କାହିଁକି ଅଧାରୁ ସାରିଲ ଅଧିବେଶନ ? ବାଚସ୍ପତିଙ୍କୁ ପ୍ରଶ୍ନ କରିବା ସହ ସରକାରଙ୍କୁ ସମାଲୋଚନା କଲା ବିଜେପି । ବିଷ୍ଣୁ…

କନକ ବ୍ୟୁରୋ: ଶୀତ ଅଧିବେଶନ ସରିଲା, ସମାଲୋଚନା ଆରମ୍ଭ ହେଲା । ଅଧାରୁ ଅଧିବେଶନ ସରିବା ନେଇ ଅସନ୍ତୋଷ ଜାହିର କଲା ବିଜେପି । ଗତକାଲି ବିଧାନସଭାକୁ ବାଚସ୍ପତି ହଠାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିବା ପରେ ଆଜି ବାଚସ୍ପତିଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।…

‘ମହା’ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମହାଚାଲେଞ୍ଜ: ନୂଆ ସରକାର ଗଢିବା ପରେ କଣ ରହିବ ଠାକରେଙ୍କ ପାଇଁ ବଡ ଚାଲେଞ୍ଜ ?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ମହାନାଟକ ହେଲା । ନାଟକରେ ଯବନିକା ଟାଣିବାକୁ ମହାମେଳି ବି ବନ୍ଧା ହେଲା । ଆଉ ଶେଷରେ ବହୁଦିନ ହେବ ପଦ୍ମକୁ ପାଲିଙ୍କିରେ ବସାଇ ବୋହୁଥିବା ଶିବସେନା ନିଜେ ପାଲିଙ୍କିରେ ବସିଲା । ଗତକାଲି ‘ମହା’ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ…

କଲବଲ ହେଉଛନ୍ତି କପା ଚାଷୀ: ବିଳମ୍ବିତ ମଣ୍ଡି ଯୋଗୁଁ ବିକ୍ରି ହୋଇପାରୁନି କପା । ବିକ୍ରି ନହେବାରୁ ଗାଡି ଭଡା କରି କପା…

କନକ ବ୍ୟୁରୋ: ଧଳା ସୁନାର ଅଭାବୀ ବିକ୍ରି । ବିଳମ୍ବରେ ମଣ୍ଡି ଖୋଲିବାରୁ କପା ବିକ୍ରି କରିନପାରି ଘରକୁ ଫେରୁଛନ୍ତି ଚାଷୀ । କଳାହାଣ୍ଡିରୁ ଆସିଛି ଏଭଳି ଖବର । ବିକ୍ରି ହୋଇନପାରି ବସ୍ତା ବସ୍ତା କପା ଗଦା ହୋଇରହିଛି । ହେଲେ ଭାରତୀୟ କପା ନିଗମ କିଣୁ ନାହିଁ । ଫଳରେ ବଳକା କପାକୁ ଚାଷୀ ବିକ୍ରି…

କେମିତି ପୂରିବ ପିଲାଙ୍କ ପେଟ ? ରାତି ପାହିଲେ ରୀତାଙ୍କୁ ଘାରୁଛି ଦାନା ଯୋଗାଡ ଚିନ୍ତା । ସ୍ୱାମୀ ଗଲା ପରେ ମାଗିଯାଚି…

କନକ ବ୍ୟୁରୋ: ଦିନେ ସେ ଅନ୍ୟକୁ ଆଲୁଅ ଦେଖାଉଥିଲେ । ପାଠ ପଢାଇ ବଡ ମଣିଷ ହେବାର ବାଟ ଦେଖାଉଥିଲେ । ପିଲାଙ୍କ ଭାଗ୍ୟ, ଭବିଷ୍ୟତ ସଜାଡିବାକୁ ଆପ୍ରାଣ ଉଦ୍ୟମ ବି କରୁଥିଲେ । ହେଲେ ଆଜି ଅନ୍ଧାରରେ ତାଙ୍କ ପିଲାଙ୍କ ଭବିଷ୍ୟତ, ଅଭାବରେ ତାଙ୍କ ଦୁଃଖୀ ପରିବାର । ଶିକ୍ଷକତା କରି ପେଟ ପୋଷୁଥିବା…

ପର୍ଯ୍ୟଟନ ମନ୍ତ୍ରୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ: ବିଧାନସଭାରେ ହଟ୍ଟଗୋଳ ପରେ ସରକାରଙ୍କ ସ୍ପଷ୍ଟୀକରଣ । କେବଳ…

କନକ ବ୍ୟୁରୋ: ସରକାରୀ ଅର୍ଥରେ ପର୍ଯ୍ୟଟନ ମନ୍ତ୍ରୀ ୨ ମହିଳାଙ୍କୁ ହାଇଦ୍ରାବାଦ ନେବା ପ୍ରସଙ୍ଗ । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିବା ପରେ ସ୍ପଷ୍ଟୀକରଣ ରଖିଲେ ସରକାର । ସରକାରୀ ଖର୍ଚ୍ଚ ନେଇ ବିଧାନସଭାରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ…

ଆଗୁଆ ସରିଲା ଶୀତ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ବି ସରିଗଲା ବିଧାନସଭା ଶୀତ ଅଧିବେଶନ । ଅନିର୍ଦ୍ଧିଷ୍ଟ…

କନକ ବ୍ୟୁରୋ: ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ । ଅବଧି ଶେଷ ପୂର୍ବରୁ ସରିଲା ୧୬ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥିଲେ ହେଁ ମାତ୍ର ୧୩ଟି ବୈଠକ ପରେ ସରିଗଲା ଅଧିବେଶନ । ତେବେ ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ ଯାଏଁ…