Browsing Category

ମନୋରଞ୍ଜନ

ବଲିଉଡରେ ପୁଣି ଉଠିଲା ‘ମି ଠୁ’ ଅଭିଯାନର ଝଡ ! ପ୍ରସିଦ୍ଧ ଗାୟକ ଅନୁ ମଲ୍ଲିକଙ୍କ ଉପରେ ଆରୋପ ଲଗାଇଲେ ଗାୟିକା ସୋନା…

ବଲିଉଡ୍ ଶିଳ୍ପରେ ଏବେ ‘ମି ଠୁ’ ଚଡ଼କ ପଡ଼ିଛି। ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଅସଲ ଚେହେରା ଏହି ମି ଠୁ ଅଭିଯାନ ଦ୍ବାରା ପଦାରେ ପଡ଼ିବାରେ ଲାଗିଛି। ଅଭିନେତା ଠାରୁ ଆରମ୍ଭକରି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ପର‌୍ୟ୍ୟନ୍ତ କେହି ବି ଏହି ଅଭିଯାନରୁ ନିସ୍ତାର ପାଉନାହାନ୍ତି। ନାନା…
Read More...

କାହିଁକି ଚଳିତ ବର୍ଷ ଧୁମଧାନମରେ ଜନ୍ମଦିନ ପାଳନ କଲେନି ବିଗ୍ ବି ? ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଘର ବାହାରେ ତାଙ୍କ ପ୍ରଶଂସକ ଭିଡ଼ ଜମିଥିବା ଦେଖା ଯାଇଥିଲା । ଅନେକ ମାତ୍ରାରେ ପ୍ରଶଂସକମାନେ ବିଗ୍ ବିଙ୍କ ଘର ବାହାରକୁ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଜଣେ ପ୍ରଶଂସକ…
Read More...

‘ମି ଠୁ’ ଅଭିଯାନ ନେଇ ବଲିଉଡରେ ଝଡ ! ଗାୟକ କୈଳାସ ଖେରଙ୍କ ବିରୋଧରେ  ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଗାୟିକା ସୋନା…

‘ମି ଠୁ’ ଅଭିଯାନ ଏବେ ବଲିଉଡ୍ରେ ଝଡ଼ ସୃଷ୍ଟି କରିଛି। ଜଣେ ପରେ ଜଣେ ସେଲିବ୍ରିଟିଙ୍କ ବିରୋଧରେ ଚାଞ୍ଚଲ୍ୟକର ଯୌନ ଉତ୍ପୀଡ଼ନ ଅଭିଯୋଗ ସବୁ ମହଲରେ ହଇଚଇ ସୃଷ୍ଟି କଲାଣି। ଆଜି ଜଣାଶୁଣା ଗାୟିକା ସୋନା ମହାପାତ୍ର ବି ଏଥିରେ ସାମିଲ ହୋଇଛନ୍ତି। ସେ ସଂଗୀତଜ୍ଞ କୈଳାସ ଖେରଙ୍କ ବିେରାଧରେ ଯୌନ…
Read More...

ବିବାଦରେ ଧାରାବାହିକ ଜଗତର ସଂସ୍କାରୀ ବାପା : ଆଲୋକ ନାଥଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଲେ ପ୍ରଯୋଜିକା

ଯୌନ ଶୋଷଣ ବିବାଦରେ ବଲିଉଡ୍ କଳାକାର ଆଲୋକ ନାଥ । ଛୋଟ ପରଦାର ଜଣାଶୁଣା କଳାକାର ଆଲୋକନାଥଙ୍କ ବିରୋଧରେ ଆସିଛି ଯୌନଶୋଷଣର ସଙ୍ଗିନ୍ ଅଭିଯୋଗ । ମହିଳା ପ୍ରଡ୍ୟୁସର ବିନୀତା ନନ୍ଦା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ୯୦ ଦଶକର ଟେଲି ସୋ ତାରାର ନିର୍ମାଣ ବେଳେ ଆଲୋକ ନାଥ ତାଙ୍କୁ…
Read More...

ବଲିଉଡରେ ଫାଟୁଛି #MeToo ଅଭିଯାନର ବୋମା ! ସାମ୍ନାକୁ ଆସିଲାଣି ବହୁ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ନାଁ ,ତାଲିକାରେ…

ବଲିଉଡରେ  କିଛି ଦିନ ଧରି ଯେଉଁଭଳି ଘଟଣା ସବୁ ଘଟି ଚାଲିଛି ଏହାକୁ ଦେଖି ଲାଗୁଛି ଯେ ବଲିଉଡକୁ କାହାର ନଜର ଲାଗିଯାଇଛି । ଖାତିନାମା ଅଭିନେତ୍ରୀ ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକଙ୍କ ପ୍ରତି ଅସଦାଚରଣର ଦୋଷ ଲଗାଉଛନ୍ତି । ପ୍ରଥମେ ବର୍ଷିଆନ୍ ଅଭିନେତା ନାନା ପାଟେକର ଏବଂ ତନୁଶ୍ରୀ…
Read More...

ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ ବର୍ଷିୟାନ୍ ଅଭିନେତା ଦିଲ୍ଲୀପ କୁମାର ! ଟ୍ୱିଟରରେ ପ୍ରଶଂସକଙ୍କୁ ମିଳିଲା ଖବର । 

ବର୍ଷିୟାନ୍ ବଲିଉଡ୍ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଦିଲ୍ଲୀପ କୁମାରଙ୍କ ଟୁଇଟର୍ ହାଣ୍ଡେଲରୁ ଫଇଜଲ୍ ଫାରୁକି ଏହି ସୂଚନା ଟ୍ଵିଟ୍ କରି ଦେଇଛନ୍ତି। ସେ କରିଥିବା ଟ୍ଵିଟ୍ ଅନୁଯାୟୀ, ନିମୋନିଆ…
Read More...

ଧିରେ ଧିରେ ଫିଟୁଛି ବଲିଉଡର ଗୁମର ! ସାମ୍ନାକୁ ଆସିଲା ଆଉ ଜଣେ ଅଭିନେତାଙ୍କ ନାଁ ।

ବି-ଟାଉନ୍ରେ ଏବେ ଯୌନ କେଳେଙ୍କାରୀ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ସାମର୍ଥ୍ୟ ଓ ବ୍ୟକ୍ତିତ୍ବ ପାଇଁ ଅନେକ ପ୍ରଶଂସକଙ୍କ ମନ ଜିଣିଥିବା ସେଲିବ୍ରିଟିମାନଙ୍କ ଯୌନ କେଳେଙ୍କାରୀ ଗୁମର ଖୋଲିବାରେ ଲାଗିଛି। ନିଜ ଉତ୍କୃଷ୍ଟ ସଂଳାପ ପାଇଁ ବଡ଼ ପରଦାରେ ଅନେକ ଲୋକଙ୍କ ହୃଦୟ…
Read More...

ଡିସେମ୍ବରରେ ବାହା ହେବେ କପିଲ ଶର୍ମା : ପ୍ରେମିକା ଗିନି ଚତରାଥଙ୍କୁ ଜୀବନସାଥୀ କରିବେ କମେଡ଼ି କିଙ୍ଗ୍

ବାହା ହେବେ କପିଲ ଶର୍ମା । ଡିସେମ୍ବର ମାସରେ ପ୍ରେମିକା ଜିନି ଚତରାଥଙ୍କୁ ବିବାହ କରିବେ କମେଡ଼ି କିଙ୍ଗ୍ କପିଲ ଶର୍ମା । ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଜାରି ରଖିଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ…
Read More...

ବଲିଉଡରେ ଫୁଟିଲା ଯୌନ କେଳେଙ୍କାରୀର ବୋମା ! ତନୁଶ୍ରୀଙ୍କ ପରେ ଏହି ଲୋକପ୍ରିୟ ଅଭିନେତ୍ରୀ ଆଣିଲେ ଯୌନ ନିର୍ଯ୍ୟାତନା…

ବଲିଉଡ୍ ଶିଳ୍ପରେ ଏବେ ଗୋଟିଏ ପରେ ଗୋଟିଏ ଯୌନ ନିର‌୍ୟାତନା ଘଟଣା ଲୋକ ଲୋଚନକୁ ଆସିବାରେ ଲାଗିଛି। ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକର୍ଙ୍କ ବିରୋଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିବା ପରେ ଏବେ ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିେରାଧରେ…
Read More...

ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା କଲେ ଲୋକପ୍ରିୟ ଲେଖକ ଚେତନ ଭଗତ ! ହେଲେ କାହିଁକି ?

ଜଣାଶୁଣା ଭାରତୀୟ ଲେଖକ ଚେତନ୍ ଭଗତଙ୍କ ଏକ କାରନାମାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ଜନୈକା ମହିଳାଙ୍କ ସହ ଲେଖକ ଚେତନ ଭଗତ ସୋସିଆଲ ମିଡିଆରେ ଅଶାଳୀନ ଚାଟିଂ କରିବା ସହିତ ନିର୍ଯ୍ୟାତନା ଦେବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ହସ୍ତଗତ…
Read More...