ଭଦ୍ରକ : ଓଡଙ୍ଗ ଗାଁରେ ସାନ ଭାଇର ଗୁଳିମାଡରେ ବଡଭାଇ ମୃତ

30

କନକ ବ୍ୟୁରୋ : ସାନଭାଇର ଗୁଳିମାଡରେ ବଡଭାଇର ମୃତ୍ୟୁ । ଜମିବାଡି ବିବାଦକୁ କେନ୍ଦ୍ର କରି ଏପରି ଘଟଣା ଘଟିଛି ଭଦ୍ରକରେ । ଆଗରପଡା ଥାନା ଓଡଙ୍ଗ ଗାଁରେ ଜମିବାଡି ବିବାଦକୁ ନେଇ ବଡଭାଇଙ୍କୁ ଗୁଳି କରି ହତ୍ୟା କରିଛି ସାନଭାଇ । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି ।