ମହାନଦୀର ଆହୁରି କମିବ ଜଳ ପ୍ରବାହ : ଆଗାମୀ ବର୍ଷରେ ଜଳ ପ୍ରବାହ କମିବ ବୋଲି ଗୃହରେ ମାନିଲେ ଜଳସଂପଦ ମନ୍ତ୍ରୀ, କହିଲେ ଛତିଶଗଡ ବ୍ୟାରେଜ କରିଥିବାରୁ କ୍ରମାଗତ କମୁଛି ପାଣି; ଛତିଶଗଡରେ ମହାନଦୀ ପାଣି ଭର୍ତି, ଓଡିଶା ଆସିଲେ ଶୁଖିଲା

10