ଇଞ୍ଜିନିୟର ଗୁପଚୁପ୍ ବାଲା । ସକାଳୁ ସକାଳୁ ଅଫିସ ଯାଆନ୍ତି, ସନ୍ଧ୍ୟାରେ ଗୁପଚୁପ୍ ବିକୁଛନ୍ତି ।

କନକ ବ୍ୟୁରୋ: ପେଶାରେ ମେକାନିକାଲ ଇଞ୍ଜିନିୟର । ନିଶା ନିଆରା ଗୁପଚୁପ୍ ତିଆରି କରି ବିକିବା । ହାଲରେ ଚୁକ୍ତିଭିତ୍ତିକ ଚାକିରି, ହାତକୁ ମାସିକ ଆସୁଛି ୧୫ ହଜାର ଟଙ୍କା ଦରମା । ହେଲେ ଘରେ ବସି ସମୟ ନଷ୍ଟ କରିବା କହିଁକି? ଭାବି ଭାବି ଶେଷରେ ଗୁପଚୁପ୍ ବାଲା ବନିଯାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ…

ମାତିଛି ମଣିଷଖିଆ କୁମ୍ଭୀର । କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି, ଝୁଣି ଖାଇଯାଉଛି ।

କନକ ବ୍ୟୁରୋ: ଲୁଣିପାଣିର ମଗର ଏବେ ମଧୁର ଜଳ ମୁହାଁ । ନଈ କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି । ପାଣି ଭିତରେ ଶକ୍ତି ଦେଖାଇ ଝୁଣି ଝୁଣି ଖାଇଯାଉଛି । ନଦୀ ଭିତରେ କୁମ୍ଭୀର ମଣିଷକୁ ଖାଉଥିବାର ଭିଡ଼ିଓ ଯାଜପୁରରୁ ଆସିଛି । ମଣିଷଖିଆ ମଗରର ଆତଙ୍କ ଦେଖି ଭୟରେ ନଦୀ କୂଳକୁ ବି ଯିବାକୁ…

ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି…

କନକ ବ୍ୟୁରୋ: ମୁଁ ଏବେ ନିରାଶ୍ରୟ...ରାଜଧାନୀ ଭୁବନେଶ୍ୱରରେ ରହିବାକୁ ମତେ ଅନୁମତି ନାହିଁ । ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି ? https://youtu.be/bjGBSxRbHLg ହଁ , ଯଦି ସେ ମଣିଷ ହୋଇଥାନ୍ତା…

ବାପା ଫେରିବାଲା, ଝିଅ ହେବେ ଡାକ୍ତର । ଗରିବ ଝିଅ ଆଣିଲେ ଗାଁ ପାଇଁ ଗୌରବ ।

କନକ ବ୍ୟୁରୋ: ଦୁଃଖ, ଦାରିଦ୍ର୍ୟତା, ଅଭାବ ଓ ଅନଟନ । ଏସବୁ ଶବ୍ଦ କେବେ ସଫଳତାର ବାଟ ରୋକିପାରେନି, ସଂଘର୍ଷ ଓ ସମସ୍ୟାର ସମୁଦ୍ର ପାରି ହୋଇ ସଫଳତାର ଗୋଟିଏ ସିଡ଼ି ଚଢ଼ିଛନ୍ତି ଫେରିବାଲାଙ୍କ ଝିଅ । ଯେବେ ନିଟ୍ ପରୀକ୍ଷାରେ ସଫଳ ହୁଏ ଗରିବ ଘରର ଝିଅ, ସେବେ ଘରେ ଖେଳିଯାଏ ଖୁସି, ପାଳନ ହୁଏ ଗୋଟେ…

ବିଜେପିର ତ୍ରିରଙ୍ଗା ଯାତ୍ରା । ଚିିଲିକାରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପି ରାଷ୍ଟ୍ରୀୟ…

କନକ ବ୍ୟୁରୋ: ବିଜେପିର ତ୍ରିରଙ୍ଗା ଯାତ୍ରା । ଚିିଲିକା ଭିତରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଓ ବ୍ରହ୍ମଗିରି ଯୁବନେତ୍ରୀ ଉପାସାନ ମହାପାତ୍ର…

ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ, ହେଲେ ବନିଗଲେ ‘ଡ୍ରପଆଉଟ୍ ଚା’ବାଲା ।

କନକ ବ୍ୟୁରୋ: ସୁଦୂର ଅଷ୍ଟ୍ରେଲିଆ ଯାଇଥିଲେ ଉଚ୍ଚଶିକ୍ଷା ଲାଭ କରିବାକୁ । ହେଲେ ଅଧାବାଟରେ ରହିଗଲା ପାଠପଢା । ପାଠପଢା ଛାଡି ଏପରି କାମ କଲେ ଯାହା ତାଙ୍କୁ ଦେଲା ନିଆରା ପରିଚୟ । ଆମେ କହୁଛୁ ଡ୍ରପ୍ ଆଉଟ୍ ଚାଏବାଲା ନାଁ ରେ ଜଣା ସଞ୍ଜିତ କୋଣ୍ଡାଙ୍କ କଥା । ଅନ୍ୟମାନଙ୍କ ଭଳି ସେ ମଧ୍ୟ…