Browsing Category

ମନୋରଞ୍ଜନ

ଆସୁଛି ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନସେନସର୍ଡ’ !

ଖୁବ୍ ଶୀଘ୍ର ସିନେ ପ୍ରେମୀ ପଢ଼ିବାକୁ ପାଇବେ ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନସେନସର୍ଡ’। ନିଜ ବହିର ଏକ ଫଟୋ ରିଷି ଟ୍ୱିଟରରେ ସେୟାର କରିଛନ୍ତି। ଏହି ଫଟୋରେ ସେ ନିଜର ଦୁଇ ସାଙ୍ଗ ସୁବା ରାଓ ଏବଂ ଜୟରାମଙ୍କ ସହ ନଜର ଆସିଛନ୍ତି। ରିଷି ଗୋଟିଏ ବହିକୁ ପ୍ରଥମେ ଭଗବାନ…
Read More...

ଚର୍ଚ୍ଚାରେ ପାକିସ୍ତାନୀ ଗାୟକ ଆତିଫ୍ ଅସଲମ୍ ! ପ୍ରୋଗ୍ରାମ୍ ଅଧାରେ ଗୀତ ବନ୍ଦ କରି ଯୁବତୀଙ୍କୁ କଲେ ଉଦ୍ଧାର

ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କ ପ୍ରଶଂସକ ଦୁନିଆରେ କମ୍ ନାହାନ୍ତି । ଲୋକେ ତାଙ୍କ ସ୍ୱରର ଦିବାନା । ନିକଟରେ ଆତିଫ ଅସଲମ ଏପରି କିଛି କାମ କରିଛନ୍ତି ଯାହା ଶୁଣି ଆପଣ ବି ତାଙ୍କର ପ୍ରଶଂସାରେ ଶତମୁଖ ହୋଇଯିବେ । କରାଚୀର ଏକ ଇଭେଣ୍ଟରେ ରାତି ପ୍ରାୟ ୧ଟାରେ ଆତିଫ ଗୀତ ଗାଇବା ପାଇଁ ମଞ୍ଚରେ…
Read More...

ଜୁନିୟର ବଚ୍ଚନଙ୍କ ପ୍ରେମ ନିବେଦନର କାହାଣୀ !

ବଲିଉଡର ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଐଶର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି ଅନ୍ୟତମ । ୨୦ ଅପ୍ରେଲ ୨୦୦୭ରେ ଏହି ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କର ବିବାହ ଏବଂ ପ୍ରୋପୋଜ କରିବାର ମୁହୂର୍ତକୁ ଅଭିଷେକ ମନେପକାଇ ତାଙ୍କର ଟ୍ୱିଟର ଆକାଂଉଟରେ ବହୁତ କିଛି…
Read More...

‘କୁଙ୍ଗ୍-ଫୁ ୟୋଗା’ ସିନେମାର ପ୍ରଚାର ପାଇଁ ମୁମ୍ବାଇ ଆସିବେ ସୁପରଷ୍ଟାର ଜ୍ୟାକି ଚାନ

ମୁମ୍ବାଇ ଆସୁଛନ୍ତି ସୁପରଷ୍ଟାର ଜ୍ୟାକି ଚାନ । ଆସନ୍ତା ସପ୍ତାହ ଅଭିନେତା ସୋନୁ ସୁଦ ମୁମ୍ବାଇରେ ଆନ୍ତର୍ଜାତିକ ସୁପରଷ୍ଟାର ଜ୍ୟାକି ଚାନଙ୍କର ଅତିଥି ସତ୍କାର କରିବେ । ସୋନୁ ସୁଦ ଓ ଜ୍ୟାକି ଚାନଙ୍କ ଆଗାମୀ ସିନେମା ‘କୁଙ୍ଗ୍-ଫୁ ୟୋଗା’ କଥା ବହୁତ ଆଗରୁ ଚର୍ଚ୍ଚା ଚାଲିଛି । ଏବେ ‘କୁଙ୍ଗ୍-ଫୁ…
Read More...

ସଞ୍ଜୟ ଦତ୍ତଙ୍କ ବାୟୋପିକରେ ରଣବୀର କପୁରଙ୍କ ସହ ନଜର ଆସିବେ ଦିୟା ମିର୍ଜା

ରଣବୀର କପୁର, ରାଜ କୁମାର ହିରାନୀଙ୍କ ସହ ସଞ୍ଜୟ ଦତ୍ତଙ୍କ ବାୟୋପିକ ସିନେମା ପାଇଁ କାମ ଆରମ୍ଭ କରି ଦେଇଛନ୍ତି । ଅନେକ ବାଦବିବାଦ ପରେ ଗତକାଲି ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି । ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ମଧ୍ୟ ନେଇଛନ୍ତି ଏହି ସିନେମାରେ ଏଣ୍ଟ୍ରି । ସୁଟିଂର ପ୍ରଥମ ଦିନ…
Read More...

ଖାସବନ୍ଧୁଙ୍କ ସହ ମସ୍ତିମୁଡରେ ଶାହାରୁଖଙ୍କ ଝିଅ ସୁହାନା ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

ସୋସିଆଲ ମିଡିଆରେ କିଙ୍ଗଖାନ୍ ଶାହାରୁଖଙ୍କ ଝିଅ ସୁହାନା ଏବେ ଚର୍ଚ୍ଚାରେ ରହିଛନ୍ତି । ବଲିଉଡରେ ତାଙ୍କର ପ୍ରବେଶକୁ ନେଇ କି କୈାଣସି ସଠିକ୍ ତଥ୍ୟ ନ'ଥିଲେ ମଧ୍ୟ ଇଂଟରନେଟରେ ସେ ନିଜ ସ୍ଥିତିକୁ ଜାହିର କରିଛନ୍ତି । ନିକଟରେ ସୁହାନା ତାଙ୍କର କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ପାର୍ଟି ମନାଇଛନ୍ତି…
Read More...

ରଣବୀର ସିଂ,ଦୀପିକାଙ୍କ ବୟଫ୍ରେଣ୍ଡ! ଖୁଲାସା କଲେ ହଲିଉଡ ତାରକା ବିନ ଡିଜେଲ

ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜର ପ୍ରେମ ସଂପର୍କକୁ ନେଇ ସର୍ବସମ୍ମୁଖରେ ଏଯାଏଁ କିଛି ପ୍ରକାଶ କରିନାହାନ୍ତି । କିନ୍ତୁ ହଲିଉଡ ତାରକା ବିନ ଡିଜେଲ ନିକଟରେ ଉଭୟଙ୍କ ଲୋଚା ଚୋରା ପ୍ରେମର ଖୁଲାସା କରିଛନ୍ତି । ‘ଏକ୍ସଏକ୍ସଏକ୍ସ:ରିଟର୍ଣ୍ଣ ଅଫ ଜାଣ୍ଡର କେଜ’ ସିନେମାର ପ୍ରମୋଶନ ପାଇଁ ଭାରତ…
Read More...

‘ଦଙ୍ଗଲ’ ସିନେମାରେ ଶ୍ରେଷ୍ଠ ଅଭିନୟ ପାଇଁ ଆମିରଙ୍କୁ ମିଳିଲା ଫିଲ୍ମ ଫେୟାର ଆୱାର୍ଡ

ବର୍ଷ ଶେଷରେ ବାଜି ମାରିନେଲେ ମିଷ୍ଟର ପରଫେକ୍ସନିଷ୍ଟ । ‘ଦଙ୍ଗଲ’ ସିନେମାରେ ନିଜର ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ହାତେଇ ନେଇଛନ୍ତି ଆମିର ଖାନ୍ । ସବୁଠାରୁ ବଡକଥା ହେଉଛି ଶାହାରୁଖ, ସଲମାନ ଓ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଆମିର । "ସୁଲତାନ' ପାଇଁ ସଲମାନ,…
Read More...

ପୁଣି ଫେରୁଛନ୍ତି ରବୀନା ଟଣ୍ଡନ : ଧୁମ ମଚାଇବେ ପରଦାରେ

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ବଲିଉଡର ଏହି ପ୍ରସିଦ୍ଧ ଅଭିନତ୍ରେୀ ଏକ ଫିଲ୍ମରେ ନଜର ଆସୁଛନ୍ତି । ମିଳିଥିବା ସୂଚନା ଅନୁସାରେ ରବୀନା ଟଣ୍ଡନଙ୍କ ଫିଲ୍ମ “ଦି ମଦର”  ର ରିଲିଜ ସ୍ଥିର ହୋଇ ସାରିଛି । ଏହି ଫିଲ୍ମରେ ନିଜର କାମ କରିବାର…
Read More...

ସୋନମଙ୍କୁ ଭାଉଜ କରିବାକୁ ଚାହାଁନ୍ତି କରୀନା ଓ କରିଶ୍ମା ! ‘କଫି ୱିଥ୍ କରନ’ରେ ହେଲା ଖୁଲାସା

ଅଭିନେତ୍ରୀ ସୋନମ୍ କପୁର୍ ନିଜ ଆଫେୟାର୍ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ବିବାହକୁ ନେଇ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି । କାରଣ କରିଶ୍ମା କପୁର ଭାଇ ରଣବୀରଙ୍କ ସହ ସୋନମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହି କଥାର ଖୁଲାସା ନିଜେ କରୀନା କପୁର କରିବା ସହ ସେ ମଧ୍ୟ…
Read More...