ଆଜି ସୁଦ୍ଧା ବକେୟା ବିଲ୍ ପୈଠ ନ କଲେ ସହର ଅନ୍ଧାର ହେଲା ଖବର, ସ୍ପଷ୍ଟୀକରଣ ରଖିଲା ବିଇଏମସି

କନକ ବ୍ୟୁରୋ : ବ୍ରହ୍ମପୁରରେ ବିଇଏମସିର ୭ କୋଟି ୬୫ ଲକ୍ଷ ଟଙ୍କା ବକେୟା ବିଦ୍ୟୁତ ବିଲ ନେଇ ପ୍ରତିକ୍ରିୟା ରଖିିଛି ମହାନଗର ନିଗମ । ଆଜି ସୁଦ୍ଧା ବକେୟା ବିଲ ପୈଠ ନ କଲେ ସହର ଅନ୍ଧାର ହୋଇଯିବ ବୋଲି ଯେଉଁ ଖବର ପ୍ରସାରଣ ହେଉଛି ତାହା ଠିକ ନୁହେଁ ବୋଲି ଟ୍ୱିଟ କରି ମହାନଗର ନିଗମ ପକ୍ଷରୁ…

ଆଜି ବଡ଼ଓଷା : ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

କନକ ବ୍ୟୁରୋ : ଆଜି ହେଉଛି ବଡଓଷା ।  କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଶିବଙ୍କ ବଡସିଂହାର ବେଶ ଚାଲିଛି ।  ପୀଠରେ ୧୪୪ ଧାରା ଜାରି ହୋଇଥିବାରୁ ବିନା ଭକ୍ତରେ ପାଳନ ହେଉଛି ବଡଓଷା ।  ଭୋରରୁ ସମସ୍ତ ନୀତିକାନ୍ତି ସହ  ୧୦୮ ଗରା ଜଳରେ  ସ୍ନାନ କରାଯାଇ ମଙ୍ଗଳଆଳତୀ ପରେ ପହଡ ଖୋଲାଯାଇଥିଲା ।…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ଆରମ୍ଭ ହେବ ରାହୁଲ, ରୋହିତ ଯୁଗ

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ । ଭାରତୀୟ କ୍ରିକେଟ୍ ଦଳର ଅପ୍ରତ୍ୟାଶିତ ବିଦାୟ ସହ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଅଧିନାୟକ ଯୁଗର ଅବସାନ ଘଟିଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଆନୁଷ୍ଠାନିକ ଭାବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦ ଗ୍ରହଣ କରିଛନ୍ତି। ମୁଖ୍ୟ…

ଦିଲ୍ଲୀରେ ଚିନ୍ତା ବଢ଼ାଇଲା ପ୍ରଦୂଷଣ : ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏନସିଆରରେ ସ୍କୁଲ, କଲେଜ ବନ୍ଦ

କନକ ବ୍ୟୁରୋ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କଡ଼ା ପଦକ୍ଷେପ । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ । ଫଳରେ ଏବେ କୋଭିଡ୍ ସମୟ ପରେ ଶିକ୍ଷାନୁଷ୍ଠାନ…

ଟିକାକରଣରେ ଜାତୀୟ ହାରଠାରୁ ଟପିଛି ଓଡ଼ିଶା : ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲ୍ଲାରେ ୯୦% ଲକ୍ଷ୍ୟ

କନକ ବ୍ୟୁରୋ : ଟିକାକରଣରେ ଜାତୀୟ ହାରଠାରୁ ଟପିଛି ଓଡ଼ିଶା । ଚଳିତମାସ ୧୩ତାରିଖ ସୁଦ୍ଧା ଜାତୀୟସ୍ତରରେ ୧୮ବର୍ଷରୁ ଅଧିକ ଲୋକଙ୍କ ପ୍ରଥମ ଡୋଜ୍ ଟିକାକରଣ ୭୯.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୮୨.୪ ପ୍ରତିଶତରେ ପହଞ୍ଚିଛି । ସେହିପରି ଦ୍ବିତୀୟ ଡୋଜ୍ ଟିକାକରଣ ଜାତୀୟସ୍ତରରେ ୩୮.୪…

ଅନଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ : ଆକ୍ସନରେ ସିବିଆଇ, ଓଡିଶା ସମେତ ୧୪ଟି ରାଜ୍ୟର ୭୭ଟି ସ୍ଥାନରେ ଯାଞ୍ଚ

କନକ ବ୍ୟୁରୋ : ଅନ୍ଲାଇନରେ ଶିଶୁଙ୍କ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିବା ପରେ ଆକ୍ସନରେ ସିବିଆଇ । ଓଡିଶା ସମେତ ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୭୭ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲା । ଏଥିରେ ୮୩…