ମହଙ୍ଗା ପଡିଲା ମୋବାଇଲ ଚୋରି । ଗାଁ ଦାଣ୍ଡରେ ହାତଗୋଡ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ

କନକ ବ୍ୟୁରୋ : ନବରଙ୍ଗପୁରରୁ ଆସିଛି ଏକ ସ୍ପର୍ଶକାତର ଭିଡିଓ । ମୋବାଇଲ ଚୋରି ଅଭିଯୋଗରେ ଜଣେ ଯୁବକ ଧରା ପଡ଼ିବା ପରେ ଗାଁ ଦାଣ୍ଡରେ ହାତ ଗୋଡ ବାନ୍ଧି ଦିଆଯାଇଛି ଶାସ୍ତି । ଚୋରି କରିଥିବା ଯୁବକର ହାତ ଓ ଗୋଡ କୁ ବାନ୍ଧି ଗାଁ ଦାଣ୍ଡରେ ଶାସ୍ତି ଦିଆଯାଇଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ…

ରାଜଧାନୀର ରାଜରାସ୍ତାରୁ ରାତିରେ ବି ଚୋରି ହୋଇଯାଉଛନ୍ତି ଷଣ୍ଢ । ସିସିଟିଭିରେ କଏଦ ହେଲା ଚୋରି ହେଉଥିବା ଦୃଶ୍ୟ

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଚୋରି ହେଉଥିବା କଥା ଆପଣ ଶୁଣିଥିବେ । କିନ୍ତୁ ରାଜରାସ୍ତାରୁ ରାତି ଅଧରେ ଷଣ୍ଢ ଚୋରୀ ହେବା ଘଟଣା ବୋଧେ ଆପଣ କେବେ ଶୁଣିନଥିବେ । କିନ୍ତୁ କଥାଟି ପୁରା ସତ । ଭୁବନେଶ୍ୱରର କେଶୁରା ଅଂଚଳରେ ଘଟିଛି ଏଭଳି ଘଟଣା । କେଶୁରା ବାଇପାସରେ ଏଭଳି ଷଣ୍ଢ ଚୋରି…

‘ସିଏମ୍’ଙ୍କୁ ଅଟକାଇଲେ ‘ପିଏମ୍’ଙ୍କ ଗାର୍ଡ : ଭୋପାଳ ରେଳ ଷ୍ଟେସନରୁ ଆସିଲା ଭିନ୍ନ ଦୃଶ୍ୟ

କନକ ବ୍ୟୁରୋ : ପ୍ରୋଟୋକଲ ଦୃଷ୍ଟିରୁ ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସବୁଠୁ ଆଗରେ  । ଏ ତୁଙ୍ଗ ବ୍ୟକ୍ତିତ୍ୱମାନେ ଭିଭିଆଇପି ଶ୍ରେଣୀର । ଏମାନଙ୍କ ପାଇଁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା । ଏମାନଙ୍କ ଗସ୍ତ ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନଠାରୁ ଆରମ୍ଭ କରି ବୁଲେଟ୍ ପ୍ରୁଫ୍ ଗାଡି…

ଦୁଃଖ ବଢ଼ାଇଲା ଅଦିନିଆ ବର୍ଷା : ନଷ୍ଟ ହେଲା ହଜାର ହଜାର ଏକର ଜମିର ଫସଲ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଛି ଅଦିନିଆ ବର୍ଷା । ଉଜାଡ଼ି ଦେଲା ବର୍ଷକର ଆହାର । ଏ ଦୃଶ୍ୟ ହେଉଛି ଲଘୁଚାପଜନିତ ବର୍ଷା ଛାଡିଯିବା ୪ଦିନ ପରର । ଖଲ୍ଲିକୋଟ ବ୍ଲକ କୋମଣ୍ଡ ପଂଚାୟତ ବଡରାମପଲ୍ଲୀ ଗାଁରେ ଅଦିନିଆ ବର୍ଷାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଖରଖରି ନାଳର ଚଉଡା ଓ ଗଭୀରତା କମ…

ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତ : ୭୪ବର୍ଷ ବୟସରେ ହୃଦଘାତରେ ପରଲୋକ

କନକ ବ୍ୟୁରୋ : ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ…

ଆଜିଠୁ ପୁଣି ଖୋଲିଲା କରତାରପୁର କରିଡର : କରୋନା ପାଇଁ ୨୦୨୦ ମାର୍ଚ୍ଚରୁ ବନ୍ଦ ଥିଲା ଶୀଖ ଧର୍ମସ୍ଥଳ

କନକ ବ୍ୟୁରୋ : ଆଜିଠୁ ଖୋଲିଲା କରତାରପୁର ସାହିବ କରିଡର । ଆସନ୍ତା ଶୁକ୍ରବାର ଦିନ ଗୁରୁ ନାନକଙ୍କ ଜୟନ୍ତୀ ପଡୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୨୬ରୁ କରିଡର ବନ୍ଦ ଥିଲା । ତେବେ ମହାମାରୀ ସ୍ଥିତି ସୁଧୁରିଥିବାରୁ କରିଡର ପୁଣି…