ବନ୍ଦ ହେବ ବିଦ୍ୟାଳୟ: ପିଲା ଆସୁନାହାନ୍ତି ବୋଲି ୯୬୬ଟି ପ୍ରାଥମିକ ସ୍କୁଲରେ ପଡିବ ତାଲା

କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ୯୬୬ଟି ସ୍କୁଲ । କମ ପିଲା ଆସୁଥିବାରୁ ରାଜ୍ୟର ୯୬୬ଟି ପ୍ରାଥମିକ ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରି ଦିଆଯିବ । ସ୍କୁଲରେ କମ ପିଲା ଥିବାରୁ ଆଉ ଉପସ୍ଥାନ କମ ରହୁଥିବା ସ୍କୁଲକୁ ବନ୍ଦ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ଉକ୍ତ ସ୍କୁଲ…

ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର: ବିଦ୍ୟାଳୟ ଦୂର ହେଲେ ବାଟଖର୍ଚ୍ଚ ଦେବେ ରାଜ୍ୟ ସରକାର, ଜାଣନ୍ତୁ କେତେ ଟଙ୍କା ଆସିବ…

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ପ୍ରାଥମିକ ସ୍କୁଲ ପିଲାଙ୍କ ଯାତାୟାତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏକ କିମିରୁ ସ୍କୁଲର ଦୂରତା ଅଧିକ ହେଲେ ପିଲାଙ୍କୁ ବାଟ ଖର୍ଚ୍ଚ ଦିଆଯିବ । ତେବେ ସ୍କୁଲ ପିଲାଙ୍କ ବାଟଖର୍ଚ୍ଚ ସେମାନଙ୍କ…

ବର୍ଷା ପାଣିରେ ଉବୁଟୁବୁ ହେଲା ରାଜଧାନୀ ରାସ୍ତା: ବର୍ଷା ଉପରେ ରୁଷିଲେ, ବିରକ୍ତ ହେଲେ ରାଜଧାନୀବାସୀ…

କନକ ବ୍ୟୁରୋ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମାଟି ଛୁଇଁଲା ମୌସୁମୀ । ମୌସୁମୀର ପ୍ରଥମ ସ୍ପର୍ଶ ପାଇ ପୁଲକିତ ହେଲା ଓଡ଼ିଶା । ସପ୍ତାହେ ବିଳମ୍ବରେ ପହଁଚି ଥିଲେ ମଧ୍ୟ ମାଟିକୁ ଛୁଇଁବା ମାତ୍ରେ ସାରା ଓଡିଶାକୁ ଓଦା କରିଛି ମୌସୁମୀ ବର୍ଷା । ଡହଡହ ଖରା ପରେ ବର୍ଷାର ପହିଲି ପୁଲକ ପାଇ ମହକି ଯାଇଛି…

ଆଇଏଏସ ଏବଂ ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିରେ କିଛି ଜିଲ୍ଲାର ଜିଲ୍ଲାପାଳ…

କନକ ବ୍ୟୁରୋ: ଆଇଏଏସ ଏବଂ ଓଏଏସ ସ୍ତରରେ ଅଦଳବଦଳ । ଉଭୟ କ୍ଷେତ୍ରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୧ ଆଇଏଏସ ଏବଂ ୧୦ ଓଏଏସଙ୍କ ଅଦଳବଦଳ କଲେ ରାଜ୍ୟ ସରକାର । ଅର୍ଚ୍ଚନା ପଚ୍ଚନାୟକ ହେଲେ ଉଠା ଜଳସେଚନ ନିଗମର ନିର୍ଦ୍ଦେଶକ । ନିରଞ୍ଜନ ସାହୁ ହେଲେ ଉଚ୍ଚ ଶିକ୍ଷା ବିଭାଗର…

ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ପ୍ରସନ୍ନଙ୍କ ନାଁ: ନିର୍ବାଚନ ପୂର୍ବରୁ ପଠାଇବେ କହିଥିଲେ, ନିର୍ବାଚନ ପରେ ପୂରା…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୩ ଜଣଙ୍କ ନାମରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜେଡି ଆଇଟି ସେଲ ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛନ୍ତି…

ପୁଣି ପୁଅଙ୍କୁ ପଛରେ ପକାଇ ଆଗରେ ରହିଲେ ଝିଅ: କଳା, ବାଣିଜ୍ୟ ଓ ଧନ୍ଦାମୂଳକରେ ଝିଅଙ୍କ ପାସ୍ ହାର ଅଧିକ

କନକ ବ୍ୟୁରୋ: ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । ଚଳିତ ବର୍ଷ କଳାରେ ୬୫. ୮୯ ପ୍ରତିଶତ, ବାଣିଜ୍ୟରେ ୭୦. ୨୬ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୫୨.୬୨ ପ୍ରତିଶତ ପିଲା ପାସ କରିଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଏବର୍ଷ ପାସ୍ ହାର କମିିଥିବା ବେଳେ ଏଥର…