ଜରୁରୀ କି ଆଉ ଏକ ବୁଷ୍ଟର ଡୋଜ୍? ଦେଶରେ ୮ହଜାର ମୁହାଁ କରୋନାର ଦୈନିକ ସଂକ୍ରମଣ, ୪୦ ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ…

କନକ ବ୍ୟୁରୋ: ଦେଶରେ କରୋନା ମିଟର ଉପରମୁହାଁ ହୋଇଛି । କିଛି ରାଜ୍ୟରେ ମାସ୍କ ଫେରିଛି । ଭିଡ଼ ସ୍ଥାନକୁ ଯିବାବେଳେ ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ବି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ପୁଣି ନେବାକୁ ପଡ଼ିବ କି ଆଉ ଏକ ବୁଷ୍ଟର ଡୋଜ୍? ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକାକରଣ…

ନକଲି ସାର୍ଟିଫିକେଟ୍ ଗ୍ୟାଙ୍ଗର ଆଉ ଏକ ଖୁଲାସା । ଓଡ଼ିଶାରେ ଠକେଇ, ଉତ୍ତରପ୍ରଦେଶରେ ଚେର ।

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ନେଇ ଆଉ ଏକ ବଡ ଖୁଲାସା ହୋଇଛି । ଓଡିଶାରେ ଠକେଇ ହୋଇଥିବାବେଳେ ଉତରପ୍ରଦେଶକୁ ଲମ୍ବିଛି ଚେର । ଓଡିଆ ଭାଷାରେ ପରୀକ୍ଷା ହୋଇଥିବାବେଳେ ଦେବନାଗରୀରେ ପ୍ରଶ୍ନ ପଚରାଯାଇଛି । ଆଉ ଏଭଳି ପ୍ରଶ୍ନପତ୍ର ଦେଖାଇ ନକଲି ସାର୍ଟିଫିକେଟ୍ର ବାଟ ଖୋଲୁଥିଲେ ମାଷ୍ଟର…

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ ମୁଖ୍ୟମନ୍ତ୍ରୀ? ପଢନ୍ତୁ ଏହି ରିପୋର୍ଟ…

କନକ ବ୍ୟୁରୋ: ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ଏ.ଡି.ଆର୍ ରିପୋର୍ଟରେ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା ପ୍ରକାଶ ପାଇଛି । ଏଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର…

ଇଟାଲୀରେ ‘ଇଂରାଜୀ’ ମନା ! କାହିଁକି ଏଭଳି ନିଷ୍ପତି ନେଲେ ଇଟାଲୀ ସରକାର?

କନକ ବ୍ୟୁରୋ: ଇଟାଲିରେ ‘ଇଂଲିଶ’ ମନା ! ଆପଣ ଏହା ଶୁଣିଲେ ଟିକିଏ ତାଜୁବ ହେବେ ସତ । କିନ୍ତୁ ଏହା ସତ । ଯେତେବେଳେ ସାରା ବିଶ୍ୱରେ ଅଧିକାଂଶ ଲୋକ ଇଂରାଜୀରେ କଥାବାର୍ତା କରୁଛନ୍ତି, ଆଉ ଯୋଗାଯୋଗ ପାଇଁ ଇଂଲିଶ ଗୋଟିଏ ବଡ ମାଧ୍ୟମ । ସେହି ସମୟରେ ଇଟାଲି ସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି ।…

ନକଲି ସାର୍ଟିଫିକେଟ୍ ମାମଲା: ଡାଏରୀରୁ ସତ ବାହାର କରିବ କି କ୍ରାଇମବ୍ରାଞ୍ଚ?

କନକ ବ୍ୟୁରୋ: ଫେକ୍ ସାର୍ଟିଫିକେଟ୍ ମାମଲାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଂଟରରେ ଚଢାଉ କରିଛି କ୍ରାଇମ୍ବ୍ରାଂଚ । ସକାଳେ ବଲାଙ୍ଗୀର ଥାନାରେ ପହଂଚିଥିଲା କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ । ଥାନାରେ ପହଂଚି ପୋଲିସ ପାଖରୁ ତଦନ୍ତ ସଂପର୍କିତ ସମସ୍ତ କାଗଜପତ୍ର ନେଇଛି କ୍ରାଇମବ୍ରାଂଚ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ମାମଲା । ଅଦାଲତର ଭର୍ତ୍ସନା ଓ ଜରିମାନା ସ୍ୱତ୍ୱେ କେଜ୍ରିୱାଲ ପୁଣି…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେ ପାଠ ପଢ଼ିଛନ୍ତି? ସେ ଦାଖଲ କରିଥିବା ଡିଗ୍ରୀ ସାର୍ଟିଫିକେଟ ଅସଲି କି ନକଲି ସେ ନେଇ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଓ ସ୍ନାତକୋତର ସାର୍ଟିଫିକେଟ ଦେବାକୁ କେନ୍ଦ୍ରୀୟ ସୂଚନା…