍ଠିତ ହେଉଥିବା କାଇରୋ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ କୋଙ୍କଣ ସେନ ଶର୍ମା ଅଭିନୀତ ଫିଲ୍ମ ‘ ଲିପଷ୍ଟିପ୍ ଅଣ୍ଡର ମାଇଁ ବୁର୍ଖା ’ ସହ ୩ ଭାରତୀୟ ଫିଲ୍ମ ବି ପ୍ରଦର୍ଶିତ ହେବ । ଏହି ମହୋତ୍ସବରେ ସତୀଶ ସନ୍ତୋଷ ବାବୁସେନଙ୍କ ମାଲୟାଲମ ଫିଲ୍ମ ‘ ଦ…
Read More...

ବରୁଣ ଧୱନଙ୍କ ସ୍ୱପ୍ନ ହେଲା ପୂରଣ ! “ଜୁଡୱା’ରେ ଅତିଥି ଭୂମିକାରେ ନଜର ଆସିବେ ସଲମାନ

"ଷ୍ଟୁଡେଂଟ୍ ଅଫ ଦ ଇୟର' ସିନେମାରୁ ଅଭିନୟ ଆରମ୍ଭ କରିଥିବା ଅଭିନେତା ବରୁଣ ଧୱନଙ୍କ ପାଦ ଆଉ ତଳେ ଲାଗୁନି । ସେ ଏବେ ବେଶ ଖୁସି କାରଣ, ଦବଙ୍ଗ ତାରକା ସଲମାନ ଖାନ ତାଙ୍କ ସିନେମା "ଜୁଡୱା'ରେ ଅତିଥି ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇ ଯାଇଛନ୍ତି । ସଲମାନ ବରୁଣଙ୍କ ଗୁରୁ ହୋଇ ତାଙ୍କୁ…
Read More...

ଜୋୟାଙ୍କ ଫିଲ୍ମରେ ଜମିବ ରଣବୀର ଓ ଆଲିଆଙ୍କ ଯୋଡି

ବି-ଟାଉନରେ ଏକ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ରଣବୀର ସିଂହ ଓ ଆଲିଆ ଭଟ୍ଟ ଆଗକୁ ଏକ ସିନେମାରେ ନଜର ଆସିବେ । ସିଲଭର ସ୍କ୍ରିନରେ ରୋମାନ୍ସ କରୁଥିବାର ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଫିଲ୍ମ ନିର୍ମାତା ଜୋୟା ଅଖତରଙ୍କ ଆଗାମୀ ଫିଲ୍ମରେ ରଣବୀର ଓ ଆଲିଆ…
Read More...

ଏମିତି ଫିଲ୍ମ ଯେଉଁଥିରେ ସେକ୍ସ ଦୃଶ୍ୟ ଥିଲା ଅସଲି

ବିଶ୍ୱର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଏମିତି ଦେଶ ଅଛି ଯେଉଁଠି ସେକ୍ସକୁ ଅସଲିରେ ସୁଟ୍ କରାଯାଇଥାଏ ଏବଂ ଆମକୁ ଲାଗେ ଏ ସବୁ ଏମିତି ଦେଖାଇବା ପାଇଁ ହୋଇଥାଏ । ବିଶ୍ୱାସ ହୁଏନି ଆମକୁ । କିନ୍ତୁ ଏହା ସତ ଯେ ସତରେ ଏମିତି ଖୁଲମଖୁଲା ସେକ୍ସ ହୁଏ ଫିଲ୍ମ ଦୃଶ୍ୟରେ । ଆପଣକୁ ଏମିତି କିଛି ଫିଲ୍ମ…
Read More...

କମେଡି କିଙ୍ଗଙ୍କ ରୋମାଂଟିକ୍ ଅବତାର : ଅଜୟ ଦେବଗନଙ୍କ ଝିଅ ସହ ରୋମାନ୍ସ କରିବେ କପିଲ୍

ଛୋଟ ପରଦାରେ ସମସ୍ତଙ୍କୁ ହସାଉଥିବା କପିଲ୍ ଏବେ ବଡ ପରଦାରେ ପୁଣି ଥରେ କରିବେ ରୋମାନ୍ସ । ସେ ପୁଣି ଅଜୟ ଦେବଗନଙ୍କ ଝିଅ ସହ । ତେବେ ଅଜୟଙ୍କ ରିୟଲ୍ ଝିଅ ନୁହେଁ ରିଲ୍ ଝିଅ । ଅର୍ଥାତ୍ ସିନେମା ‘ଦୃଶ୍ୟମ୍’ରେ ଅଜୟଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଇଷିତା ଦତ୍ତଙ୍କ ସହ ଆଗାମୀ ସିନେମାରେ…
Read More...