ବୁଲବୁଲ ପରେ ‘ଦୟା’ ଦାଉ: ପୋକ ଲାଗି ଏକର ଏକର ଫସଲ ନଷ୍ଟ ହେବା ପରେ ଚାଷୀ ମୁଣ୍ଡରେ ଚଡକ । କେମିତି ସୁଝିବେ ଋଣ ? ରାତି…

କନକ ବ୍ୟୁରୋ: ବୁଲବୁଲ ପରେ ଦାଉ ସାଜିଲା ‘ଦୟା’ । ଚାଷୀକୁ କଲବଲ କରି ମାରୁଛି ଦୟା ପୋକ । ଯେଉଁ ସମୟରେ ଚାଷୀ ବିଲରୁ ଧାନ ଅମଳ କରି ଘରକୁ ନେବା କଥା ସେହି ସମୟରେ ଚାଷୀର କମରକୁ ବାଡେଇଥିଲା ବୁଲୁବୁଲ । ଆଉ ବୁଲବୁଲ ଦରଜ ନକମୁଣୁ ଏବେ ଦୁଃଖ ପରେ ଦୁଃଖ ଦେଇଚାଲିଛି ଦୟା ପୋକ । ଏକର ଏକର ଜମିରେ…

ଆଙ୍ଗୁଳି ଦେଖାଇଲେ ବାହା ଗିଳି ଦେଉଛନ୍ତି… ନିୟମ ଟିକେ କୋହଳ କଲେ ହାଉଯାଉ ହେଉଛନ୍ତି ମଦୁଆ ଡ୍ରାଇଭର । ରାସ୍ତା…

କନକ ବ୍ୟୁରୋ: ମଦୁଆ ଚାଳକଙ୍କୁ ମାଫ ନାହିଁ । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ନିସ୍ତାର ଦେଉନି ପୋଲିସ । ମଦୁଆ ଡ୍ରାଇଭରଙ୍କୁ ଯେଉଁଠି ଦେଖୁଛି ଗୋଡେଇ ଗୋଡେଇ ଗିରଫ କରୁଛି ପୋଲିସ । ଟ୍ରାଫିକ ନିୟମ ଟାଇଟ ହେବା ପରେ ଏବେ ପୋଲିସର ପ୍ରଥମ ଟାର୍ଗେଟ ମଦୁଆ ଡ୍ରାଇଭର ।ତେବେ ବିଗତ ୩ ମାସରେ ମଦୁଆ…

ମୁଁ ବି ଦେବି ଜଗାକୁ ଜାଗା… ଶ୍ରୀମନ୍ଦିରକୁ ସ୍ୱେଚ୍ଛାକୃତ ଜମି ଦାନ ନେଇ ବଢିଲା ସମୟ ସୀମା । ସ୍ଥାନୀୟ ଲୋକଙ୍କ…

କନକ ବ୍ୟୁରୋ: ମୁଁ ବି ଦେବି ଜଗାକୁ ଜାଗା... ବଡ ଠାକୁରଙ୍କ ବଡ ଦେଉଳ ପାଇଁ ମୋ ଜମି ନେଇଯାଅ... ସବୁ ତ ତାରି ଦାନ... ଏ ଜୀବନ ଆଉ ଏ ଜମି ବି... ସବୁର ମାଲିକ ତ ସେହି କାଳିଆ ସାଆନ୍ତ... ମହାପ୍ରଭୁଙ୍କ ପାଇଁ ମନରେ ଏମିତି କିଛି ଭାବି ଜମି ଦାନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ…

ମୃତ୍ୟୁ ଆସିଲା ଭାଷଣ ବେଳେ: ଲୋୟର ପିଏମଜିରେ ଭାଷଣ ଦେଉଦେଉ ଟଳି ପଡିଲେ ଶିକ୍ଷକ । ସ୍ତବ୍ଧ ଶିକ୍ଷକ ସମାଜ

କନକ ବ୍ୟୁରୋ: ମୃତ୍ୟୁ ଆସିଲା ଭାଷଣ ବେଳେ । ଭାଷଣ ଦେଉ ଦେଉ ଟଳିପଡିଲେ ଶିକ୍ଷକ । ଭୁବନେଶ୍ୱର ଲୋୟର ପିଏମଜିରେ ଭାଷଣ ଦେଉଦେଉ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ତେବେ ଶିକ୍ଷକ ସଭାରେ ଏଭଳି ଏକ ଘଟଣା ପରେ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ । ମୃତ୍ୟୁ କାହାକୁ କେଉଁ ମୁହୁର୍ତ୍ତ ଆସିବ ତାହା କହି…

ଦିଦି ଉଠନ୍ତୁ, ଆମେ ପାଠ ପଢିବୁ… ବାଃ ବାଃରେ ଶିକ୍ଷା ବ୍ୟବସ୍ଥା । ତଳେ ପଢୁଛନ୍ତି ପିଲା, ଚେୟାରରେ ଶୋଇଛନ୍ତି…

କନକ ବ୍ୟୁରୋ: ନିଘୋଡ ନିଦରେ ଦିଦି । ସ୍କୁଲ ଭିତରେ ଶୋଇ ଘୁଙ୍ଗୁଡି ମାରୁଛନ୍ତି ଦିଦି । ତଳେ ପିଲା ପାଠ ପଢୁଥିଲେ ବି ସେଥିପ୍ରତି ଆଦୌ ନିଘା ନାହିଁ । ବରଂ ଗୋଡ ଉପରେ ଗୋଡ ରଖି ଆରାମରେ ଶୋଇଛନ୍ତି ଶିକ୍ଷୟିତ୍ରୀ । ସ୍କୁଲ ଭିତରେ ଶିକ୍ଷୟିତ୍ରୀ ଜଣଙ୍କ ଅନନ୍ତ ଶୟନ ମୁଦ୍ରାରେ ଗୋଟିଏ ଚେୟାରରେ…

ଡିଏମୟୁରେ ନିଆଁ । ବାଙ୍ଗିରିପୋଷି ଷ୍ଟେସନରେ ସର୍ଟସର୍କିଟ ଯୋଗୁଁ ଟ୍ରେନରେ ଲାଗିଲା ନିଆଁ । ଯାତ୍ରୀ ସୁରକ୍ଷିତ

କନକ ବ୍ୟୁରୋ: ମୟୂରଭଞ୍ଜ ବାଙ୍ଗିରିପୋଷି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ । ବାଙ୍ଗିରିପୋଷି-ବାଲେଶ୍ବର ଡିଏମୟୁ ଟ୍ରେନରେ ଲାଗିଛି ନିଆଁ । ସର୍ଟ ସର୍କିଟ ଯୋଗୁଁ ଆଜି ଅପରାହ୍ନରେ ନିଆ ଲାଗିଛି । ତେବେ ଷ୍ଟେସନରେ ବାଙ୍ଗିରିପୋଷି ଟ୍ରେନ ଛିଡା ହୋଇଥିବା ବେଳେ ହଠାତ ଇଞ୍ଜିନରେ ନିଆଁ ଲାଗିଥିଲା…