ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲା । ଅଦାଲତର ଭର୍ତ୍ସନା ଓ ଜରିମାନା ସ୍ୱତ୍ୱେ କେଜ୍ରିୱାଲ ପୁଣି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି? ସେ ଦାଖଲ କରିଥିବା ଡିଗ୍ରୀ ସାର୍ଟିଫିକେଟ ଅସଲି କି ନକଲି ସେ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତର ସାର୍ଟିଫିକେଟ ଦେବାକୁ କେନ୍ଦ୍ରୀୟ ସୂଚନା…

ପୁଣି ଡରାଇଲାଣି କରୋନା । ଅତିରକ୍ତ ବୁଷ୍ଟର ଡୋଜ ପାଇଁ ପରାମର୍ଶ ଦେଲା WHO  ।

କନକ ବ୍ୟୁରୋ: ପୁଣି ଫେରୁଛି କି କରୋନା । ସାରା ଦେଶର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହୁ ଭାରତ ପାଇଁ ସତର୍କବାଣୀ ଦେଇଛି । ପୁଣି ଭବିଷ୍ୟତରେ ଜଟିଳ ସ୍ୱାସ୍ଥ୍ୟସମସ୍ୟା ଥିବା ରୋଗୀଙ୍କୁ ଆଉ ଗୋଟିଏ ବୁଷ୍ଟର ଡୋଜର ଆବଶ୍ୟକତା ଥିବା କହିଛି ହୁ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…

ଧର୍ମେନ୍ଦ୍ରଙ୍କ ଧମକ, ଚିହିଁକି ଉଠିଲା ଆନ୍ଧ୍ର । ‘ଆନ୍ଧ୍ର ଗୋ ବ୍ୟାକ’ ନାରା ଫେରାଇ ନେବାକୁ ଦାବି ।

କନକ ବ୍ୟୁରୋ: ଧର୍ମେନ୍ଦ୍ର କହିଲେ ଗୋ ବ୍ୟାକ । ଆନ୍ଧ୍ର କହିଲା ଫେରାଇ ନିଅନ୍ତୁ ଏକଥା । ଗତକାଲି ଉକ୍ରଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଯାଇ ଆନ୍ଧ୍ର ଅଫିସରଙ୍କୁ ଓଡିଶା ଛାଡି ଚାଲିଯିବାକୁ କହିବା ସହ ଗୋ ବ୍ୟାକର ନାରା ଦେଇଥିଲେ । ଏହି କଥାରେ ବିଚଳିତ ହୋଇ…

କ୍ରିକେଟ ପଡ଼ିଆରେ ଗଡ଼ିଲା ମୁଣ୍ଡ । ବଲ୍, ବ୍ୟାଟ୍ ବଦଳରେ ବୁଲିଲା ଛୁରୀ, ଅମ୍ପାୟରଙ୍କ ଆଉଟ୍ ନିଷ୍ପତ୍ତି ପାଇଁ…

କନକ ବ୍ୟୁରୋ: ଅମ୍ପାୟରଙ୍କ ନିଷ୍ପତି ଥିଲା ଆଉଟ୍ । ଟିମ୍’ର ସମର୍ଥକ କହିଲେ, ନୋ’ ବଲ୍ ଥିଲା । ନୋ’ ବଲରେ ଆଉଟ୍ କେମିତି ହେଲେ ବ୍ୟାଟ୍ସମ୍ୟାନ୍? ତାଙ୍କୁ ନେଇ ଖେଳ ପଡ଼ିଆ ଚାଲିଲା ଯୁକ୍ତିତର୍କ । ପରେ ହାତାହାତି ହେଲା । ଆଉ ପରେ ଅଚାନକ୍ ଆସି ଜଣେ, ଯୁବକଙ୍କୁ ଛୁରୀ ମାଡ଼ କରିଦେଲେ । କ୍ରିକେଟ…

୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବେ ରାହୁଲ । ଆସନ୍ତାକାଲି କରିପାରନ୍ତି ଅପିଲ୍, ଏପଟେ ସାଂସଦ ପଦ ରଦ୍ଦ…

କନକ ବ୍ୟୁରୋ: ଶେଷରେ କୋର୍ଟରେ ଅପିଲ୍ କରିବେ ରାହୁଲ ଗାନ୍ଧୀ । ସୁରଟ କୋର୍ଟର ଦୁଇ ବର୍ଷର ଦଣ୍ଡାଦେଶକୁ ନେଇ ସାରା ଦେଶରେ କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ରାହୁଲଙ୍କ ଅପିଲ୍ ତାଙ୍କ ସମର୍ଥକଙ୍କ ମନରେ ଉତ୍ସାହ ବଢାଇଛି । ରାହୁଲଙ୍କ ସଦସ୍ୟତା ରଦ୍ଦକୁ କଂଗ୍ରେସ ଅଗଣତାନ୍ତ୍ରିକ ବୋଲି କହିଛି ।…

ସରିଲା ମାଟ୍ରିକ ପରୀକ୍ଷା । ପ୍ରଶ୍ନପତ୍ର ଲିକ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ।

କନକ ବ୍ୟୁରୋ: ଆଜି ଶେଷ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ଶେଷ ଦିନରେ ଛାତ୍ରଛାତ୍ରୀ ପରସ୍ପରକୁ ରଂଗ ବୋଳି ଖୁସି ମନାଇଛନ୍ତି । ଆଉ ଅନ୍ୟପଟେ ପରୀକ୍ଷା ସରୁ ସରୁ ମାଳ ମାଳ ପ୍ରଶ୍ନ ଉଠିଛି । ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି, ପ୍ରଶ୍ନପତ୍ର ଲିକ୍, ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ…