ସମ୍ବଲପୁରରେ ସାମ୍ନାକୁ ଆସିବେ କି ନୂଆ ଚେହେରା? ବିଜେଡି ପଦଯାତ୍ରାରେ ନବ ଦାସଙ୍କ ପୁଅଙ୍କ ଉପସ୍ଥିତି ନେଇ ବଢିଲା…

କନକ ବ୍ୟୁରୋ: ପଦଯାତ୍ରାରେ ରାଜନୈତିକ ବାଦ ବିବାଦ । ଜନ ସଂପର୍କ ପଦଯାତ୍ରାରେ ସରକାରୀ ସଫଳତା ବଖାଣିବା ଅପେକ୍ଷା ନୂଆ ନେତାଙ୍କ ନୂଆ ଇଂନିସ୍ ଆରମ୍ଭର ଇସାରା ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ବୟାନ ବାଜି ବେଶି ହେଉଛି । ସମ୍ବଲପୁର ବିଜୁ ଜନତା ଦଳର ପଦଯାତ୍ରାରେ ବିଶାଲ ଦାସଙ୍କ ଉପସ୍ଥିତି ଓ…

ଗାଁରେ କାହାରିକୁ ମିଳିନାହିଁ ସରକାରୀ ଆବାସ, ସ୍କୁଲ କି ଅଙ୍ଗନବାଡି ନଥିବାରୁ ଗାଈ ଚରାଉଛନ୍ତି ପିଲା ।

କନକ ବ୍ୟୁରୋ: ମଣିଷ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇ ସେଠାରେ ଘର କରିବାର ସ୍ୱପ୍ନ ଦେଖୁଥିବାବେଳେ ଆଜି ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଆଜି ପର୍ଯ୍ୟନ୍ତ ପକା ଘର ଖଣ୍ଡିଏ ପାଇବାର ବାସ୍ତବତା ଆଜି ସେମାନଙ୍କ ପାଇଁ ସାତ ସପନ ପାଲଟିଯାଇଛି । ଖାଲି ସେତିକି ନୁହେଁ ଗାଁର ବିକାଶ ହେଲେ ଦେଶର…

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବା ପରେ ଶଯ୍ୟାଶାୟୀ ରାଜେଶ୍ୱର । ଭାଇକୁ ଭଲ କରିଦେବା ପାଇଁ ନେହୁରା ହେଉଛନ୍ତି…

କନକ ବ୍ୟୁରୋ: ଯେଉଁ ବିଛଣାରେ ରୋଗୀଣା ମଣିଷ, ସେହି ବିଛଣାରେ ଶଯ୍ୟାଶାୟୀ ମେସିନ୍ ଓ ସରିଯାଇଥିବା ମେଡିସିନ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅର୍ଥ ସରିଗଲା ପରେ ଜୀବନ ଯନ୍ତ୍ରଣା ମଝିରେ ଛଟପଟ ହେଉଛନ୍ତି ରୋଗୀ । ଘରର ମେରୁଦଣ୍ଡ ଶଯ୍ୟାଶାୟୀ ହେବା ପରେ ଆଖିରୁ ଲୁହ ଝରାଉଛନ୍ତି ପରିବାରବର୍ଗ ।…

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନାହିଁ ଅର୍ଥ । ରାସ୍ତାରେ କାନ୍ଦି କାନ୍ଦି ଭିକ ମାଗୁଛନ୍ତି ଦୁଇ ଭାଇ ଭଉଣୀ ।

କନକ ବ୍ୟୁରୋ: ମନରେ କୋହ ଓ ଆଖିରେ ଲୁହର ଧାର । ରାସ୍ତାରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି ଦୁଇ ଭାଇ ଭଉଣୀ । କିଛି ସାହାଯ୍ୟ ମିଳିଲେ ବାପାଙ୍କର ଶୁଦ୍ଧି କର୍ମ କରିବେ । ବାଲେଶ୍ୱର ବସ୍ତା ବ୍ଲକ ପହଣା ଗାଁରେ ଅନଟନ ଭିତରେ ଜୀବନ ଜୀଉଁଥିବା ପରିବାରର ଯନ୍ତ୍ରଣା ଦାୟକ ଚିତ୍ର ସାମନାକୁ ଆସିଛି ।…

ଗ୍ରାହକ ସେବା କେନ୍ଦ୍ରରୁ ଟଙ୍କା ହଡ଼ପ! ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

କନକ ବ୍ୟୁରୋ: ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ଗାଁର ଜଗଦୀଶ ଚନ୍ଦ୍ର ସିଂ । ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର…

ଶିକ୍ଷକ ନିଯୁକ୍ତି ଦାବିରେ ପ୍ରତିବାଦ । ସ୍କୁଲ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ସ୍କୁଲ ବାହାରେ ଗର୍ଜୁଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ପ୍ରତିବାଦରେ ସ୍କୁଲ ଗେଟରେ ପଡିଛି ତାଲା । କେବଳ ପିଲା ନୁହନ୍ତି ତାଙ୍କ ସହିତ ସାମିଲ ହୋଇଛନ୍ତି ଅଭିଭାବକଙ୍କ ସହ ଗାଁର ଲୋକ ମାନେ । ଏହି ଦୃଶ୍ୟ ଦେଖିବାକୁ ମିିଳିଛି ଅନୁଗୁଳ ବଅଁରପାଳ କାଣ୍ଡସର ସରକାରୀ…