Browsing Category

ନିର୍ବାଚନ ଖବର

ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା ବିଜେପି ! ପଶ୍ଚିମବଙ୍ଗକୁ ସମ୍ବେଦନଶୀଳ ରାଜ୍ୟ ଘୋଷଣା ପାଇଁ ଦାବି

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ରାଜନୈତିକ ଦଳଗୁଡ଼ିକ ଭୋଟଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି । ସମସ୍ତ ଦଳ ନିଜ ନିଜର ଆଶାୟୀ ପାର୍ଥୀଙ୍କ ନାମ ଚୟନ କରିବା ପାଇଁ ଲାଗିପଡିଛନ୍ତି । ଦେଶରେ ରାଜନୀତି ପାଣିପାଗ ଉଷ୍ମ ହୋଇପଡ଼ିଛି । କାହାକୁ…
Read More...

କଂଗ୍ରେସର ୧୫ଟି ଲୋକସଭା ୧୦୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ! ମହିଳାଙ୍କୁ ଅଗ୍ରାଧିକାର, ୧୭ରେ ହୋଇପାରେ ନାମ…

କନକ ବ୍ୟୁରୋ : ଚାଲିଛି କଂଗ୍ରେସର ପ୍ରାର୍ଥୀ ଚୟନ କସରତ୍ । ଗତକାଲି ଦିନ ତମାମ ନୂଆଦିଲ୍ଲୀରେ ଚାଲିଥିବା କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ସରୁସରୁ ଆଜି ଭୋର ୪ଟା ବାଜିଯାଇଥିଲା । ବୈଠକରେ ଓଡ଼ିଶାର ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀମାନଙ୍କ ତାଲିକା…
Read More...

ଟିକେଟ ପାଇଁ ନବୀନ ନିବାସ ଆଗରେ ନେତା ଲାଇନ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରବି ନନ୍ଦ, କୋରାପୁଟରେ ପ୍ରାର୍ଥୀ ଚୟନକୁ…

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏକମାସରୁ କମ ସମୟ ରହିଛି । ଆଉ ଏହି ସମୟରେ ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ ଜୋରଦାର କରିଛନ୍ତି । ଆଜି କୋରାପୁଟର ନେତାମାନେ ନବୀନ ନିବାସ…
Read More...

ଓଡ଼ିଶାରେ ପ୍ରାର୍ଥୀ ଦେଲା ତୃଣମୂଳ କଂଗ୍ରେସ: ମମତାଙ୍କ ଟାର୍ଗେଟରେ ଭଦ୍ରକ ଓ ଖୋର୍ଦ୍ଧା

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଗତକାଲି ପ୍ରାର୍ଥୀ ଘୋଷଣା କରିଛି। ଦଳ ଏଥିରେ ଓଡ଼ିଶାରେ ଲଢ଼ିବାକୁ ଘୋଷଣା କରିଛି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତକାଲି କୋଲକାତାରେ ଓଡ଼ିଶାର ଦୁଇଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା…
Read More...

ପ୍ରଥମ ରାଲିରେ ନା ନନେଇ ମୋଦିଙ୍କୁ କଟାକ୍ଷ ! ପ୍ରିୟଙ୍କା ଗାନ୍ଧୀ କହିଲେ, ଦେଶରେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି

କନକ ବ୍ୟୁରୋ : ଗୁଜୁରାଟରେ ଆଜି ବିଶାଳ ଜନସଭା କରିଛି କଂଗ୍ରେସ । ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଜି ଗୁଜରାଟ ଅହମ୍ମଦାବାଦରେ ବସିଛି କଂଗ୍ରେସ ୱାକିଂ କମିଟିର ବୈଠକ । ୫୮ ବର୍ଷ ପରେ ଗୁଜାରଟରେ କଂଗ୍ରେସ ଏହି ଶୀର୍ଷ…
Read More...

ଟିଏମସିର ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ! ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଲେ ମମତା ବାନାର୍ଜୀ

କନକ ବ୍ୟୁରୋ : ଟିଏମସି ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପାଇଁ ଟିଏମସି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଏଥର ୪୧ ପ୍ରତିଶତ ମହିଳାଙ୍କୁୁ ଟିକେଟ ଦିଆଯାଇଛି । ତୃଣମଳ କଂଗ୍ରେସ…
Read More...

ସ୍ୱାଧୀନ ଭାରତର ପ୍ରଥମ ମତଦାତା ! ୨୦୧୯ରେ ମଧ୍ୟ ଦେବେ ନିଜର ଭୋଟ, ଜାଣନ୍ତୁ ତାଙ୍କ ବିଷୟରେ କିଛି ।

ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ସରନ ନେଗୀ ୧୦୧ ବର୍ଷ ବୟସରେ ଲୋକସଭା ନିର୍ବାଚନ-୨୦୧୯ପାଇଁ ମତଦାନ କରିବେ। ଦେଶ ସ୍ୱାଧୀନତା ପାଇବାପରେ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ଶ୍ୟାମ ସରନ ନେଗୀ।ସେ ୧୯୫୧ ମସିହା ଅକ୍ଟୋବର ୨୩ ତାରିଖରେ ଜନଜାତି…
Read More...

ନିର୍ବାଚନକୁ ଦୃଷ୍ଟିରେ କଂଗ୍ରେସର ଗୋଟିଚାଳନା ! ୧୮୦ଟି ରାଲିରେ ଯୋଗଦେଇ ଲୋକଙ୍କ ନିକଟତର ହେବେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ'ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବାପାଇଁ ରାଜନୈତିକ ଗୋଟିଚାଳନା କରୁଛି…
Read More...

ପୁଣି ଥରେ ଦେଶରେ ବିଜୟ ବାନା ଉଡ଼ାଇବ କି ଗେରୁଆ ଦଳ ? ୨୯ ସହଯୋଗୀ ଦଳ ସହ ହାତ ମିଳାଇବା ସହ ଜିତିଥିବା ସିଟକୁ ଛାଡ଼ିବାକୁ…

କନକ ବ୍ୟୁରୋ : ପୁଣି ଥରେ ସମଗ୍ର ଦେଶରେ ଗେରୁଆ ବାନା ଉଡ଼ାଇବାକୁ ସଜବାଜ ହେଉଛି ବିଜେପି । ବିଜେପି ପୂର୍ବ ନିର୍ବାଚନ ପରି ସଫଳତା ଦୋହରାଇବ କି ? ଚଳିତ ନିର୍ବାଚନରେ ଗେରୁଆ ଦଳ ପାଇଁ ବିରୋଧୀଙ୍କ ମହାମେଂଟ କଡ଼ା ଟକ୍କର ଦେବ । ତେବେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିସାରିଛି ବିଜେପି । କେବଳ…
Read More...

ନିର୍ବାଚନ ଆଗରୁ କଂଗ୍ରେସକୁ ଶକ୍ତ ଝଟକା । ଦଳ ଛାଡି ବିଜେପିରେ ମିଶିଲେ ରାଧାକ୍ରିଷ୍ଣା ଭିକେ ପାଟିଲଙ୍କ ପୁଅ ସୁଜୟ ଭିକେ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ଏକ ବିରାଟ ଝଟ୍‌କା। ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ କଂଗ୍ରେସର ବିରୋଧୀ ଦଳ ନେତା ରାଧାକ୍ରିଷ୍ଣା ଭିକେ ପାଟିଲ୍‌ଙ୍କ ପୁଅ ସୁଜୟ ଭିକେ ପାଟିଲ୍‌ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି(ବିଜେପିରେ)ରେ ଯୋଗ ଦେବେ। ନିର୍ବାଚନର…
Read More...