ପିସିିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ଜଗତସିଂହପୁରର ଦୁଇ ଗୋଷ୍ଠୀ ମୁହାମୁହିଁ, ଓବିସି ସେଲର ଅଧ୍ୟକ୍ଷଙ୍କ ବିରୋଧରେ ତାତିଲେ ଆଉ ଏକ ଗୋଷ୍ଠୀ; ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପିସିସି ସଭାପତି

11