Browsing Category

ମନୋରଞ୍ଜନ

ସୋସିଆଲ ମିଡିଆରେ ଘୁରି ବୁଲୁଛି ବଲିଉଡ୍ ଷ୍ଟାରଙ୍କ ପିଲାଦିନର ଫଟୋ : ଦେଖନ୍ତୁ ଅନୁଷ୍କା ଓ ରଣବୀରଙ୍କ ପିଲାଦିନର ଫଟୋ

ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଅଭିନେତା ରଣବୀର ସିଂହ ସୋସିଆଲ୍ ମିଡିଆରେ ନିଜ ଫ୍ୟାନଙ୍କ ପାଇଁ ପିଲାବେଳର ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଥ୍ରୋବ୍ୟାକ ଫଟୋରେ ଅନୁଷ୍କା ନିଜ ସ୍କୁଲ ଦିନର ଏମିତି ଏକ ଫଟୋ ସେୟାର କରିଛନ୍ତି,…
Read More...

ଏକବର୍ଷ ଧରି ନିଜ ଝିଅକୁ ପ୍ରଶଂସକଙ୍କ ନଜରରୁ ବଞ୍ଚାଇ ରଖିଥିଲେ ଏହି କଳାକାର ! ସାମ୍ନାକୁ ଆସିଲା ପ୍ରଥମ ଫଟୋ ।

ବଲିଉଡ୍ ଅଭିନେତା ସଲମାନ ଖାନ୍ ଏବଂ ଆମିର ଖାନ୍ଙ୍କ ଭଳି କଳାକାରଙ୍କ ସହ କାମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅଭିନେତ୍ରୀ ଆସିନ୍ । ବେଶି ସମୟ ସେ ବଲିଉଡ୍ରେ ନ କଟାଇ ୨୦୧୬ରେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ । ୨୦୧୭ରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ…
Read More...

ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ଅଳ୍ପ ବୟସ୍କା ବାନ୍ଧବୀ ପୂର୍ବରୁ ଏହି ଗାୟକଙ୍କ ସହ ମଧ୍ୟ ଡେଟ୍ କରିଆସିଛନ୍ତି !

ଆରମ୍ଭ ହେବା ଠାରୁ ହିଁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି ରିୟାଲିଟି ସୋ’ ‘ବିଗ୍ ବସ୍’ର ସିଜିନ୍ ୧୨ । ଏହି ସୋ’ରେ ଚର୍ଚ୍ଚିତ ଯୋଡ଼ିମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଜସଲୀନ୍ ମଥାରୁ ଏବଂ ଭଜନ ସମ୍ରାଟ ଅନୁପ ଜଲୋଟା। ଦୁହିଁଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ ପାଇଁ ସୋ’…
Read More...

ଚମକାଇ ଦେଲା ଭଳି ମନ୍ତବ୍ୟ ଦେଲେ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ! କହିଲେ , ୧୨ ବର୍ଷ ପୂର୍ବେ ଏହି ସମଲିଙ୍ଗୀ ଅଭିନେତ୍ରୀ…

ବଲିଉଡରେ ଆରମ୍ଭ ହୋଇଥିବା #MeToo  ଅଭିଯାନରେ ପ୍ରଥମେ ନାନା ପାଟେକର ଏବଂ ପରେ ବିିବେକ ଅଗ୍ନିହୋତ୍ରୀ , କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କ ଉପରେ ଅସଦାଚରଣର ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଉପରେ ଲାଗିଛି ଗମ୍ଭୀର ଆରୋପ । ଏହି ଅଭିଯୋଗ ଆଉ କିଏ ନୁହଁ ଲଗାଇଛନ୍ତି…
Read More...

ଆଜି କୁମାର ପୂର୍ଣ୍ଣିମା : କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା…

କୁମାର ଉତ୍ସବକୁ ନିଆରା ଅନ୍ଦାଜରେ ପାଳିଛନ୍ତି ଓଲିଉଡର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶନୀ । କୁନିକୁନି ପିଲାଙ୍କୁ ନିଜ ହାତରେ ସଜେଇବା ସହ ଏମାନଙ୍କ ସହ ପାଳିଛନ୍ତି କୁମାର ଉତ୍ସବ । କାହା ପାଦରେ ଅଳତା ଲଗେଇ ଦେଇଛନ୍ତି, ପୁଣି କାହା ମଥାରେ ବିନ୍ଦି ଲଗାଇ କୁମାରୀବେଶରେ ସଜାଇଛନ୍ତି ବର୍ଷା…
Read More...

ଖୁବଶୀଘ୍ର ଆମେରିକାରୁ ଭାରତ ଫେରିବେ ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍

କନକ ବ୍ୟୁରୋ : ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ ଅବଶେଷରେ ଲଣ୍ଡନରୁ ଦିନେ ଦୁଇ ଦିନ ଭିତରେ ମୁମ୍ବାଇ ଫେରିବେ ବୋଲି ଖବର ମିଳିଛି। ସେ ବେଶ୍ କିଛି ମାସ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଏବେ ଇରଫାନ୍ ଖାନ୍ ସୁସ୍ଥ ହୋଇ ଫେରିବାପରେ ପୁଣି ଅଭିନୟରେ ସକ୍ରିୟ ହେବେ…
Read More...

କମେଡ଼ି କିଙ୍ଗଙ୍କ ବିବାହ ତାରିଖ ହେଲା ଫାଇନାଲ : ଗାଲଫ୍ରେଣ୍ଡ ଗିନିଙ୍କ ସହ ବୈବାହିକ ବନ୍ଧନରେ ବାନ୍ଧି ହେବେ କପିଲ

କମେଡ଼ି କିଙ୍ଗ୍ କପିଲ ଶର୍ମା ଡିସେମ୍ବର ୧୨ରେ ତାଙ୍କ ବାନ୍ଧବୀ ଗିନି ଚତରାଥଙ୍କୁ ବିବାହ କରି‌ବେ। ଡିସେମ୍ବର ୧୪ରେ ଉଭୟ ମୁମ୍ବାଇରେ ଭୋଜି ଦେବେ। କପିଲ କହିଛନ୍ତି ତାଙ୍କ ଭାଇଙ୍କ ବାହାଘର ସମୟରେ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବାହାଘର କମ୍ ଖର୍ଚ୍ଚରେ କରାଯାଇଥିଲା। କିନ୍ତୁ…
Read More...

ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାନହାନି ମୋକଦ୍ଦମା କଲେ ତନୁଶ୍ରୀ ଦତ୍ତା : ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି

ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାନହାନି ମୋକଦମା କରିଛନ୍ତି ତନୁଶ୍ରୀ ଦତ୍ତା । ୧୦କୋଟି ଟଙ୍କାର କ୍ଷତିପୂରଣ ଦାବି କରି ମୋକଦ୍ଦମା କରିଛନ୍ତି । ମିଠୁ ଅଭିଯାନରେ ନାନାଙ୍କ ବିରୋଧରେ ତନୁଶ୍ରୀ ଅଭିଯୋଗ ଆଣିବା ପରେ ତନୁଙ୍କୁ ଆକ୍ଷେପ କରିଥିଲେ ରାକ୍ଷୀ । ତନୁଶ୍ରୀଙ୍କୁ ସମାଲୋଚନା କରି ରାକ୍ଷୀ…
Read More...

ବିବାହ କରିବେ ବାଜିରାଓ-ମସ୍ତାନୀ ! ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ଦୀପିକା ରଣବୀରଙ୍କ ବିବାହ କାର୍ଡ଼

ଅନେକ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ବିବାହ କରିବେ ବାଜିରାଓ ମସ୍ତାନୀ । ୪ବର୍ଷର ଡ଼େଟିଂ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର ସିଂ, ଦୀପିକା ପାଦୁକୋନ । ବିଟାଉନରେ ଏହି ଷ୍ଟାରଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ଏହି ଯୋଡ଼ି ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଖୁସି ଖବର ।…
Read More...

ହ୍ୱିଲଚେୟାରରେ କମେଡି କ୍ୱିନ୍ ଭାରତୀ ସିଂହ ! ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ, ଭିଡିଓ ହେଲା ଭାଇରାଲ

ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି, ଯାହା ଦେଖି ଭାରତୀଙ୍କ ପ୍ରଶଂସକ ଦୁଃଖ କରିବା ସହ ଭାରତୀଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ ବସି ସୁଟିଂ ସେଟକୁ…
Read More...