ବାତ୍ୟା ପାଇଁ ଛୁଟି ଘୋଷଣା: ପୁରୀରେ ୨ ଦିନ ସ୍କୁଲ, କଲେଜ ବନ୍ଦ । ବାତ୍ୟା ପାଇଁ ୮ ଓ ୯ ତାରିଖ ଜିଲ୍ଲାର ସମସ୍ତ…

କନକ ବ୍ୟୁରୋ: ବତ୍ୟା ପାଇଁ ପୁରୀରେ ବନ୍ଦ ରହିବ ସ୍କୁଲ । ପୂରା ଜିଲ୍ଲାରେ ଦୁଇ ଦିନ ଛୁଟି ରହିବ ଶିକ୍ଷାନୁଷ୍ଠାନ । ୮ ଓ ୯ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଆସନ୍ତାକାଲି ଅପରାହ୍ଣ ଠାରୁ ବର୍ଷା ଆରମ୍ଭ ହେଉଥିବାରୁ ଦୁଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଛୁଟି ଘୋଷଣା…

ନକ୍ସଲକୁ ନା: ଅନ୍ଧାରୀ ଜଙ୍ଗଲରେ ସହି ହେଲାନି ନକ୍ସଲଙ୍କ ନିର୍ଯାତନା । ନିଜ ୨ ମାସର ଶିଶୁ ସହ ଆତ୍ମସମର୍ପଣ କଲେ ମହିଳା…

କନକ ବ୍ୟୁରୋ: ଆଉ ସହି ହେଲାନି । ନକ୍ସଲଙ୍କ ନିର୍ଯାତନା ଅସହ୍ୟ ହେବା ପରେ ଲାଲଗଡ ଛାଡିଲେ ମହିଳା ନକ୍ସଲ । ନକ୍ସଲ ସଂଗଠନର ନିର୍ଯାତନା ଏତେ ବଢିଗଲା ଯେ ସେଥିରେ ଅତିଷ୍ଠ ହୋଇ ଲାଲବାହିନୀକୁ ଛି କରି ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲେ ହାଡକୋର ମହିଳା ମାଓବାଦୀ ପାର୍ବତୀ ଓରଫ ରିଙ୍କି ।…

ଧନୁଯାତ୍ରା ପୂର୍ବରୁ ବରଗଡରେ ବଢୁଛି ବିବାଦ: କିଏ ହେବ ମଥୁରାର ମହାରାଜ ? କଂସକୁ ନେଇ କଳି !

କନକ ବ୍ୟୁରୋ: ଧନୁଯାତ୍ରା ପୂର୍ବରୁ ପୁଣି ଜୋର ଧରିଲା କଂସ ଚରିତ୍ର ବିବାଦ । ଚଳିତ ବରଗଡ ଧନୁଯାତ୍ରାରେ ପୁଣିଥରେ କଂସ ଚରିତ୍ର ବଛାଯିବାକୁ ନେଇ ବିବାଦ ଉପୁଜିଛି । ବର୍ତ୍ତମାନ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ ପୁଣିଥରେ କଂସ…

ଯେଉଁଠିକୁ ଯିବାକୁ ଲାଗେ ଡର, ତାଙ୍କ ପାଇଁ ସେଇଟା ଘର । ୧୩ ବର୍ଷ ହେଲା ଶ୍ମଶାନକୁ ସୁନ୍ଦର କଳାକୃତିରେ ସଜାଇଛନ୍ତି…

କନକ ବ୍ୟୁରୋ: ଦୂରରୁ ସୁନ୍ଦର ଦିଶୁଥିବା, ବିଭିନ୍ନ ସାମଗ୍ରୀରେ ସଜ୍ଜା ହୋଇଥିବା ଏ ସ୍ଥାନକୁ ଦେଖି ଆପଣ କଣ ଭାବୁଛନ୍ତି ? ଏହା କୌଣସି ପାର୍କ, ମନ୍ଦିର କିମ୍ବା ମୀନା ବଜାର ହୋଇଥିବ । ହେଲେ ନା ! ପାର୍କ ମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ଏ ସ୍ଥାନ ମଣିଷ ଜୀବନର ଶେଷ ଠିକଣା, ଅର୍ଥାତ ମଶାଣି ।…

ଇଏ ବି ଜଣେ ଗୋପବନ୍ଧୁ: ବିଛଣାରେ ଶୋଇଛି ରୋଗୀଣା ସ୍ତ୍ରୀ, ହେଲେ ସେବା ଓ ସ୍ୱଚ୍ଛତାର ‘ସାରଥି’ ସାଜି ପରିବେଶକୁ…

କନକ ବ୍ୟୁରୋ: ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ... ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ ପୂରୁ ତହିଁ ପଡି ମୋର ମାଂସ ହାଡ... ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ରାୟଗଡା ଗୁଣପୁରର ଆଉ ଜଣେ ଗୋପବନ୍ଧୁ । ଘରେ ରୋଗୀଣା ସ୍ତ୍ରୀ ପଡିଛି,…

ପିଆଜ ଲୁହରେ ଭିଜିବ ପକେଟ ! ଆମଦାନୀ କମୁଥିବାରୁ ୬ରୁ ୧୦ ଟଙ୍କା ବଢିବ ଦର । ଗ୍ରାହକଙ୍କ ମୁଣ୍ଡ ବିନ୍ଧା କଲା…

କନକ ବ୍ୟୁରୋ: ପୁଣି କନ୍ଦାଇବ ପିଆଜ । ଖାଇବା ଥାଳିରୁ ଉଭାନ ହୋଇଯିବ ପିଆଜ । କାରଣ ଆଗକୁ ଆହୁରି ବଢିବ ପିଆଜ ଦର । ପାଖାପାଖି ୬ରୁ ୧୦ ଟଙ୍କା ଦର ବଢିପାରେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେବେ ଆମଦାନୀ କମୁଥିବାରୁ ପିଆଜ ଦର ବଢିପାରେ । ପିଆଜ…