ପପୁ ପମ୍ ପମ୍ କାଷ୍ଟିଂ କାଉଚ ମାମଲା ! କୋର୍ଟରେ ହାଜର ହେଲେ ନାବାଳିକାଙ୍କ ବାପା ମା’

51

କନକ ବ୍ୟୁରୋ: ପପୁ ପମ୍ପମ୍ କାଷ୍ଟିଂ କାଉଚ ମାମଲାରେ ବୟାନ ରେକର୍ଡ ହେଉଛି । କୋର୍ଟରେ ପହଂଚି ବୟାନ ରେକର୍ଡ କରାଉଛନ୍ତି ସିଡବ୍ଲୁସି ସଦସ୍ୟା ନିରୂପମା ରଥ । ସେପଟେ ନାବାଳିକାର ବାପା ଓ ମା’ ମଧ୍ୟ କୋର୍ଟରେ ପହଂଚିଛନ୍ତି ।

ସୂଚନା ମୁତାବକ, ଜୁନ୍ ୩୦,୨୦୧୬ରେ ଜଣେ ନାବାଳିକାଙ୍କୁ ଅଭିନୟର ପ୍ରଲୋଭନ ଦେଖାଇ ଯୈାନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ହାସ୍ୟ ଅଭିନେତା ପପୁ ପମପମ୍ । । ପରେ ତାଙ୍କୁ ଜାମିନ ମିଳିଥିଲା ।ଆଜି ମାମଲାର ବୟାନ ରେକର୍ଡ କରାଯାଉଛି ।