Browsing Category

ମନୋରଞ୍ଜନ

ବିିଳମ୍ବିତ ରାତ୍ରିରେ ଏକାଠି ନଜର ଆସିଲେ ଅନିଲ କପୁରଙ୍କ ପୁଅ ଓ ସୈଫଙ୍କ ଝିଅ

ସୈଫ ଅଲ୍ଲୀ ଖାନ ଓ ତାଙ୍କର ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ ବହୁତ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାପାଇଁ ଯାଉଛନ୍ତି । ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସାରା ତାଙ୍କର ସାବତ ମା କରୀନା କପୁରଙ୍କ ଠାରୁ ଅଭିନୟ ଟିପ୍ସ ନେଉଛନ୍ତି । ଏଥିଯୋଗୁଁ ସାରା ସବୁବେଳେ ଏବେ କରୀନାଙ୍କ…
Read More...

ପୁଣି ଥରେ ପରସ୍ପରର ନିକଟବର୍ତ୍ତୀ ହେଲେ ହରମନ ବାୱେଜା ଓ ଶମିତା ସେଟ୍ଟୀ

ବଲିଉଡ ଅଭିନେତା ହରମନ ବାୱେଜାଙ୍କ ପେଶାଦାର ଜୀବନରେ ଭଲ ପ୍ରଦର୍ଶନ କରି ନପାରିଲେ ମଧ୍ୟ ସେ ନିଜର ପ୍ରେମ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ । ବିଗତ ଦିନରେ ବିପାଶା ବାସୁ ଓ ପ୍ରିୟଙ୍କା ଚୋପ୍ରାଙ୍କ ସହ ହରମନଙ୍କ ନାମ ଯୋଡାଯାଇଥିଲା । କିନ୍ତୁ ବେଶୀ ଦିନ ଏସଂପର୍କ ଚାଲିପାରି ନଥିଲା । ଏବେ…
Read More...

ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀଙ୍କ ନାଁ ରେ ବିଜୁଳି ଚୋରି ଅଭିଯୋଗ

ଚୋରି ବିଗତ ଦିନର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ଓ ତାଙ୍କ ସ୍ୱାମୀ ଅନିଲ ବିରାନୀଙ୍କ ବିରୋଧରେ ବିଜୁଳି ଚୋରି ମାମଲାରେ କେସ ଦାଏର ହୋଇଛି । ସେ ବିଜୁଳିର ମିଟରରେ ହେରଫେର କରି ପ୍ରାୟ ୪୭ ଲକ୍ଷ ଟଙ୍କାର ବିଜୁଳି ଚୋରି କରିଥିବା ଅଭିଯୋଗ ହୋଇଛି । ପୁଲିସର ସୂଚନା ଅନୁସାରେ,…
Read More...

‘ବାଗୀ-୨’ ସିନେମା ପାଇଁ ହଙ୍ଗକଙ୍ଗରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବେ ଟାଇଗର ଶ୍ରଫ୍

ଅଭିନେତା ଟାଇଗର ଶ୍ରଫ୍ ତାଙ୍କର ଆଗାମୀ ସିନେମା ‘ବାଗୀ-୨’ ସିନେମା ପାଇଁ ହଙ୍ଗକଙ୍ଗ ଯାଇ ବହୁତ ଶୀଘ୍ର ଆକ୍ସନ ନିର୍ଦ୍ଦେଶକ ଟୋନୀ ଚିଙ୍ଗଙ୍କ ଠାରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବେ । ଟୋନୀ ଚିଂଗ ଚୀନର "ଶାଓଲିନ ସାକର',"ଦ କିଲର',"ହୀରୋ' ଆଦି ସିନେମା ପାଇଁ ବହୁତ ଚର୍ଚ୍ଚିତ । ସାଜିଦ…
Read More...

ଅତୀତର କାହାଣୀ ଉପରୁ ଉଠିଲା ପରଦା ! ୟଶ ଚୋପ୍ରାଙ୍କ ସହିତ ମୁମତାଜଙ୍କ ଥିଲା ପ୍ରେମ ସମ୍ପର୍କ

ଷାଠିଏ ଏବଂ ସତୁରୀ ଦଶକରେ ଗ୍ଲାମରସ୍ ଅଭିନେତ୍ରୀ ମୁମତାଜ୍ ସିନେମା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଷ୍ଟାଇଲ, ଅଭିନୟ ଚାତୁରୀ, ହସିବାର ଶୈଳୀରେ ସେ ଦର୍ଶକଙ୍କ ହୃଦୟରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ । ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଏହି…
Read More...

ନିଜ ଶରୀରର ଏକ ଖାସ୍ ଅଙ୍ଗର ବୀମା କରିବା ପାଇଁ ଚାହାନ୍ତି ସନ୍ନି ଲିଓନି

ପର୍ଣ୍ଣ ଜଗତରୁ ବଲିଉଡ ଜଗତରେ ପାଦ ଦେଇଥିବା ସନ୍ନି ଲିଓନି ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇ ଏବେ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସନ୍ନି ଏକ ସାକ୍ଷାତକାରରେ ତାଙ୍କ ଶରୀରର ଏକ ଖାସ ଅଙ୍ଗର ବୀମା କରାଇବା ପାଇଁ ଚାହାନ୍ତି ବୋଲି କହିଛନ୍ତି । ସନ୍ନିଙ୍କୁ ଯେତେବେଳେ ପଚାରାଗଲା ସେ ତାଙ୍କ ଶରୀରର…
Read More...

ରଣବୀର ସିଂହ ନୁହଁନ୍ତି ବିନ୍ ଡିଜେଲଙ୍କ ଶିଶୁର ମା’ହେବାକୁ ଚାହାଁନ୍ତି ଦୀପିକା

ଅନ୍ତରାଷ୍ଟ୍ରୀୟ ସ୍ତରର ଲୋକପ୍ରିୟ ଚାଟ୍ ସୋ "ଦ ଏଲେନ୍ ଡିଜେନର୍ସ ' କାର୍ଯ୍ୟକ୍ରମରେ ସାମିଲ ହୋଇ ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଏକ ଚାଚଂଲ୍ୟକର ଖୁଲାସା କରିଛନ୍ତି । ହଲିଉଡ ଅଭିନେତା ବିନ୍ ଡିଜେଲଙ୍କ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି,ଏବଂ ସେ ଡିଜେଲଙ୍କର ଶିଶୁର’ ମା ହେବାକୁ…
Read More...

ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ୍’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ

ସୁପରହିଟ୍ ସିନେମା ‘ଚେନ୍ନାଇ ଏକ୍ସପ୍ରେସ’ର ପ୍ରଯୋଜକ କରିମ୍ ମୋରାନୀଙ୍କ ବିରୋଧରେ ଧର୍ଷଣ ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ୨୫ ବର୍ଷୀୟା ଜଣେ ଯୁବତୀ । ଅଭିଯୋଗ ଅନୁଯାୟୀ, ବିବାହର ପ୍ରତିଶୃତି ଦେଇ କରିମ୍ ପୀଡିତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ । ହେଲେ ଏବେ…
Read More...

ଟ୍ୱିଙ୍କିଲ ଖାନ୍ନାଙ୍କ ଚାଞ୍ଚଲ୍ୟକର ବୟାନ! ଅକ୍ଷୟ ଓ ମୁଁ ଉଭୟେ ଉଭୟଙ୍କୁ ମାରିବା ପାଇଁ କରୁଛୁ ଉଦ୍ୟମ

ନିଜର ୧୬ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ଟ୍ୱିଙ୍କିଲ ଖାନ୍ନା ନିଜ ଓ ଅକ୍ଷୟଙ୍କ ମଧ୍ୟରେ ଥିବା ଏକ ରାଜ ଉପରୁ ପରଦା ଉଠାଇଛନ୍ତି । ବିଗତ ୧୬ ବର୍ଷ ହେଲା ଉଭୟେ ଉଭୟଙ୍କୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଏଯାଏଁ ଏପରି ସମ୍ଭବ ହୋଇପାରି ନାହିଁ ବୋଲି ଟ୍ୱିଙ୍କିଲ ଖାନ୍ନା ଦେଇଛନ୍ତି…
Read More...

ପଞ୍ଜାବୀ ପରମ୍ପରା ଅନୁସାରେ କମେଡିଆନ ଭାରତୀ ସିଂ କଲେ ରୋକା! ଘରେ ବାଜିବ ଶାହାନାଈ

କମେଡିଆନ ଭାରତୀ ସିଂଙ୍କ ଘରେ ବାଜିବ ଶାହାନାଈ । ନିଜର ମଜାଳିଆ ସ୍ୱଭାବ, ଫନି ଲୁକସ୍ ଓ କମେଡି ଟାଇମିଙ୍ଗରେ ସମସ୍ତଙ୍କୁ ହସାଉଥିବା ଭାରତୀ ଖୁବ୍ ଶ୍ରୀଘ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଗତ ରବିବାର ଭାରତୀ ତାଙ୍କ ବୟଫ୍ରେଣ୍ଡ ହର୍ଷ ଲିମ୍ବାଚୀଆଙ୍କ ସହ ନିଜର ପରିବାର ଓ କିଛି…
Read More...