Browsing Category

ମନୋରଞ୍ଜନ

ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ୍’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ

ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ୨୫ ବର୍ଷୀୟା ଜଣେ ଯୁବତୀ । ଅଭିଯୋଗ ଅନୁଯାୟୀ, ବିବାହର ପ୍ରତିଶୃତି ଦେଇ କରିମ୍ ପୀଡିତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ । ହେଲେ ଏବେ…
Read More...

ଟ୍ୱିଙ୍କିଲ ଖାନ୍ନାଙ୍କ ଚାଞ୍ଚଲ୍ୟକର ବୟାନ! ଅକ୍ଷୟ ଓ ମୁଁ ଉଭୟେ ଉଭୟଙ୍କୁ ମାରିବା ପାଇଁ କରୁଛୁ ଉଦ୍ୟମ

ନିଜର ୧୬ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ଟ୍ୱିଙ୍କିଲ ଖାନ୍ନା ନିଜ ଓ ଅକ୍ଷୟଙ୍କ ମଧ୍ୟରେ ଥିବା ଏକ ରାଜ ଉପରୁ ପରଦା ଉଠାଇଛନ୍ତି । ବିଗତ ୧୬ ବର୍ଷ ହେଲା ଉଭୟେ ଉଭୟଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଏଯାଏଁ ଏପରି ସମ୍ଭବ ହୋଇପାରି ନାହିଁ ବୋଲି ଟ୍ୱିଙ୍କିଲ ଖାନ୍ନା ଦେଇଛନ୍ତି…
Read More...

ପଞ୍ଜାବୀ ପରମ୍ପରା ଅନୁସାରେ କମେଡିଆନ ଭାରତୀ ସିଂ କଲେ ରୋକା! ଘରେ ବାଜିବ ଶାହାନାଈ

କମେଡିଆନ ଭାରତୀ ସିଂଙ୍କ ଘରେ ବାଜିବ ଶାହାନାଈ । ନିଜର ମଜାଳିଆ ସ୍ୱଭାବ, ଫନି ଲୁକସ୍ ଓ କମେଡି ଟାଇମିଙ୍ଗରେ ସମସ୍ତଙ୍କୁ ହସାଉଥିବା ଭାରତୀ ଖୁବ୍ ଶ୍ରୀଘ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗତ ରବିବାର ଭାରତୀ ତାଙ୍କ ବୟଫ୍ରେଣ୍ଡ ହର୍ଷ ଲିମ୍ବାଚୀଆଙ୍କ ସହ ନିଜର ପରିବାର ଓ କିଛି…
Read More...

ବଡପରଦାରେ ପୁଣି ଥରେ ଏକାଠି ନଜର ଆସିବେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡନେକର

ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ସିନେମା ‘ଦମ ଲଗାକେ ହେଇସା’ରେ ନିଜର ଖଟ୍ଟା ମିଠା କେମେଷ୍ଟ୍ରିରେ ଦର୍ଶକଙ୍କ ମନ କିଣିଥିବା ଆୟୁଷ୍ମାନ ଖୁରାନା ଓ ଭୂମି ପେଡନେକର ପୁଣି ଥରେ ଏକାଠି ନଜର ଆସିବେ । ଉଭୟେ ‘ଶୁଭ ମଙ୍ଗଲ ସାବଧାନ’ ସିନେମାରେ ପୁଣି ଥରେ ନିଜ ଅଭିନୟର ଜଲବା ଦେଖାଇବେ ବୋଲି ଜଣାପଡିଛି…
Read More...

ସଲମାନ ଖାନଙ୍କ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲା ! ଆଜି ଯୋଧପୁର କୋର୍ଟରେ ଶୁଣାଣି

ସଲମାନ ଖାନ୍ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଆଜି ଯୋଧପୁର କୋର୍ଟରେ ଶୁଣାଣି ହେବ । ଏଥିପାଇଁ ଗତକାଲି ସଲମାନ ଯୋଧପୁରରେ ପହଂଚିଛନ୍ତି । ୧୯୯୮ ମସିହାର ଫିଲ୍ମ ‘ହମ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ସଲମାନଙ୍କ ଉପରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ…
Read More...

ମା’ ହେବାକୁ ଚାହାଁନ୍ତି କରଣ ଜୋହର୍ ! ଅଟୋବାୟୋଗ୍ରାଫି ଜରିଆରେ କଲେ ଚାଂଚଲ୍ୟକର ଖୁଲାସା

ବଲିଉଡର ଲୋକପ୍ରିୟ ନିର୍ଦେଶକ କରଣ ଜୋହର୍ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ସବୁଠାରୁ ପ୍ରିୟ ସାଙ୍ଗ କାଜୋଲଙ୍କ ପାଇଁ ବିଭିନ୍ନ ଗଣମାଧ୍ୟମର ହେଡଲାଇନ୍ ପାଲଟିଥିଲେ କରଣ । ଆଉ ଏବେ ନିଜର ଅଟୋବାୟୋଗ୍ରାଫିକୁ ନେଇ…
Read More...

ଜାୟରାଙ୍କୁ ନେଇ କଶ୍ମୀରରେ ଦଙ୍ଗଲ:ମେହବୁବା ମୁଫତିଙ୍କ ସହ “ଦଙ୍ଗଲ’ ଗାର୍ଲଙ୍କ ସାକ୍ଷାତକୁ ନେଇ ବିବାଦ

"ଦଙ୍ଗଲ' ସିନେମାରେ ନିଜର ଦମଦାର ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜାୟରା ୱସିମଙ୍କୁ ନେଇ ଏବେ ଚର୍ଚ୍ଚା । ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ସାକ୍ଷାତ କରିବା ପରେ ସୋମବାର ଦିନ ସେ ଏକ ପତ୍ର ଜରିଆରେ କଶ୍ମୀରବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।…
Read More...

ଜନ୍ମଦିନ ଅବସରରେ ଆଲିଆ ଭଟ୍ଟଙ୍କ ସହ ଲଞ୍ଚ୍ ଡେଟରେ ଗଲେ ସିଦ୍ଧାର୍ଥ ମଲହୋତ୍ରା

ଗତକାଲି ଥିଲା ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମଦିନ । ଜନ୍ମଦିନ ଅବସରରେ ସିଦ୍ଧାର୍ଥ ମଲହୋତ୍ରା ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ଯାଇଥିଲେ ଲଞ୍ଚ୍ ଡେଟରେ । ଜନ୍ମଦିନର ଏଇ ଖାସ ମଉକାରେ ଉଭୟେ ଏକାସଙ୍ଗେ ଲଞ୍ଚ କରିଥିଲେ । ଏହାପରେ ସିଦ୍ଧାର୍ଥ ପ୍ରଶଂସକଙ୍କ ସହ କେକ୍ କାଟି ନିଜର…
Read More...

ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ଦୀପିକା ପାଦୁକୋନଙ୍କ ସହ କରିବେ ଡେବ୍ୟୁ

ଶାହିଦ କପୁରଙ୍କ ଭାଇ ଇଶାନ ଖଟ୍ଟର ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ସହ ଡେବ୍ୟୁ କରିବେ ବୋଲି ଅନେକ ଦିନ ହେଲା ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସୂଚନା ମିଳିଛି ଇଶାନ ଖୁବ ଶ୍ରୀଘ୍ର ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ ଶେୟାର କରିବେ । ଖବର ଅନୁସାରେ ଇଶାନ ଦୀପିକାଙ୍କ ଆଗାମୀ ଇଂରାଜୀ…
Read More...

ବିଗବସ୍ ହାଉସରେ ବିବାହ କରିବେ ଭୋଜପୁରି ନାୟିକା ମୋନାଲିସା !

ଭୋଜପୁରି ନାୟିକା ତଥା ବିଗବସ୍ ପ୍ରତିଯୋଗୀ ମୋନାଲିସା ବିଗବସ୍ ହାଉସରୁ ବାହାରିବା ପରେ ତାଙ୍କର ପ୍ରେମିକଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି । ମୋନାଲିସା ବିଗବସ ହାଉସରେ ହିଁ ତାଙ୍କର ପ୍ରେମିକ ବିକ୍ରାନ୍ତ ସିଂହ ରାଜପୁତଙ୍କୁ ବିବାହ କରିବେ। ଏ ସଂପର୍କରେ ବିକ୍ରାନ୍ତ ମୋନାଙ୍କୁ ବହୁତ…
Read More...