ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ତିନି ବର୍ଷ ହେଲା ଓଡ଼ିଶା ବାଲି ନୀତି ଚିଠା ପ୍ରସ୍ତାବ ପଡ଼ିରହିଥିବା କହି ଘେରିଲେ ବିରୋଧି; ବାଚସ୍ପତି କହିଲେ ଆନ୍ଧ୍ରକୁ ହେଉଛି ବାଲି ଚୋରା ଚାଲାଣ, ଉତର ରଖି ମନ୍ତ୍ରୀ କହିଲେ ୧୪୪ ତହସିଲ ସମ୍ବେଦନଶୀଳ ଚିହ୍ନଟ

8