ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି…

କନକ ବ୍ୟୁରୋ: ଖଟିଆ ଉପରେ ଖେଳିପାରୁନଥିବା ରୋଗୀଣା ପୁଅ, କୋଳରେ ମୁଣ୍ଡକୁ ରଖି ଆଉଁସି ଦେଇ କାନ୍ଦି ପକାଉଛି ମା’ । ପାଦକୁ ଘସିମୋଡ଼ି ଦେଇ ଭାଇ ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛି ହତଭାଗୀ ଭଉଣୀ । କେଜାଣି ହସିଲା ସଂସାର ଉପରେ କାହାର ନଜର ଲାଗିଲା!! ସ୍ୱାମୀ ଆର ପାରିକୁ ଚାଲିଗଲା ପରେ…

ଦ୍ୱାଦଶ ଫେଲ୍ ପରେ ବି ମାନିନଥିଲେ ହାର୍ । ସିଙ୍ଘମ୍ IPSଙ୍କ ଉପରେ ଆସୁଛି ସିନେମା ।

କନକ ବ୍ୟୁରୋ: ଆଇପିଏସ୍-ଆଇଏଏସଙ୍କ ସଫଳତା କାହାଣୀ ଜାଣିବାକୁ ଯୁବପୀଢ଼ି ସବୁବେଳେ ଆଗ୍ରହୀ ଥାଆନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇପିଏସଙ୍କ ବିଷୟରେ କହିବୁ ଯାହାଙ୍କ ଜୀବନ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ବଲିଉଡ୍ ଫିଲ୍ମ 12TH Fail  ।…

ମାହାଙ୍ଗା ଡବଲ ମର୍ଡର ମାମଲା । ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ।

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ତେବେ ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଦଫା ମାମଲାକୁ ଚାଲୁ ରହିବ, ବିଶେଷ କରି ଏହା ଏକ ଧର୍ତ୍ତବ୍ୟ ଅପରାଧ…

ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର…

କନକ ବ୍ୟୁରୋ: ଏଥର ପୂଜାରେ ସାବାଡ଼ ହେବେ ଅପରାଧୀ । ପୂଜାରେ ଅପରାଧୀଙ୍କ ଅଣସାମାଜିକ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ କଳା ତାଲିକାଭୁକ୍ତ ଜାରି କରିଛି କମିଶନରେଟ୍ ପୋଲିସ । ଅଣ ସାମାଜିକ କାର୍ଯ୍ୟରେ ଲିପ୍ତ…

ଭାରତ କବଜାରେ ଦିନିକିଆ ସିରିଜ । ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଟିମ…

କନକ ବ୍ୟୁରୋ: ଦ୍ୱିତୀୟ ଦିନିକିଆରେ ଅଷ୍ଟେଲିଆକୁ ବଡ଼ ବ୍ୟବଧାନରେ ହରାଇ ଦେଇଛି ଭାରତ । ବର୍ଷା ପ୍ରଭାବିତ ମ୍ୟାଚରେ ୯୯ ରନରେ ବିଜୟୀ ହେବା ସହ ସିରିଜକୁ ବି କବଜା କରି ନେଇଛି ଟିମ୍ ଇଣ୍ଡିଆ । ଇନ୍ଦୋରରେ ଆଜି ଯେମିତି ବର୍ଷା ହୋଇଥିଲା, ସେହିପରି ଭାରତୀୟ ବ୍ୟାଟରଙ୍କ ରନ୍ ବର୍ଷା ମଧ୍ୟ ଦେଖିବାକୁ…

ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ୩ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିବାକୁ ସୂଚନା ଦେଲେ ସଂଘ…

କନକ ବ୍ୟୁରୋ: ପୂର୍ବଭଳି ଜାରି ରହିବ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆନ୍ଦୋଳନ । ବିଧାନସଭା ଥିବାରୁ ଆନ୍ଦୋଳନ ପାଇଁ ଅନୁମତି ନମିଳିବାରୁ ବିଇଓ ଅଫିସ୍ ଆଗରରେ ଧାରଣା ଦେବାକୁ ନିଷ୍ପତି ନେଇଛି ସଂଘ । ଏନେଇ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ…