ପୋଲିସର ଏ କି ରୂପ ? କେଉଁଠି ନିୟମ ଭାଙ୍ଗିଲେ ଫାଇନ ମାଗୁଛି ତ କେଉଁଠି ସବୁ ନିୟମ ଭୁଲି ଲାଞ୍ଚ ନେଉଛି

କନକ ବ୍ୟୁରୋ: ନୂଆ ନିୟମ ଅନୁସାରେ ଏବେ ସବୁଠି କଡାକଡି ହୋଇଛି ଟ୍ରାଫିକ ବ୍ୟବସ୍ଥା । ଗାଡି ଚାଳନାରେ ହେଉ ଅବା କାଗଜ ପତ୍ରରେ ଟିକେ ଗଡବଡ ଦେଖିଲେ ମାଡି ବସୁଛନ୍ତି ଟ୍ରାଫିକ ପୋଲିସ । ତେଣୁ ରାସ୍ତାରେ ପୋଲିସ କିମ୍ବା ଟ୍ରାଫିକ ପୋଲିସଙ୍କୁ ଦେଖିଲେ ଦୂରରୁ ଛାତିରେ ଛେପ ପକାଉଛନ୍ତି ନିୟମ…

ଆଚାର୍ଯ୍ୟବିହାରରେ ଆଣ୍ଟିଦେଲେ ଟ୍ରାଫିକ ପୋଲିସ: ନିୟମ ଭାଙ୍ଗି ୫୨ ହଜାର ଗଣିଲେ ଅଟୋ ଡ୍ରାଇଭର । ନୂଆ ନିୟମ ପରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଟୋ ଚାଳକ ଉପରେ ୫୨ ହଜାର ଟଙ୍କା ଫାଇନ । ନୂଆ ମୋଟର ଯାନ ଆଇନ ପରେ ଫସିଲେ ଅଟୋ ଚାଳକ । ଆଚାର୍ଯ୍ୟ ବିହାର ଛକ ଉପରେ ୫୨ ହଜାର ଟଙ୍କା ଫାଇନ ଗଣିଲେ ଅଟୋ ଡ୍ରାଇଭର । ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ବଡ ଜରିମାନା ଲଗାଇଲେ ଟ୍ରାଫିକ ପୋଲିସ । ତେବେ କଣ ପାଇଁ…

ବିନା ଖାଦ୍ୟରେ ବଞ୍ଚିଛନ୍ତି: ୩୬ ବର୍ଷ ହେବ ଚା’ ପିଇ ବଞ୍ଚିଛନ୍ତି ୭୦ ବର୍ଷର ବୃଦ୍ଧା

କନକ ବ୍ୟୁରୋ: ସେ କିଛି ଖାଉ ନାହାନ୍ତି । ନା ଭାତ ଖାଉଛନ୍ତି ନା ରୁଟି ଖାଉଛନ୍ତି । କିଛି ନଖାଇ କେବଳ ଚା ପିଇ ସେ ସେମିତି ବଞ୍ଚିଛନ୍ତି । ୭୦ ବର୍ଷ ବୟସରେ ବିନା ଖାଦ୍ୟରେ ଖାଲି ଚା ପିଇ ସେ ସୁସ୍ଥ ମଣିଷ ପରି ଧାଁଦୌଡ କରୁଛନ୍ତି । କଥାଟା କାନକୁ ଟିକେ ଖଟକା ଶୁଭୁଥିଲେ ବି ଏକଦମ ସତ । ହଁ…

ବାଜୁଛି ମାଟି ଶଙ୍ଖ: ଶଙ୍ଖ ଶୁଭିଲେ ଶିହରି ଯାଉଛି ତାଲୁରୁ ତଳିପା । ମଲା ମାଟିକୁ ଜୀବନ ଦେଇ ସୁରିଲା କରୁଛନ୍ତି ରେମୁଣାର…

କନକ ବ୍ୟୁରୋ: ଶଙ୍ଖ ! ସଞ୍ଜ ହେଲେ ଚଉରା ମୂଳୁ ଶୁଭୁଥିବା ଏକ ପବିତ୍ର ଧ୍ୱନି, ଠାକୁର ଘରୁ ଭାସି ଆସୁଥିବା ଏକ ଆଧ୍ୟାତ୍ମିକ ତରଙ୍ଗ । ଶଙ୍ଖ ଶୁଭ କାମରେ ଶୁଭେ, ଧାର୍ମିକ କାର୍ଯ୍ୟରେ ବାଜେ । ଆଉ ବିପଦ ଆସିବା ଆଗରୁ ବି ଶଙ୍ଖ ବଜାଇ ସତର୍କ କରାଯାଏ । ତେଣୁ ତ ଶଙ୍ଖ ଆମ ସଂସ୍କୃତି, ଆମ ପରମ୍ପରାର…

ବଡଦାଣ୍ଡ: ଉଚ୍ଛେଦ ପୂର୍ବରୁ ଥିଲା କେମିତି, ଏବେ ଦିଶୁଛିି କେମିତି ?

କନକ ବ୍ୟୁରୋ: ବଦଳୁଛି ପୁରୀର ଭୁଗୋଳ, ବଦଳୁଛି ବଡଦାଣ୍ଡର ଇତିହାସ । ଗତ ସପ୍ତାହେ ହେବ ଶ୍ରୀକ୍ଷେତ୍ରରେ ଭଙ୍ଗା ଚାଲିଛି ଦୀର୍ଘ ଦିନର ମଠ ମନ୍ଦିର । ଦଶନ୍ଧି ଦଶନ୍ଧି ଧରି ମନ୍ଦିର ଚାରିପାଖେ ରହିଥିବା ମଠ ଓ ଦୋକାନରେ ଚାଲୁଛି ବୁଲଡୋଜର । ଆଉ ଏତିକି ବେଳେ ବଡଦାଣ୍ଡରେ ଦିଶୁଛି ଦୁଇଟି ଚିତ୍ର,…

ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନ ଭୋଜନ ମନା । ପୂଜା ଦିନ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ସମସ୍ତ ଡିଇଓଙ୍କୁ…

କନକ ବ୍ୟୁରୋ : ଆଗକୁ ଆସୁଛି ଗଣେଶ ପୂଜା । ରାଜ୍ୟର ବିଭିନ୍ନ ସ୍କୁଲରେ ବେଶ ଧୂମଧାମରେ ପାଳନ ହେବ ଗଣେଶ ପୂଜା । କିନ୍ତୁ ଚଳିତ ଥର ଗଣେଶ ପୂଜାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମିଳବନି ମଧ୍ୟାହ୍ନ ଭୋଜନ । ଏନେଇ ମିଡ୍ ଡେ ମିଲ୍ ନୋଡାଲ ଅଫିସର ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ।…