ଦରକାର ପଡ଼ିଲାନି ହୀରା, ମୋତି ମାଣିକ । ଗରିବ ଝିଅକୁ ସାହା ହେଲେ ସାମ୍ବାଦିକ, ସାତ ଜନ୍ମ ପାଇଁ ଧରିଲେ ହାତ ।

କନକ ବ୍ୟୁରୋ: ଦରକାର ପଡ଼ିଲାନି ହୀରା ମୋତି ମାଣିକ, ଦରକାର ହେଲାନି ଫାଇଭ-ଷ୍ଟାର ହୋଟେଲ । ବରଯାତ୍ରୀରେ ବର ଆସିଲା, ଦରିଦ୍ର ନିରାଶ୍ରୟ ଝିଅର ହାତ ଧରି ସମାଜକୁ ଏକ ଭିନ୍ନ ଉଦାହରଣ ଦେଲେ । ବାହାଘର ବାଟରେ ଲକ୍ଷ୍ମଣରେଖା ପାଲଟିଥିଲା ଯୌତୁକ ପ୍ରଥା । ସମାଜ ଆଗରେ ଯୌତୁକକୁ ନା ନା କହୁଥିବା…

ନବରଙ୍ଗପୁର ଘଟଣା ରାଜନଗରରେ ରିପିଟ୍ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ବାଜିରେ ଲାଗୁଛି ଜୀବନ ।

କନକ ବ୍ୟୁରୋ: ନବରଙ୍ଗପୁରର ଏହି ଚିତ୍ରକୁ ଦିନ କେଇଟା ବିତିନଥିବାବେଳେ ଏଥର ଓଡ଼ିଶାର ଉପକୂଳ ଜିଲ୍ଲାରୁ ଆସିଲା ଦୟନୀୟ ଚିତ୍ର । କୁଣ୍ଡରେ ବୁହାହୋଇ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯାଉଛନ୍ତି ଅସହାୟ ବୃଦ୍ଧ । କାନ୍ଧରେ ବୋହି ବୋହି ଆଣୁଛନ୍ତି ସମ୍ପର୍କୀୟ, ଡ଼ର ଲାଗୁଥିଲେ ବି ଡଙ୍ଗାରେ ବସି କିଛି…

ଗୋଟିଏ ଟ୍ୱିଟରେ କରୁଛନ୍ତି ଟେନସନ୍ ଦୂର ।  ପ୍ରଶାସନ ପାଖରେ ମୋବାଇଲରୁ ପହଞ୍ଚାଉଛନ୍ତି ଅସହାୟଙ୍କ ସମସ୍ୟା ।

କନକ ବ୍ୟୁରୋ: ସୋସିଆଲ ମିଡ଼ିଆ ଅନେକ ଯୁବପୀଢ଼ିଙ୍କୁ ଅବାଟକୁ ନେଇଯାଉଥିବାର ଖବର ତ ପ୍ରତିଦିନ ଆପଣ ଦେଖୁଥିବେ । ହେଲେ ଦ ଟ୍ୱିଟର ମ୍ୟାନ୍ ମୁକେଶ ଦଳାଇଙ୍କ କାହାଣୀ ଜାଣିଲେ, ଆପଣ ବି ତାଙ୍କ ପ୍ରଶଂସା ନକରି ରହିପାରିବେନି । https://youtu.be/nkxVDrusKSs ବାଲେଶ୍ୱର ଭୋଗରାଇ ବ୍ଲକର +୩…

୧୨ ବର୍ଷ ଝିଅ କାନ୍ଧରେ ପୂରା ପରିବାରର ବୋଝ । ବାପା-ମାଆ ଚାଲିଗଲା ପରେ କାନ୍ଦୁଛି କାଦମଲ୍ଲି ।

କନକ ବ୍ୟୁରୋ: ଚୁଲି ଜଳୁନି କିନ୍ତୁ ଜୀବନ ଜାଳୁଛି । ଫଟା କାନ୍ଥକୁ ଆଉଜି ହତାଶା ଭିତରେ ହାତରେ ବହି ଧରିଛନ୍ତି, ଗରିବି ଓ ଅନାଥର ଟ୍ୟାଗ୍ ଲିଭାଇବାକୁ ଲୁହକୁ ଲକ୍ଷ୍ମଣରେଖାରେ ରଖି, ଦୁହେଁ ଲେଖୁଛନ୍ତି ଆଉ ପଢୁଛନ୍ତି । ଏମାନଙ୍କ ବୋଝକୁ କାନ୍ଧରେ ଉଭୟ ବାପା-ମାଆ ସାଜି ବୋହି ଚାଲିଛି ତାଙ୍କ ୧୨…

ପେସାରେ ଓକିଲ, କାମରେ ଠକ । ଚୋରାଉଥିଲେ ବୀମା କମ୍ପାନିର ତଥ୍ୟ! ଲୁଟି ନେଲେ ୧୭ ଲକ୍ଷ ।

କନକ ବ୍ୟୁରୋ: ଇଏ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଶ୍ରୀରାମନଗର ବାସିନ୍ଦା ଯଶସ୍ୱିନୀ ଦାସ । ସେ କିଛି ବର୍ଷ ପୂର୍ବେ ଏକ ଘରୋଇ ବୀମା କମ୍ପାନୀରେ ଏକ ପଲିସି କରିଥିଲେ । କିଛି ବର୍ଷ ପରେ ସେ ଏହି ପଲିସି ବାବଦରେ ସମ୍ପୁର୍ଣ ଭୁଲି ଯାଇଥିଲେ । ଗତ ମାସରେ ହଠାତ ତାଙ୍କ ମୋବାଇଲ ନମ୍ବର କୁ ଏକ କଲ୍…

ଗୋମୂତ୍ର ସେବନ ମଣିଷ ପାଇଁ ହୋଇପାରେ ହାନିକାରକ । ଆଇ.ଭି.ଆର.ଆଇ ରିସର୍ଚ୍ଚରୁ ଆସିଲା ବଡ଼ ତଥ୍ୟ ।

କନକ ବ୍ୟୁରୋ: ଗୋମୂତ୍ର ମଣିଷ ଶରୀର ପାଇଁ ହିତକାରକ । ଆୟୁର୍ବେଦ ଚିକିତ୍ସା ଏହା ଦାବି କରେ । ଏବେ କିନ୍ତୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହା ଏହାର ଓଲଟା କଥା କହୁଛି । ଅର୍ଥାତ ଗୋମୂତ୍ର ସେବନ ମଣିଷ ପାଇଁ ଅନୁପଯୁକ୍ତ । ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ ବ୍ୟାକ୍ଟେରିଆ…